• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 06 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 06 May 2022
Matric Exam- Student
ମ୍ୟାଟ୍ରିକ୍‌ ଫର୍ମ ଫିଲପ୍‌ରେ ହେଉଛି କି ଗଡ଼ବଡ଼ !

ପ୍ରତି ଜିଲ୍ଲାରେ ହଜାର ହଜାର ପରୀକ୍ଷାର୍ଥୀ କାହିଁକି ଦେଉନାହାଁନ୍ତି ମାଟ୍ରିକ ପରୀକ୍ଷା? ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ଠାରୁ ମିଳିଥିବା ପରୀକ୍ଷାର୍ଥୀଙ୍କ ତଥ୍ୟ ଚିନ୍ତା ବଢାଇ ଦେଇଛି ।

livestock inspector
ସରକାରୀ ବାବୁଙ୍କ ଦରମା କେତେ ଯେ ରଖିଛନ୍ତି ଏତେ ସମ୍ପତ୍ତି ! ୯୦ ପ୍ଲଟ୍- ୪ ବିଲ୍ଡିଂ- ୩ ଫ୍ଲାଟ୍ ..

ଆଲିସାନ୍ ବଙ୍ଗଳା ସାଙ୍ଗକୁ ଆଖି ଖୋସିହେଲା ଭଳି ଆସବାବ ଜିନିଷ । ଚାକିରିକୁ ଦେଖି ଅବିଶ୍ୱସନୀୟ ଥାଟବାଟ ଦେଖିବାକୁ ମିଳିଛି । ସଂପତ୍ତିର ତାଲିକା ଏତେ ଯେ ହିସାବ କରି କରି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ ।

Thunderstorm
କାଳବୈଶାଖୀର ତାଣ୍ଡବ ! ଖୁଣ୍ଟି ଉପୁଡ଼ିଲା - ଛପର ଉଡ଼ିଲା - ଗଛ ଭାଙ୍ଗିଲା - ଟାୱାର ଭାଙ୍ଗିଲା

ସନ୍ଧ୍ୟା ହେଉ ହେଉ, ୩ଟି ବ୍ଲକରେ ସ୍ଥିତି ଅଣାୟତ୍ତ କଲା ପବନ । ନୟାଗଡ, ନୂଆଗାଁ ଏବଂ ଓଡ଼ଗାଁ ବ୍ଲକରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଲା ।

Self-Finance Courses
ସେଲ୍ଫ ଫାଇନାନସିଂ କୋର୍ସ ବିବାଦ: ବିଶ୍ୱବିଦ୍ୟାଳୟରେ ଉପରେ କଟକଣା

କେବଳ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ରହିବ । ରାଜ୍ୟରେ ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲିଥିବା ବେଳେ, କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି।

Ratha Yatra
ରଥଯାତ୍ରା ପାଇଁ ଜୋରସୋର ପ୍ରସ୍ତୁତି, ପ୍ରଶାସନ କରିଛି ଡବଲ ପ୍ଲାନ୍‌

ଆଗାମୀ ରଥଯାତ୍ରା ଓ ଏତେ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ କରିଛି ଦୁଇ ପ୍ରକାର ପ୍ଲାନ । ପ୍ଲାନ ନମ୍ବର ୧- ଯଦି ପରିସ୍ଥିତି ସ୍ୱାଭାବିକ ହୁଏ ଓ ଶ୍ରୀକ୍ଷେତ୍ରକୁ ଦୁଇଗୁଣା ଭକ୍ତ ଆସନ୍ତି, ତାହାଲେ କଣ କରିବାକୁ ପଡ଼ିବ ?

Cyclone
ସମ୍ଭାବ୍ୟ ବାତ୍ୟା ମୁକାବିଲା ସରକାର ପ୍ରସ୍ତୁତ, ହେଲେ ଏଯାଏଁ ଆସିନି ସ୍ପଷ୍ଟ ସୂଚନା

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜୋରସୋର୍ ପ୍ରସ୍ତୁତିରେ ଲାଗିଛନ୍ତି ରାଜ୍ୟ ସରକାର । ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବା ଲାଗି ଏଆର୍‌ସି ଚିଠି ଲେଖିବାପରେ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ଆଲୋଚାନ କରିଛନ୍ତି ।

Duplicate Liquor Factory
ନକଲି ମଦ କାରଖାନା ଉପରେ ଚଢ଼ାଉ, ନାମି-ଦାମୀ କମ୍ପାନୀର ଲେବଲ ଜବତ

କାରଖାନାରୁ ବିପୁଳ ମାତ୍ରାର ନକଲି ମଦ ଜବତ କରାଯାଇଛି । ଏହାସହ ନାମିଦାମି ମଦ କମ୍ପାନୀର ଲେବଲ, ପ୍ୟାକିଂ ମେସିନ୍, ମଦ ପ୍ରସ୍ତୁତିର କେମିକାଲ ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି ।

Elephant Tusks Seized
ହାତୀ ଦାନ୍ତ ଡିଲ୍‌ ବେଳେ ମାଡ଼ି ବସିଲା ଏସ୍‌ଟିଏଫ୍‌

ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୯ କେଜି ଓଜନର ୬ଟି ହାତୀଦାନ୍ତ ଜବତ କରାଯାଇଛି।

Balangir
ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ୍ ଛାତ ଭାଙ୍ଗି ସିଲିଂ ଖସିଲା, ମହିଳା ଅଧିକାରୀ ଗୁରୂତର.. ଦେଖନ୍ତୁ ଭିଡିଓ

ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବଲାଙ୍ଗିର ଏଡିଏମ୍ । ତେବେ ପୁରା ଘଟଣା ସିସିଟିଭିରେ ରେକର୍ଡ ହୋଇଛି ।

Chilika Boat Capsize
ଚିଲିକାରେ ବୁଡ଼ିଲା ଡଙ୍ଗା, ଜଣେ ନିଖୋଜ, ୧୦ ଉଦ୍ଧାର.. ଦେଖନ୍ତୁ ଭିଡିଓ

ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଥିଲେ, ଜଣେ ନିଖୋଜ

SRC
ଅଧା ରାଜ୍ୟର ବିଜୁଳି-ଘଡ଼ଘଡ଼ି-ବର୍ଷା ! ଏବେ ବି ବାତ୍ୟା ଅସ୍ପଷ୍ଟ: SRC

୧୭ NDRF, ୨୦ ଓଡ୍ରାଫ୍, ୧୭୫ ଅଗ୍ନିଶମ ଟିମ୍ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ବିଦ୍ୟୁତ, ପାନୀୟ ଜଳ ଯୋଗାଣ ନେଇ ସଚିବଙ୍କ ସହ ଆଲୋଚନା ହୋଇଛି ।

Women Buisness Fair
ଭୁବନେଶ୍ୱରରେ ପ୍ରଥମ ମହିଳା ବିଜନେସ ମେଳା ୨୦୨୨; ଯୋଗ ଦେଲେ ଅଭିନେତ୍ରୀ ଲାରା ଦତ୍ତା

ଭୁବନେଶ୍ୱର ଜନତା ମିଦାନରେ ଆୟୋଜିତ ହେଲା ପ୍ରଥମ ମହିଳା ବିଜନେସ୍ ମେଳା । ଇଣ୍ଡିଆନ୍ ଚାମ୍ବର ଅଫ କମର୍ସର ୱିମେନ ଏଣ୍ଟରପ୍ରିନିୟରସିପ୍ କାଉନସିଲର ଶହେରୁ ଅଧିକ ମହିଳା ଉଦ୍ୟୋଗୀ ଏଥିରେ ସାମିଲ ହୋଇଛନ୍ତି ।

Tara Bahinipati
ତାରା-ବିଡିଓ ମୁହାଁମୁହିଁ, ଦୁର୍ନୀତିଗ୍ରସ୍ତ କହି ଚିତ୍କାର କଲେ ବିଧାୟକ

ପାପଡ଼ାହାଣ୍ଡି ବ୍ଲକରେ ବିଭିନ୍ନ ଦୂର୍ନୀତିମୂଳକ କାର୍ଯ୍ୟ ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା ।

Subash Panigrahi
ସୁବାସଙ୍କ ଗିରଫଦାରୀକୁ ନେଇ ଆଗ୍ରେସିଭ୍‌ ହେଉଛି BJP, ରାଜ୍ୟପ୍ୟାପି କରିବ ଆନ୍ଦୋଳନ

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ବିଜେପି ଧାରଣା ଦେବାକୁ ଆହ୍ୱାନ ଦେଇଛି । ଏଥିସହ ମାମଲାରେ ତିଲେଇବଣି ବିଡିଓଙ୍କୁ ଗିରଫ ଦାବି କରିଛି ଦଳ ।

cyber fraud
ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ଠକେଇ ଉଦ୍ୟମ; ୩ ଅଭିଯୁକ୍ତ ଗିରଫ

ସାଇବର ଠକଙ୍କ ଟାର୍ଗେଟରେ ରହିଛନ୍ତି ବଡ଼ ରାଜନେତା । ବାଚସ୍ପତି ଓମ୍ ବିର୍ଲାଙ୍କ ନାଁକୁ ବ୍ୟବହାର କରି ଚାଲିଛି ଠକେଇ ଉଦ୍ୟମ ।

Ratha Yatra
ଏଥର ଘୋଷଯାତ୍ରାକୁ ସମସ୍ତଙ୍କୁ ଅନୁମତି, ଦୁଇ ଗୁଣା ଅଧିକ ଭକ୍ତଙ୍କର ସମାଗମ ସମ୍ଭାବନା !

କୋଭିଡ୍ ବଢିଲେ କେମିତି ହେବ ଆୟୋଜନ ତାକୁ ନେଇ ବି କରାଯାଉଛି ଯୋଜନା ।

Livestock inspector Jagannath Rout
ପ୍ରାଣୀଧନ ନିରୀକ୍ଷକଙ୍କ ଅମାପ ସମ୍ପତ୍ତି : ଜଗନ୍ନାଥ ରାଉତଙ୍କର ଅଛି ୯୦ ପ୍ଲଟ୍

ରଘୁନାଥପୁର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ୫୦ ଲକ୍ଷର ଏକ ଫ୍ଲାଟ୍

prakash majhi
ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ମହିଳାଙ୍କ ଥାନାରେ ଏତଲା ସତ୍ତ୍ୱେ କାହିଁକି ଗ୍ରହଣ କରାଯାଇନି । ନିରପେକ୍ଷ ତଦନ୍ତ ହେଉ, ମହିଳାଙ୍କୁ ସାମ୍ନାକୁ ଅଣାଯାଉ ବୋଲି ଦାବି କରାଯାଉଛି ।

Special Story
ଉଦ୍‌ଘାଟନର ୧୦ ବର୍ଷ ପରେବି ବସ୍‌ଷ୍ଟାଣ୍ଡକୁ ଯାଉନି ବସ୍, ଏବେ ପଡ଼ିଛି ପରିତ୍ୟକ୍ତ ଅବସ୍ଥାରେ

୮୦ ଲକ୍ଷରୁ ଅଧିକ ଟଙ୍କାରେ ତିଆରି ହୋଇଥିବା ବସ୍‌ଷ୍ଟାଣ୍ଡ ଏବେ ପରିତ୍ୟକ୍ତ ଅବସ୍ଥାରେ। ଦୋକାନ ଗୃହ, ସୁଲଭ ଶୌଚାଳୟ ସବୁ ଭାଙ୍ଗିରୁଜି ଗଲାଣି। ଫଳକର ଚିହ୍ନ ବର୍ଣ୍ଣ ନଥିବା ବେଳେ ସଂଜ ନଇଁଲେ ଜମୁଛି ମଦ’ର ଆସର...

Special Story
ପ୍ରବଳ ନିଦାଘରେ ପଶୁପକ୍ଷୀଙ୍କ ପାଇଁ ଦେବଦୂତ : ଜଙ୍ଗଲରେ ବୁଲି ବୁଲି ପାଣି ପିଆଉଛନ୍ତି ସୁଶ୍ରୀ, ସୌମ୍ୟା,ଅନନ୍ୟା

ସେମାନଙ୍କ ନିଆରା ପ୍ରୟାସକୁ ସବୁଠି ମୁଳୁଛି ପ୍ରଶଂସା। ସକାଳ ହେଲେ ଏହି ତିନି ଯୁବତୀ ଘଞ୍ଚ ଜଙ୍ଗଲରେ ବୁଲି ପଶୁପକ୍ଷୀଙ୍କୁ ପାଣି ପିଆନ୍ତି।

Ranendra Pratap Swain
‘ଯଥେଷ୍ଟ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, ଲୋକେ ଭୟଭୀତ ହୁଅନ୍ତୁନି’

ବାତ୍ୟା ସ୍ପଷ୍ଟ ହୋଇନି, ତଥାପି ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି

imd dg
ବାତ୍ୟା କଥା କହିନୁ, ଲୋକେ ବିଭ୍ରାନ୍ତ ହେବା ଉଚିତ ନୁହେଁ- IMD DG

ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର । ଆଜି ସୁଦ୍ଧା ବାତ୍ୟା ହେବା କଥା କୁହାଯାଇ ନାହିଁ । ତେଣୁ ଭୟରେ ବିଭ୍ରାନ୍ତ ହେବା ଉଚିତ୍‌ ନୁହେଁ ।

joda
ଯୋଡ଼ା ଥାନାରେ ଛତିଶଗଡ଼ ପୋଲିସ ହଟହଟା

କିଏ ପ୍ରେମ କଲା, ଆଉ କିଏ ହଟହଟା ହେଲା ?

Brass artisan
ପିତ୍ତଳ ଜିନିଷର ଚାହିଦା କମୁଥିବାରୁ ଚିନ୍ତାରେ କାରିଗର

କଳା ସଂସ୍କୃତିର ଜିଲ୍ଲା ମୟୂରଭଂଜ । କିନ୍ତୁ ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ଏଠି ମଉଳିବାରେ ଲାଗିଲାଣି କଳା । ବାରିପଦା କପ୍ତିପଦା ଉପଖଣ୍ଡ କୁଡିଆଖୁଣ୍ଟା ଗାଁର କୌଳିକ ବୃତ୍ତିଠୁ ଦୂରେଇଲେଣି ପିତ୍ତଳ କାରିଗର ।