• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 18 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ପୌର ଭୋଟ ବେଳେ କାମ ଦେବ ତ ପ୍ରସଙ୍ଗ ପଲିଟିକ୍ସ?

ଏବେ ଚର୍ଚ୍ଚା, ପୌରରେ କାମ କରିବ ତ ପ୍ରସଙ୍ଗ ରାଜନୀତି କାହିଁକି ନା ପଞ୍ଚାୟତ ନିର୍ବାଚନରେ ବି ବିରୋଧୀଙ୍କ ହାତରେ ଥିଲା ଅନେକ ପ୍ରସଙ୍ଗ। More
  • Otv Khabar Bureau
  • 2 years ago

ରାତି ପାହିଲେ ହୋଲି,ରଙ୍ଗର ପର୍ବରେ ରଙ୍ଗେଇ ହେବାକୁ ଉତ୍କଣ୍ଠାରେ ଆବାଳ ବୃୃଦ୍ଧବନିତା

ଦୋଳଗୋବିନ୍ଦ ବିମାନରେ ବିରାଜିତ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଭକ୍ତ ମାତିଛନ୍ତି ଫଗୁ ଅବିରର ଖେଳରେ । ସେପଟେ ଦୋଳ ପୂର୍ଣ୍ଣୀମା ଅବସରରେ ରତ୍ନ ସିଂହାସନରେ ମହାପ୍ରଭୁ ରାଜାଧିରାଜ ତଥା ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଦର୍ଶନ ଦେଇଛନ୍ତି । More
  • Otv Khabar Bureau
  • 2 years ago

ଶ୍ରୀମନ୍ଦିରରେ ଆଜିର ସ୍ଥିତି ଦେଖି ଶୀଘ୍ର ଚାରିଦ୍ୱାର ଖୋଲିବାକୁ ଉଠିଲା ଦାବି

ଦର୍ଶନ ଆତୁର ଭକ୍ତଙ୍କ ଧୈର୍ଯ୍ୟଚ୍ୟୁତିର ଚରମ ଚିତ୍ର । ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ ଭାଙ୍ଗିଲେ । ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଲେ ଭକ୍ତ । ପୁରା ଦଳାଚକଟା ଭଳି ସ୍ଥିତି ପୋଲିସ୍ କି ସେବାୟତ ସମସ୍ତେ ଅସହାୟ । ଚାହିଁଲେ ବି କେହି ଅଟକାଇ ପାରୁନାହାନ୍ତି । More
  • Chandan Shishu
  • 2 years ago

ମାନସଙ୍କ ପାଖରୁ ମେମୋରି ଚିପ୍ ପାଇଁ ଦଳବଳ ଧରି ଚାନ୍ଦବାଲି ଯାଇଥିଲେ ଶର୍ମିଷ୍ଠା

ପୋଲିସକୁ ଅତି ନିକଟରୁ ଚକମା ଦେଇ ସୀମାପାର୍ ହୋଇଗଲେ ଶର୍ମିଷ୍ଠା।  More
  • Satyendu Shekher Mishra
  • 2 years ago

ଧୁମ୍‌ ଧାମ୍‌ରେ ପାଳନ ହେଉଛି ମହାପ୍ରଭୁଙ୍କ ଦୋଳଯାତ୍ରା, ଦୁର୍ଲଭ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼

ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପକମ୍ପିତ ହେଉଥାଏ ସମଗ୍ର ପରିବେଶ । ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ରହିଛି ପରମ୍ପରା । ଆଜି ଭକ୍ତ ଆଉ ଭଗବାନ ଏକାକାର । More
  • Prangyan Parimita
  • 2 years ago

ଅଭିନବ ଉପାୟରେ ନିର୍ବାଚନ ପ୍ରଚାର : ଘରେ ଘରେ ପଦ୍ମ ଦେଇ ଭୋଟ ମାଗୁଛନ୍ତି ପ୍ରାର୍ଥୀ

ଭୋଟରଙ୍କୁ ପଦ୍ମଫୁଲ ଦେଇ ଭୋଟଭିକ୍ଷା କରୁଛନ୍ତି ବାରିପଦା ସହର ୩ ନମ୍ବର ୱାର୍ଡର ବିଜେପି କାଉଁସିଲର୍‌ ପ୍ରାର୍ଥି। More
  • Chandan Shishu
  • 2 years ago

ହୋଲି ଖେଳ ହେଲା କାଳ ! ନଦୀରେ ଭାସିଗଲେ ୬ ଜଣ

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି ରହିଛି।  More
  • Rajalaxmi Sahoo
  • 2 years ago

୧୦୯ କୋଟି ଠକେଇ: ଓଡ଼ିଶା ଛାଡ଼ି ପଳାଇବା ପାଇଁ ପ୍ରୟାସ ବେଳେ ଧରାପଡ଼ିଲା ଅଭିଯୁକ୍ତ

୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମ୍‌ଡି ଦୀପକ କିଣ୍ଡୋଙ୍କୁ କ୍ରାଇମବ୍ରାଞ୍ଚ EOW ଗିରଫ କରିଛି। More
  • Pallipuspa Samal
  • 2 years ago

ଦୋଳ ପୂର୍ଣ୍ଣିମାରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ମୋହନଥାଲ୍‌’

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳ ପୂର୍ଣ୍ଣିମାରେ ଆମ ଓଡ଼ିଆ ଘରେ ବିଭିନ୍ନ ପିଠା ଓ ମିଠାର ରେସିପି ପ୍ରସ୍ତୁତ ହୋଇଥାଏ । ତେବେ ଆଜି ଆମେ ଏହି ଦୋଳ ପୂର୍ଣ୍ଣିମାରେ ଅବସରରେ ଘରେ ଏକ ସୁଆଦିଆ ମିଠାର ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ସୁଆଦିଆ ‘ମୋହନଥାଲ୍’। More
  • Rajalaxmi Sahoo
  • 2 years ago

ପ୍ରଥମ ଥର ପାଇଁ  ବିଜେପୁର NACରେ ହେବ ପୌର ଭୋଟ୍‌

2017 ରେ ଗଠନ ହୋଇଥିବା ବିଜେପୁର NACରେ ପ୍ରଥମ ଥର ପାଇଁ ପୌର ଭୋଟ୍‌ ଅନୁଷ୍ଠିତ ହେବ। ଏଥିପାଇଁ ତିନି ପ୍ରମୁଖ ଦଳ ପ୍ରଚାର ଜୋରଦାର କରିଛନ୍ତି। More
  • Rajalaxmi Sahoo
  • 2 years ago

ବେଆଇନ ମାଙ୍କଡ଼ା ପଥର ଖନନକୁ ନେଇ NGTର ଛାଟ

ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ NGTର ଛାଟ। ମଦନପୁର ମୌଜାର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ହେଉଥିବା ନେଇ ୨୦୧୯ ମସିହାରେ ଅଭିଯୋଗ ହୋଇଥିଲା। More
  • Rajalaxmi Sahoo
  • 2 years ago

ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ସ୍ଥିତି, ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ସ୍ଥିତି। ସିଂହଦ୍ୱାର ସମ୍ମୁଖରେ ଲମ୍ବା ଲାଇନ୍ ଥିବାରୁ ବ୍ୟାରିକେଡ୍‌ ଭାଙ୍ଗି ଭକ୍ତମାନେ ଶ୍ରୀମନ୍ଦିରକୁ ଧସେଇ ପଶିଥିବା ନଜର ଆସିଛି।  More
  • Prangyan Parimita
  • 2 years ago

ମହମହ ବାସୁଛି କଲେଜ୍ ପରିସର : ପିଠାପଣା ସାଙ୍ଗକୁ ଦହିବରା ଆଳୁଦମ, ଗୁପଚୁପ ତଆରି କରୁଛନ୍ତି ଛାତ୍ରଛାତ୍ରୀ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ସୁଭଦ୍ରା ମହତାବ କଲେଜ ପରିସରରେ ଲାଗିଛି ଖାଦ୍ୟ ଷ୍ଟଲ । ଉଭୟ ପାରମ୍ପରିକ ଓ ପାଶ୍ଚାତ୍ୟ ଷ୍ଟାଇଲର ଖାଦ୍ୟ ତିଆରି ହେଉଛି । ଷ୍ଟଲମାନଙ୍କରେ ସବୁ ରକମର ଖାଦ୍ୟ ପାଇବେ । ପିଠା, ମିଠା ସାଙ୍ଗକୁ ବିରିଆନି ପର୍ଯ୍ୟନ୍ତ ସବୁକିଛି । ଆଉ ଏସବୁର ଦାମ ମଧ୍ୟ ବହୁତ କମ । ୫ଟଙ୍କା ଠାରୁ ୩୦ଟଙ୍କା ଯାଏ । More
  • Satyendu Shekher Mishra
  • 2 years ago

ଏ କି ବ୍ୟବସ୍ଥା ? ଭୁବନେଶ୍ୱରରେ କାହା ପାଇଁ ଆଶ୍ରୟସ୍ଥଳୀ ? ରାତିରେ ଡାକିଲେ ବି ଖୋଲୁ ନାହାନ୍ତି..

ରାଜଧାନୀରେ ଅନେକ ଆଶ୍ରୟସ୍ଥଳୀ ରହିଛି ହେଲେ ଏଠାକୁ ଯିବେ କେମିତି ? ଗଲେ ସାହରା ମିଳିବ କେମିତି ? ତାହା ଜଣାଇବାକୁ ନାହିଁ କୌଣସି ବ୍ୟବସ୍ଥା । More
  • Rajalaxmi Sahoo
  • 2 years ago

ଘାଟିରେ ଜଗିଥିଲା ଯମ, ନେଇଗଲା ୨ ସାଙ୍ଗଙ୍କ ଜୀବନ

ଗଛରେ କାର୍ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା କୁର୍ଲୁ ଘାଟିରେ ଦୁର୍ଘଟଣା ଘଟିଛି। More
  • Rajalaxmi Sahoo
  • 2 years ago

ଚାହୁଁ ଚାହୁଁ ଉଜୁଡ଼ି ଗଲା ହସଖୁସିର ସଂସାର, ଆଖି ସାମ୍ନାରେ ଚାଲିଗଲା ଜୀବନ

ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘର ଭିତରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ ଜଣ ପୋଡ଼ି ହୋଇଯାଇଥିଲେ।  More
  • Chandan Shishu
  • 2 years ago

ମିଛ ଜଏନିଂ ଲେଟର୍ ଦେଇ ଟଙ୍କା ହଡ଼ପ କରୁଥିଲେ ଗୁରୁ

ଅନେକ ନକଲି ନିଯୁକ୍ତି ପତ୍ର ଜବତ କରିଛି ପୋଲିସ। More
  • Otv Khabar Bureau
  • 2 years ago

କେମିତି ହେବ ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ, ଜାଣନ୍ତୁ..

ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଆସିନଥିବା ବେଳେ ପରୀକ୍ଷା କିଭଳି ହେବ, ତାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ତେବେ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ବ୍ୟବସ୍ଥା ଛାତ୍ରଛାତ୍ରୀ କେତେ ସନ୍ତୁଷ୍ଟ ହେଉଛନ୍ତି ତାକୁ ଅପେକ୍ଷା ରହିଛି । More
  • Chandan Shishu
  • 2 years ago

ପୌର ନିର୍ବାଚନ ମଇଦାନରେ ମାଳ ମାଳ ମହିଳା ପ୍ରାର୍ଥିନୀ

ହାଣ୍ଡିଶାଳରୁ ଭୋଟ୍ ଗ୍ରାଉଣ୍ଡକୁ ଆସି ପ୍ରଚାରରେ ମାତିଥିବା ମହିଳା ପ୍ରାର୍ଥୀଙ୍କ ଜୋସ୍ ବି ସବୁଠି ଜବରଦସ୍ତ। More
  • Chandan Shishu
  • 2 years ago

ଦୁର୍ନୀତିର ଗୁମର ଖୋଲିଲା ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର

ପିଏମ ଆବାସ ଯୋଜନାର ଲୋଗୋ ପରିବର୍ତ୍ତେ ବିଜୁ ପକା ଘର ଲୋଗୋ ଲାଗୁଛି। More
  • Satyendu Shekher Mishra
  • 2 years ago

ଭୁବନେଶ୍ୱରର ଅନ୍ଧାର ରାତିରେ ବାଇକ୍‌ ଧରି ବୁଲୁଛନ୍ତି କପିଲ, ଆଉ କହୁଛନ୍ତି ଏହା ଆନନ୍ଦ..

କପିଲଙ୍କ ଭିଡିଓ ଭାଇରାଲ ହେବା ତ ସାଧାରଣ କଥା । କାରଣ ସେ ଏବେ ଦେଶର ଜଣେ ଜଣାଶୁଣା କଳାକାର ତଥା କମେଡି କିଙ୍ଗ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ । More