• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Municipal Elections 2022

Bhubaneswar Suspense
କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର? ରେସ୍‌ରେ ୫ ଜଣଙ୍କ ନାଁ !

ପ୍ରଥମେ ମେୟର ତାପରେ କର୍ପୋରଟର୍ମାନେ ଶପଥ ନେବେ।  ଏହା ପରେ ପରେ ଡେପୁଟି ମେୟର ନିର୍ବାଚନ ହେବ।

Damayanti Majhi
ମୁଁ ରାଜନୀତିରେ ନୂଆ; ପାଠ ପଢ଼ିବି ଆଉ କଟକ କଥା ବି ବୁଝିବି

କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୪୯ ନମ୍ବର ଓ୍ୱାର୍ଡର କର୍ପୋରେଟର ଦମୟନ୍ତୀ ମାଝି । ଏକମାତ୍ର ପ୍ରାର୍ଥୀ ଥିବାରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦମୟନ୍ତୀ ।

deputy Mayor
କିଏ ହେବେ କଟକ, ଭୁବନେଶ୍ୱରର ଡେପୁଟି ମେୟର ?

ଏହାପୂର୍ବରୁ ଆଶାୟୀଙ୍କ ତାଲିକା ବଢି ଚାଲିଛି।

Municipal Elections 2022
ପୌର ନିର୍ବାଚନରେ ବହୁ ହେଭିୱେଟଙ୍କୁ ଝଟକା : ଗଡ଼ ବଜାୟ ରଖିପାରିଲେନି ଅନେକ ବଡ଼ ବଡିଆ ନେତା

ରାଜନୈତିକ ସମୀକ୍ଷକଙ୍କ ମତରେ ସହରାଞ୍ଚଳ ଭୋଟ୍ ବେଳେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଅସନ୍ତୋଷ ରହିଥାଏ । ତେଣୁ ଫଳାଫଳ ଏଭଳି ହୋଇଛି । ଆଗକୁ ସେଥିରେ ସୁଧାର ନଆସିଲେଲେ ଓ ଲୋକଙ୍କ ସମସ୍ୟା ସମାଧାନ ନକଲେ ତାର ପ୍ରଭାବ ପଡିବ ।

Post Municipal Poll Violence In Berhampur
ପରାଜିତ ବିଜେପି,ସ୍ୱାଧୀନ ପ୍ରାର୍ଥୀଙ୍କ ଘର ସାମ୍ନାରେ ଆତଙ୍କରାଜ; ଗାଡ଼ି ସବୁ ବାଡ଼େଇକି ଗୁଣ୍ଡ କଲେ ଦୁର୍ବୃତ୍ତ

ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ରାତି ଅଧରେ ପରାଜିତ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘର ଉପରକୁ ପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି ଚୁର୍‌ମାର୍‌ କରିଛନ୍ତି।

BJD Mayor Candidate Won
ମେୟର ନିର୍ବାଚନରେ ବିଜେଡିର କ୍ଲିନ୍‌ସ୍ୱିପ୍‌

ମେୟର ପଦ ଭଳି ସବୁ ଡେପୁଟି ମେୟର ପଦ ମଧ୍ୟ ବିଜେଡି ଖାତାକୁ ଯିବା ନିଶ୍ଚିତ।

BJD Cuttack Mayor Subash Singh
ଭାରତବର୍ଷର ବୃହତ୍‌ ଡାକ୍ତରଖାନା ଏଇଠି ହେବ: ସୁବାସ ସିଂ

ଯେଉଁଠି ଦେଖିବେ, ସେଠି ଦିନରାତି କାମ ହେଉଛି।

Puspa Rout won
ପୁଷ୍ପା ନଇଁଲାନି, ପୌର ନିର୍ବାଚନରେ ମାରିନେଲା ବାଜି

ଏହା ଆମର ବିଜୟ ନୁହେଁ, ଲୋକଙ୍କ ବିଜୟ।

Low Voting Percentage
ମତଦାନ ପାଇଁ କାହିଁକି ଆଗ୍ରହ ପ୍ରକାଶ କରୁ ନାହାନ୍ତି ଶିକ୍ଷିତ ଭୋଟର?

ନିକଟରେ ସରିଥିବା ପୌର ନିର୍ବାଚନରେ ରାଜଧାନୀ ଭୁବନେଶ୍ୱରରେ ମାତ୍ର ୫୦ ଓ ବ୍ରହ୍ମପୁରରେ ୪୭ ପ୍ରତିଶତ ଭୋଟିଂକୁ ନେଇ ବିତର୍କ ଆରମ୍ଭ ହୋଇଥିବା ବେଳେ ପରସ୍ପର ଉପରେ ଦୋଷ ଲଦିଛନ୍ତି ଶାସକ ଓ ବିରୋଧୀ ।

Voting will take place again today due to an error in the EVM
EVMରେ ସାଂଘାତିକ ତ୍ରୁଟି ଥିବାରୁ ଆଜି ପୁଣି ହେବ ଭୋଟ !

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରେ ଆଜି ପୁଣିଥରେ ଭୋଟ୍ ହେବ । ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ଗତକାଲି ମତଦାନ ବନ୍ଦ ରଖାଯାଇଥିଲା

Sporadic Violence Marks Urban Polls In Odisha
ପୌର ଭୋଟ ବେଳେ ହିଂସା ବେଲଗାମ୍

ବୁଥ୍ ରିଗିଂ ଅଭିଯୋଗକୁ ନେଇ କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ

EVM Exchange alligation
ଭୋଟ୍‌ ବେଳେ ବଦଳାଇଦେଲେ ଇଭିଏମ୍ !

ପିଜାଇଡିଂ ଅଫିସର ସାଥୀ ହୋଇ ଏଭଳି ଅପଚେଷ୍ଟା ଚଳାଇଛନ୍ତି।

 Violence Reported In Many Places
ଗୋଟିଏପଟେ ଚାଲିଛି ଭୋଟିଂ, ଅନ୍ୟପଟେ ହିଂସା: କେଉଁଠି ବୁଥ୍‌ ସାମ୍ନାରେ ଛୁରାମାଡ଼ ତ ଆଉ କେଉଁଠି ଆକ୍ରମଣ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳେ ଯେଭଳି ହିଂସା ଘଟଣା ସାମ୍ନାକୁ ଆସିଥିଲା, ପୌର ନିର୍ବାଚନରେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଘଟିଥିବା ଖବର ସାମ୍ନାକୁ ଆସିଛି। କେଉଁଠି ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି ତ ଆଉ କେଉଁଠି ଇଭିଏମ୍‌ ଅଚଳକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Patnagarh MLA's Brother Reportedly Thrashed
ଟଙ୍କା ବାଣ୍ଟୁଥିଲେ ବିଧାୟକଙ୍କ ଭାଇ, ଧରାପଡ଼ି ମାଡ଼ ଖାଇଲେ

ଟଙ୍କା ବାଣ୍ଟିବା ଅଭିଯୋଗରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭାଇ ପ୍ରଦୀପ ମେହେରଙ୍କୁ ମାଡ଼ ମରାଯାଇଥିବା ସୂଚନା ମିଳିଛି। 

CM Naveen Patnaik Casts His Vote
ଚାଲିଚାଲି ମତଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେଲେ ନବୀନ

ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୫୩ ନମ୍ବର ୱାର୍ଡରେ ଆଜି ମୁଖ୍ୟମନ୍ତ୍ରୀ ଭୋଟ୍ ଦେଇଛନ୍ତି। 

Husband Of Independent Candidate Detained For Allegedly Distributing Cash
ଭୋଟିଂର କିଛି ସମୟ ପୂର୍ବରୁ ସକାଳୁ ସକାଳୁ ଟଙ୍କା ବାଣ୍ଟି ଧରାପଡ଼ିଲେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ

ଆଜି ମତଦାନ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ଅର୍ଥାତ୍‌ ସକାଳୁ ସକାଳୁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗର ଖବର ସାମ୍ନାକୁ ଆସିଛି।

Clash Over Note For Vote
ରାତି ଅଧରେ ଲୋକଙ୍କୁ ପ୍ରଭାବିତ କରୁଥିଲେ, ପ୍ରତିବାଦ କରିବାରୁ ମାଡ଼ ମାରି ଯୁବକଙ୍କ ମୁହଁ ଫଟାଇଲେ

ପୌର ଭୋଟ୍ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ନୋଟ୍ ଫର୍ ଭୋଟ୍‌’ର ସାଙ୍ଘାତିକ ଅଭିଯୋଗ ଆସିଛି। ବ୍ରହ୍ମପୁରରୁ ମଧ୍ୟ ଏଭଳି କିଛି ଅଭିଯୋଗ ଆସିଛି। ଏହି କାରଣରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

Odisha Municipal Elections
ଆଜି ପୌର ନିର୍ବାଚନ: ଡବଲ୍‌ ଭୋଟ୍‌ ଦେଲେ କାର୍ଯ୍ୟାନୁଷ୍ଠାନ

ପୌର ନିର୍ବାଚନ ଲାଗି ଆଜି ମତଦାନ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ।

Vote Buying
'ନୋଟ୍‌ ନିଅ, ଭୋଟ୍‌ ଦିଅ' ନିର୍ବାଚନ ଜିତିବା ପାଇଁ ବିଜେଡିର ନୂଆ ଫର୍ମୁଲା !

ଭୁବନେଶ୍ୱର ସୁନାବେଡା ରେମୁଣା, ବାରିପଦା ଚାରି ସ୍ଥାନରୁ ଆସିଛି ଟଙ୍କା ବଣ୍ଟାର ଭାଇରାଲ ଭିଡିଓ । ପୌର ଭୋଟ୍ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଆସୁଛି ଭୋଟରଙ୍କୁ ଟଙ୍କା ବଣ୍ଟାଯିବାର ସାଙ୍ଘାତିକ ଅଭିଯୋଗ । ‘ନୋଟ୍ ନିଅ, ଭୋଟ୍ ଦିଅ’ ନିର୍ବାଚନ ଜିତିବା ଲାଗି ଶାସକ ବିଜେଡି ଏହି ଫର୍ମୁଲା ଧରିଥିବା ଅଭିଯୋଗ ହେଉଛି ।

BJD Workers Allegedly Attacked People
ଟଙ୍କା ନିଅ, ଭୋଟ୍‌ ଦିଅ; ନ ହେଲେ ମାଡ଼ ଖାଅ

ଟଙ୍କା ନିଅ, ଭୋଟ୍‌ ଦିଅ। ନ ହେଲେ ମାଡ଼ ଖାଅ। ପୌର ନିର୍ବାଚନ ପୂର୍ବରୁ କେନ୍ଦୁଝରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟିଛି।

Rebel Candidates
ବିରୋଧୀଙ୍କ ଅପେକ୍ଷା ବିଜେଡିଙ୍କୁ ବେଶୀ ବିଦ୍ରୋହୀଙ୍କ ଡର

ବିଜେଡିର ଚିନ୍ତା ବଢାଉଛନ୍ତି ରିବେଲ୍ କ୍ୟାଣ୍ଡିଡେଟ୍ । ଦଳକୁ ଭଲ ପାଉଛନ୍ତି ହେଲେ ସ୍ଥାନୀୟ ନେତୃତ୍ୱକୁ ସିଧାସଳଖ ଚାଲେଞ୍ଜ ଦେଉଛନ୍ତି ।

Municipal Elections 2022
ବସ୍ତି ବାସିନ୍ଦାଙ୍କ ମନ ଜିଣିବା ପାଇଁ ସବୁଦଳ କରୁଛନ୍ତି ପ୍ରତିଶ୍ରୁତିର ବର୍ଷା

ତେବେ ସବୁ ଦଳର ଫୋକସ୍‌ରେ ରହିଛି ବସ୍ତି ଭୋଟ୍ । କାରଣ ବସ୍ତି ଭୋଟ୍ ହିଁ ପୌର ନିର୍ବାଚନର ହାର ଜିତ୍‌ର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ପୌରାଞ୍ଚଳରେ ଶିକ୍ଷିତ ଭୋଟର୍ ପ୍ରାୟତଃ କମ୍ ଭୋଟ୍ ଦେବାକୁ ଯାଇଥାନ୍ତି । କିନ୍ତୁ ବସ୍ତିବାସିନ୍ଦା ଅଧିକ ମାତ୍ରାରେ ଭୋଟ ଦେଇଥାନ୍ତି ।

Odisha Municipal Elections
"ଯିଏ ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରିବ ତାକୁ ହିଁ ଭୋଟ ଦେବୁ"

ଚାଲିଛି ପ୍ରଚାର, କମ୍ପୁଛି ମଇଦାନ । ପ୍ରଥମ କରି ପୌର ନିର୍ବାଚନର ସାମ୍ନା କରୁଥିବା ବିଜେପୁରରେ ଏବେ ସରଗରମ ରାଜନୀତି । ଏଠାରେ କଂଗ୍ରେସ, ବିଜେଡି, ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଛି ।

SEC Aditya Padhi
ଶାନ୍ତିଶୃଙ୍ଖଳା ନିର୍ବାଚନ ପାଇଁ ମୁତୟନ ହେବେ ୧୯୫ ପ୍ଲାଟୁନ ଫୋର୍ସ

କାଲି ସଂଧ୍ୟା ୫ଟା ସୁଦ୍ଧା ପ୍ରଚାର ଶେଷ ହେବ।

Odisha ULB Polls
ପୌର ପରୀକ୍ଷାରେ ବିଜେଡିକୁ ଟେନସନ୍ ବିଦ୍ରୋହୀ ପ୍ରାର୍ଥୀ

ଦଳ ଭିତରେ ଅନ୍ତଦ୍ୱନ୍ଦ୍ୱ ପ୍ରତିଦିନ ସାମ୍ନାକୁ ଆସୁଛି।