• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Candidates

Election
ସରିଲା ପ୍ରଥମ ଲଢ଼େଇ; ୧୦୨ ଆସନ ସହ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ସରିଲା ୨୪ ମହାସଂଗ୍ରାମର ପ୍ରଥମ ଲଢ଼େଇ । ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ।

Rail minister
ନିଯୁକ୍ତି କ୍ୟାଲେଣ୍ଡର ଡ୍ରାଇଭ; ଆଶାୟୀ ଯୁବକଙ୍କୁ ସୁଯୋଗ ଦେବ ରେଳବାଇ

ରେଳମନ୍ତ୍ରୀଙ୍କ କହିବା ଅନୁସାରେ ବାର୍ଷିକ କ୍ୟାଲେଣ୍ଡରରେ ରେଳବିଭାଗରେ ବିଭିନ୍ନ ଚାକିରିର ସୁଯୋଗ ରହିବ । ରେଳବାଇ ପକ୍ଷରୁ ପ୍ରତିବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯିବ ।

Brajarajnagar by-Election
ବ୍ରଜରାଜନଗର ଉପନିର୍ବାଚନରେ ଶଙ୍ଖକୁ ଚେକ୍‌ ଦେବ କି ପଦ୍ମ ଓ ହାତ ?

ବ୍ରଜରାଜନଗର ଲଢ଼େଇ ମୈଦାନ ପାଇଁ ପ୍ରାର୍ଥୀ ସ୍ପଷ୍ଟ ହୋଇଛି । ବିଜେପି ପରେ ଯୋଦ୍ଧା ଘୋଷଣା କରିଛନ୍ତି ବିଜେଡି ଓ କଂଗ୍ରେସ । ଯାହା ଆଶା କରାଯାଉଥିଲା ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ଏଠାରେ ପ୍ରାର୍ଥୀ କରିଛି ବିଜେଡି ।

The Great Odisha Political Circus ।Candidates Try Their Best To Woo Voters Ahead Of Panchayat Polls
ମୁଁ ବାଇନ, ଜୀବନରେ କାହାକୁ କିଛି ଦିଏନି... ଖାଲି ନିଏ...

ଗାଁ ଗାଁ ବଣ୍ଟା ବଣ୍ଟି ହଉଛି। ଏଇଥି ପାଇଁ ମେଡିକାଲ ବେଡ୍ ଛାଡି ପଳାଇ ଆସିଲି। କିଛି ମିଳିଗଲେ ମୋ ଔଷଧ ଖର୍ଚ୍ଚ ଉଠିଯିବ। କେହି କିଛି ଦିଅ...

The Great Odisha Political Circus ।Candidates Take Up Innovative Ways To Woo Voters
ନେତା କ’ଣ କୋଉଠି ଦିଅନ୍ତି ଯେ, ଆମେ ଦେବୁ? ଆମେ ପରା ନେଇ ନେଇ ନେତା

ପଂଚାୟତ ନିର୍ବାଚନ ପାଇଁ ଗାଁ ମୁହାଁ ନେତା। କାହାକୁ କରୋନା କମଳ ବାଂଟି ଦେଉଛନ୍ତି ତ କାହାର ଗୋଡ଼ ଧରିନେଉଛନ୍ତି...କହୁ କହୁ କହିଦେଉଛନ୍ତି ଆମେ ନେଇ ନେଇ ନେତା, ଆମେ ପୁଣି କାହାକୁ କ’ଣ ଦେବୁ?

News Fuse- Odisha Panchayat Polls । Candidates Adopt Different Approach For Campaigning
ନିର୍ବାଚନ ପାଇଁ ବାଡ଼ି ପଟେ ପ୍ରବେଶ କଲେ ନେତା, କିନ୍ତୁ ପୁସିଂ କାର୍ଡ଼ ଧରିବାକୁ ନାରାଜ ଭୋଟର

ନିର୍ବାଚନ ପାଇଁ ବାଡ଼ି ପଟ କାଦୁଅ ନାଳ ପାର ହୋଇ ଉଭା ହେଲେ ନେତା। ହେଲେ ଭୋଟର କହୁଛନ୍ତି ମୋ ହାତରେ କାଦୁଅ ଲାଗିଛି, ତୁମ ପୁସିଂ କାର୍ଡ଼ ନେବିନି...ମାରିଦେଲୁରେ ନାରଣ, ଏ ତ କାର୍ଡ ନେଉନାହାନ୍ତି ଭୋଟ ଦେବେ ତ?

News Fuse ।Odisha Panchayat Poll Campaign:Candidates Take Up Innovative Ways To Woo Voters
ଜିଅନ୍ତା ମାଛ ନେଇ ପ୍ରଚାର କରୁଛନ୍ତି ଅପା, ମାଛକୁ ଦେଖ ଭୋଟ ଦିଅ...ଜିତିଲେ ଭାତ ଆଉ ମାଛ ଖାଇବ

ଭୋଟ ଦେବ କୋଉଠି ଜିଅନ୍ତା ମାଛ ଚିହ୍ନ ଯୋଉଠି। ମୋ ବୋଉଲୋ...ଏ ନାନି କଣ ଜିଅନ୍ତା ମାଛ ଧରି ଘରକୁ ଘର ବୁଲୁଛନ୍ତି, ନାରଣରେ ସେ ମାଛ ଖାଇବାକୁ ଦେବେନିରେ ମାଛ ଚିହ୍ନକୁ ଭୋଟ ଦେବା ପାଇଁ କହୁଛନ୍ତି...ଦେଖନ୍ତୁ ଏହି ଭିଡ଼ିଓ

The Great Odisha Political Circus। Candidates Put Posters Over Houses Without Permission
କାନ୍ଥ ବାଡ ସବୁଠି ପୋଷ୍ଟର୍, ରାଗିଗଲେ ଦାଦି...

ଏ ଏମିତିକା ବେଳ, ସ୍ଥାନ କାଳ ପାତ୍ର କିଛି ମାନୁ ନାହାଁନ୍ତି ପ୍ରାର୍ଥୀ। ଘର ତ ଘର, ବିଲରେ ପୋଷ୍ଟର ମାରୁଛନ୍ତି ଏମାନେ। ଯାହାକୁ ନେଇ ଏଠି ତୁମ୍ଭି ତୋଫାନ...