ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ସେବାୟତଙ୍କୁ କରାଯାଇଥିଲା ହତ୍ୟା ! ଏଥିପାଇଁ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍। ପୁରୀ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ ପରେ ଏସ୍ପି କନଓ୍ୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି।
ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୬ ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଛନ୍ତି। ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା ବୋଲି ଜଣାପଡ଼ିଛି।
କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ଦିନ ଯୁବକ ଜଣ ସାଙ୍ଗମାନଙ୍କ ସହ ହୋଲି ଖେଳିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।
କଲେଜ କ୍ୟାମ୍ପସରେ ସୁସ୍ୱାଦୁ ଖାଦ୍ୟର ପସରା । ପିଠାପଣା ସାଙ୍ଗକୁ ଦହିବରା ଆଳୁଦମ, ଗୁପଚୁପ, ଏମିତି ଭେଜ ନନଭେଜ ଅନେକ କିଛି ତାହାପୁଣି ଗୋଟିଏ ଜାଗାରେ, କଲେଜ କ୍ୟାମ୍ପସ ଭିତରେ ସବୁ ଆଇଟମ ପ୍ରସ୍ତୁତ କରିଛନ୍ତି କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀମାନେ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକର ଶୁଭଦ୍ରା ମହତାବ୍ କଲେଜ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଖାଦ୍ୟ ମେଳା ।
ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଲୁଟ୍ ଅଭିଯୋଗ। ତେଲ ପକାଇବା ବାହାନାରେ ୨୦ ଲକ୍ଷ ଟଙ୍କା ଲୁଟିନେଲେ ୬ ଦୁର୍ବୃତ୍ତ । ପଦ୍ମପୁର ସ୍ଥିତ ପେଟ୍ରୋଲ ପମ୍ପରୁ ଲୁଟ୍, ପୋଲିସର ତନାଘନା ।
ଅଭିଯୁକ୍ତଙ୍କ ଠାରୁ ୧୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ କମ୍ପାନୀର ସିମ୍ କାର୍ଡ ଜବତ କରିଛି।
ପଛରେ ପରିବାର ଲୋକେ ବାହୁନି ବାହୁନି କାନ୍ଦୁଥିଲେ।
ଗରିବ ଲୋକଙ୍କ ରହିବା ପାଇଁ ସରକାର ଘର ଦେଲେ, ହେଲେ ଘର ଟଙ୍କାକୁ ଆତ୍ମସାତ୍ କଲେ ଠିକାଦାର। ଜନଜାତିଙ୍କ ସରଳତାର ସୁଯୋଗ ନେଇ ଘର କରିଦେବା ବାହାନାରେ ଚଳୁ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଫଳରେ ଘର ମିଳିବାର ୫ ବର୍ଷ ପରେ ବି ଭଙ୍ଗା କୁଡିଆରେ ଜୀବନ କାଟୁଛନ୍ତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ବାସିନ୍ଦା ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଘଟଣାକୁ ପ୍ରାୟ ଦେଢ଼ ମାସ ବିତିଯାଇଥିଲେ ବି ହତ୍ୟାର ମାଷ୍ଟର ମାଇଣ୍ଡ୍ କୁହାଯାଉଥିବା ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଏଯାଏଁ ଟେର୍ ମିଳୁନାହିଁ ।
ଓଡ଼ିଶାର ଅଧିକ ସ୍ଥାନରେ ଦିନ ୧୦ଟା ପରେ ଆଉ ପଦାକୁ ବାହାରିବା ସମ୍ଭବ ହେଉନାହିଁ।
ପଖାଳ ନଖାଇଲେ କୁଆଡେ ରାତିରେ ନିଦ ଆସେନି ମହାପ୍ରଭୁଙ୍କୁ।
ବିଜେପିରେ ବି ସମାନ ଅବସ୍ଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ନିର୍ବାଚନରେ ଦଳକୁ ଗ୍ରାଣ୍ଡ ସକ୍ସେସ ଦେବାରେ ସଫଳ ହୋଇଛନ୍ତି ସତ ହେଲେ ଓଡିଶାରେ ଦଳର ଭଲ ପ୍ରଦର୍ଶନ ଲାଗି ସମୟ ଦେଇ ପାରିନାହାଁନ୍ତି ।
ଠେଙ୍ଗାବାଡ଼ି ଧରି କେମିତି ଉଗ୍ରରୂପ ଦେଖାଇଛନ୍ତି ହିଂସାକାରୀ।
ପୋଲିସ ହାତରେ ଲାଗିଛି ମାନସଙ୍କ ମୋବାଇଲ ଫୋନ । ଯାଜପୁର ଧର୍ମଶାଳା ୧୬ ନମ୍ବର ଜାତୀୟ ରାଜପଥ ସଙ୍ଖାରିଢ଼ିହ ନିକଟ ରାସ୍ତାକଡରୁ ମୋବାଇଲକୁ ପାଇଥିଲେ ଜଣେ ବ୍ୟକ୍ତିି ।
ପଖାଳ ତାଙ୍କୁ ଆଣି ଦେଇଛି ନୂଆ ପରିଚୟ । ପଖାଳ ଖାଇ ପାଇଛନ୍ତି ଖ୍ୟାତି, ମିଳିଛି ରୋଜଗାର । ପଖାଳ ଦିବସରେ ପଖାଳ ଖାଇଲେ ଇସକ ମୁଣ୍ଡା ପଖାଳ ଖାଇ ଚର୍ଚ୍ଚାକୁ ଆସିଥିଲେ ସମ୍ବଲପୁରର ଇସକ ମୁଣ୍ଡା ।
ହୋଲି ଖେଳ ପରେ ପରେ ରାଜନୈତିକ ହିଁସାକାଣ୍ଡ, ଘରଭଙ୍ଗାରୁଜା,ଲୁଟ ଅଭିଯୋଗ ।
ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ପାରମ୍ପାରିକ ଖାଦ୍ୟକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ପାଳନ କରାଯାଉଛି।
ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର । କେନ୍ଦୁଝର ବାମେବାରୀ ଥାନା କନକନା ଗାଁରେ ଅଘଟଣ । ରାସ୍ତା କାମ ପାଇଁ ଥିବା ପିଚୁ କଡ଼େଇରେ ପଡ଼ିଗଲେ । ୩ ଗୁରୁତର ଶିଶୁଙ୍କୁ ଉଦ୍ଧାର କରି ମେଡିକାଲ୍ ନେଲେ ଗାଁ ଲୋକେ ।
ଚପଲ ପିନ୍ଧି ଜଣେ ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ରୋଷଘର ନିକଟ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ସେହି ସମୟରେ ଜଣେ ରୋଷ ପାଇକ ଏହା ଦେଖି ଆଶ୍ୱର୍ଯ୍ୟ ହୋଇ ତାଙ୍କୁ ଧରି ସିଂହଦ୍ୱାର ବାହାରକୁ ନେଇ ଆସିଥିଲେ।
କେନ୍ଦ୍ରାପଡ଼ାରେ ଜମୁଛି ପୌର ନିର୍ବାଚନ ପାଇଁ ପ୍ରଚାର । ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ପୌର ନିର୍ବାଚନ ଲାଗି ମାଲକାନଗିରିରେ ଜୋର ଧରିଛି ପ୍ରଚାର । ଦିନରାତି ଏକ କରି ନେତା ଭୋଟ୍ ମାଗୁଛନ୍ତି ଘରକୁ ଘର ବୁଲିବା ସହ ରୋଡ୍ ସୋ କରି ଭୋଟରଙ୍କୁ ଆକର୍ଷିତ କରୁଛନ୍ତି ପ୍ରାର୍ଥୀ ଡହ ଡହ ଖରାକୁ ଖାତିର ନ କରି କଂଗ୍ରେସର ପ୍ରାର୍ଥୀମାନେ ଆଜି ପ୍ରଚାର କରିଛନ୍ତି
୨୫ ଦିନର ଏହି ଯୁଦ୍ଧରେ ୮୪୭ ଜଣ ୟୁକ୍ରେନିୟ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଛି ୟୁଏନ୍ ହ୍ୟୁମାନ ରାଇଟ୍ ଅଫିସ
ଖାଣ୍ଟି ଓଡ଼ିଆ ଖାଦ୍ୟ ତଥା ପ୍ରତିଟି ଓଡ଼ିଆଙ୍କ ପ୍ରାଣ ପଖାଳକୁ ବେଶ ପସନ୍ଦ କରିଥାନ୍ତି ନବୀନ। ଏ କଥା ଆମେ କହୁନୁ, ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଏକଥା କହିଥିଲେ।
ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ିଆ ସମସ୍ତଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ହେଉଛି ପଖାଳ ଦିବସ।କୁଡ଼ିଆ ଘରଠାରୁ ସୌଖିନ ହୋଟେଲ ସବୁଠି ପ୍ରସ୍ତୁତି ହୋଇଥାଏ ପଖାଳ।
କଂଗ୍ରେସର ଜୟପୁର ଥାନା ଘେରାଉ । ଆଇନ ଶୃଙ୍ଖଳା ବିପଯର୍ୟସ୍ତ ଅଭିଯୋଗ କରି ଟାଉନ୍ ଥାନା ଘେରାଉ । ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ ।ଥାନା ଘେରାଉ ପରେ ଜାତୀୟ ରାଜପଥ ଘେରାଉ କଲେ କଂଗ୍ରେସ କର୍ମୀ ।