କଂଗ୍ରେସର ଜୟପୁର ଥାନା ଘେରାଉ । ଆଇନ ଶୃଙ୍ଖଳା ବିପଯର୍ୟସ୍ତ ଅଭିଯୋଗ କରି ଟାଉନ୍ ଥାନା ଘେରାଉ । ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ ।ଥାନା ଘେରାଉ ପରେ ଜାତୀୟ ରାଜପଥ ଘେରାଉ କଲେ କଂଗ୍ରେସ କର୍ମୀ ।
କୋଭିଡ୍ କଟକଣା କୋହଳ ହେବା ପରେ ଆଜି ରବିବାର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏଣିକି ଆଜିଠୁ ସପ୍ତାହର ସବୁ ଦିନ ଭଳି ପ୍ରତି ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର।
ଖରସ୍ରୋତା ବୁଡ଼ି ଘଟଣାରେ ୬ ଜଣଙ୍କ ମୃତଦେହ ଉଦ୍ଧାର। ସମସ୍ତଙ୍କ ମୃତଦେହ ଉଦ୍ଧାର ପରେ ସର୍ଚ ଅପରେସନ ବନ୍ଦ ରହିଛି । ମୃତକମାନେ ସମସ୍ତେ ଗୋଟିଏ ବଂଶର ଯୁବକ । ଶୁକ୍ରବାର ଦିନ ହୋଲି ସ୍ନାନ ବଳେ ଭାସି ଯାଇଥିଲେ । ପ୍ରଥମ ଦିନରେ ୨, କାଲି ୩ ଓ ଆଜି ଜଣକ ମୃତଦେହ ଉଦ୍ଧାର କରାଯାଇଛି ।
ବିଜେଡି ନେତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ଭୋଟ୍ ଦେଲେ ନାହିଁ ବୋଲି ଅପହରଣ କଲେ ଆଉ ମାଡ଼ ମାରିଲେ। ନିର୍ବାଚନ ସମୟରେ କାହିଁକି ତାଙ୍କ ପାର୍ଟିକୁ ଭୋଟ୍ ନଦେଇ ଅନ୍ୟ ପାର୍ଟି ସପକ୍ଷରେ ମତଦାନ କରିଥିବା ଅଭିଯୋଗ ଆଣି ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ନିବାସରେ ଉତ୍ତେଜନା ଦେଖା ଦେଇଛି। ଗତକାଲି ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜନା ପ୍ରକାଶ ପାଇଥିଲା।
ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ। କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଏକ ମାତୃଭୂମୀର ସ୍ୱାଦର ପ୍ରତୀକ।
ଆପଣଙ୍କର କେମିତି କଟିବ ଆଜି ଦିନଟି ଜାଣନ୍ତୁ ନିଜର ରାଶିଫଳରୁ
ଗୋଟିଏପଟେ ହସଖୁସିରେ ଲୋକମାନେ ହୋଲି ସେଲିବ୍ରେସନ କରୁଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଏହି ସମୟରେ ଦୁଃଖଦ ଘଟଣା ଘଟିଛି।କେଉଁଠି ନଦୀରେ ବୁଡ଼ି ଜୀବନ ଚାଲି ଯାଇଥିବା ବେଳେ ଆଉ କେଉଁଠି ଦୁର୍ଘଟଣାରେ ମୃତ୍ୟୁ ଘଟିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆମେ ଓଡ଼ିଆମାନେ ବାପ ଅଜା ଅମଳରୁ ପଖଆଳଭାତକୁ ନିତିଦିନିଆ ଖାଦ୍ୟ ଭାବେ ଖାଉଛେ ।
ଦଳ ଭିତରେ ଅନ୍ତଦ୍ୱନ୍ଦ୍ୱ ପ୍ରତିଦିନ ସାମ୍ନାକୁ ଆସୁଛି।
୧୧ ବର୍ଷର ଏକ ସ୍କୁଲ ପଢୁଆ ଝିଅକୁ ଯୌନ ନିର୍ଯ୍ୟାତନା ଦେଇଛନ୍ତି ତା ଜନ୍ମକଲା ବାପା, ତା ଭାଇ, ତା ଜେଜେ ଆଉ ଜଣେ ଦୂର ସଂମ୍ପର୍କୀୟ।
ପୁଣି ଶେଷରେ ଅଟୋରେ ନେବାବେଳେ କଣ ଘଟିଥିଲା ଜାଣନ୍ତୁ।
ଇଚ୍ଛା ନଥିଲେ ବି ସତେ ଯେମିତି କ୍ୟାମେରା ଆଗରେ କହିବାକୁ ବାଧ୍ୟ କରିଛି ଜଣେ ପ୍ରତ୍ୟକ୍ଷଦର୍ଶୀ ସମ୍ପର୍କୀୟଙ୍କୁ।
ମୋର ଦୁଇ ସମ୍ପର୍କୀୟ ଦାଦା ବି ଗଲେ କିନ୍ତୁ ଥଳକୂଳ ନପାଇବାରୁ ଚାଲିଆସିଲେ।
୨୧ ତାରିଖ ବେଳକୁ ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବା ସମ୍ଭାବନା ରହିଛି।
ଗୋଟିଏ ଗୋଷ୍ଠୀର ଲୋକେ ଏକାଠି ହୋଇ ରଙ୍ଗ ଖେଳୁଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ସେମାନଙ୍କ ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି ।
ରାସ୍ତାରେ ଛକି ବସିଥିଲେ ଯମଦୂତ । ଦୁର୍ଘଟଣାରେ ବାପା, ମାଆ ଓ ସାନ ଝିଅର ଚାଲିଗଲା ଜୀବନ ।
ପାରିବାରିକ କଳହରୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଛନ୍ତି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ସ୍ତ୍ରୀଙ୍କୁ ନିଜେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ବଡ଼ବିଲ ପୌରାଧ୍ୟକ୍ଷ ପ୍ରାର୍ଥୀ ବ୍ରହ୍ମାନନ୍ଦ ପାଢ଼ୀ । ସେ ପାଗଳା ନନା ଭାବେ ବଡ଼ବିଲରେ ବେଶ୍ ପରିଚିତ । ପେଷାରେ ସେ ହେଉଛନ୍ତି ଜଣେ ପୂଜକ । ବଡ଼ବିଲ ଚେୟାରମ୍ୟାନ ହେବାକୁ ତାଙ୍କର ପ୍ରବଳ ଇଛା
ବରଗଡ଼ରେ ଯୁଆଡ଼େ ଚାହିଁବ ଭଙ୍ଗା, ମୁକୁଳା...ଉଚ୍ଛୁଳା ଡ୍ରେନ୍ । ସ୍ୱଚ୍ଛ ବରଗଡ଼, ସବୁଜ ବରଗଡ଼ର ସ୍ଳୋଗାନକୁ ଉପହାସ କରି ସେଇ ପାଖରେ ଏବଂ ଗଳି ଗଳିରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି । କେବଳ ୧ ନମ୍ବର ଓ୍ୱାର୍ଡର କେଶବ ନଗର ନୁହେଁ, ଅଳ୍ପ ବହୁତେ ବରଗଡ଼ ସହରର ଅଧିକାଂଶ ଓ୍ୱାର୍ଡରେ ପରିମଳର ଏହିଭଳି ସ୍ଥିତି ।
ଚଳିତ ବର୍ଷ ଥାନା ପକ୍ଷରୁ ଆଖପାଖ ଅଞ୍ଚଳର ୪୦ରୁ ଅଧିକ ଠାକୁରବାଡିଆଙ୍କୁ ନୀତି ଅନୁଯାୟୀ ମେଲଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା । ଠାକୁର ବାଡିଆମାନେ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ବାହାରି ପହଞ୍ଚିଥିଲେ
ହୋଲି ଖେଳି ତିନି ଜଣଙ୍କ ଜୀବନ ଚାଲିଗଲା । ଯାଜପୁର ବଡ଼ସୁଆର ଖରସ୍ରୋତା ଅଘଟଣରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ । ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ
ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୁଝାଗଡ଼ଝିଙ୍କିରିଆ ଗାଁର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୨୮ ବର୍ଷ ହୋଇଥିବା ବେଳେ ସେ ୩ ମାସର ଗର୍ଭବତୀ ଥିଲେ l