• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 10 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଚୋରଙ୍କ ଟେର ପାଉନି ପୋଲିସ ! ଆଖି ପିଛୁଳାକେ ହେଉଛି ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତୀ ଚୋରି

ପୋଲିସ୍ କି ଠାକୁର କାହାରିକୁ ଏମାନଙ୍କ ଡର କି ଖାତିର ନାହିଁ । ସୁଯୋଗ ଉଣ୍ଡି ସାଏଁ କରି ବୁଲାଇ ଦେଉଛନ୍ତି କଳାକନା । More
  • Otv Khabar Bureau
  • 2 years ago

ଫର୍ମ ଫିଲପ୍‌ କରି କାହିଁକି ଦେଲେନି ମ୍ୟାଟ୍ରିକ୍‌ ପରୀକ୍ଷା ? ହେବ ସ୍କୁଲୱାରୀ ଖୋଳତାଡ଼

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ, ହେଲେ ପରୀକ୍ଷା ଦେଲେନାହିଁ । ରାଜ୍ୟର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜରେ ସବୁଠୁ ଅଧିକ ପିଲା ଅନୁପସ୍ଥିତ ପଛକୁ ଗଞ୍ଜାମ ଆଉ ବଲାଙ୍ଗୀର ରହିଛି । More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହାଁମୁହିଁ ପିନାକୀ-ସମ୍ବିତ ! ପୁଣି ଆଇନ୍‌ ପଢ଼ାଇଲେ ପୁରୀ ସାଂସଦ

ଏଏସ୍ଆଇର ବିନା ଅନୁମତିରେ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ବାରମ୍ବାର ବଦଳିଛି ଡିପିଆର । ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ଖନନ ଯୋଗୁଁ ନଷ୍ଟ ହୋଇଥାଇପାରେ ଐତିହ୍ୟ କୀର୍ତ୍ତିରାଜି । More
  • Satyendu Shekher Mishra
  • 2 years ago

ଖୁସି ଖବର ! ବଢ଼ିଲା ପାର୍ଟ ଟାଇମ୍‌ କର୍ମଚାରୀଙ୍କ ଦରମା

ସେମାନଙ୍କ ବେତନ ୫୫୫୫ ଟଙ୍କାରୁ ୭୦୦୦ ଟଙ୍କା ବୃଦ୍ଧି କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛି । More
  • Otv Khabar Bureau
  • 2 years ago

ବାତ୍ୟା ଅସାନି ପୂର୍ବର ଛାତିଥରା ଦୃଶ୍ୟ; ୧୨ ଯାଏଁ ଲାଗି ରହିବ ତୁହାକୁ ତୁହା ବର୍ଷା

କେଉଁଠି ଗଭୀର ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ସହାୟତାରେ ଏୟାରଲିଫ୍ଟ କରି ଉଦ୍ଧାର, ତ କେଉଁଠି ଢେଉ ମାଡ଼ରେ ବୁଡ଼ିଯାଉଥିବା ଡଙ୍ଗା, ଆଉ ସେଥିରୁ ଭାଗ୍ୟ ବଳରେ ବର୍ତ୍ତୁଥିବା ମତ୍ସ୍ୟଜୀବୀ । ବାତ୍ୟା ଅସାନି ପ୍ରଭାବର ଏହି ଦୁଇଟିଯାକ ଛାତିଥରା ଚିତ୍ର ଘଟିଛି ଗଞ୍ଜାମ ଉପକୂଳରେ । More
  • Satyendu Shekher Mishra
  • 2 years ago

ଏଣିକି ଡ୍ରୋନ୍‌ ଜଗିବ ଜଙ୍ଗଲ ! ବନ କର୍ମଚାରୀଙ୍କୁ ବିପଦରୁ କରିବ ଉଦ୍ଧାର

ଡ୍ରୋନ କିପରି ବ୍ୟବହାର କରାଯିବ, ସେଥିରେ କିପରି ଆବଶ୍ୟକ ସାମଗ୍ରୀ ଅନ୍ୟତ୍ର ପଠାଯିବ । ସେନେଇ ତାଲିମ ଦିଆଯାଇଛି । More
  • Otv Khabar Bureau
  • 2 years ago

ସାବଧାନ !! NH ରେ ହେଲମେଟ୍‌ ନପିନ୍ଧିଲେ ନିସ୍ତାର ନାହିଁ; କଟିବ ମୋଟା ଅଙ୍କର ଫାଇନ୍‌

ଆକ୍ସନ ମୁଡ୍‌ରେ ପରିବହନ ବିଭାଗ । ହେଲମେଟ୍‌ ନଥିଲେ ଫାଇନ୍‌ କଟିବ । ଏଥର ଅମାନିଆ ଗାଡିଚାଳକଙ୍କୁ ମାଫ୍‌ ନାହିଁ । ଗାଡ଼ି ଧରିବା ମାତ୍ରେ ମୁଣ୍ଡରେ ହେଲମେଟ୍‌ ନଥିଲେ ସାଙ୍ଗେ ସାଙ୍ଗେ ଫାଇନ୍‌ କଟିବ । ଏମିତିକି ୩ ମାସ ପର୍ଯ୍ୟନ୍ତ ଲାଇସେନ୍ସ ମଧ୍ୟ ବାତିଲ ହେବ । More
  • Satyendu Shekher Mishra
  • 2 years ago

ବଦଳିଲା ଦିଗ ! ସ୍ଥଳ ଭାଗ ଛୁଇଁପାରେ ବାତ୍ୟା ଅସାନୀ

କାକିନାଡ଼ା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ଛୁଇଁ ଯାଇପାରେ । ପୁଣି ସମୁଦ୍ରକୁ ରିକର୍ଭ କରିପାରେ । More
  • Satyendu Shekher Mishra
  • 2 years ago

କଂଗ୍ରେସ୍‌ରେ ସାମିଲ ହେବେ କି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ?

କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ସହ ଥିଲେ ବିଜୟ ପଟ୍ଟନାୟକ । ଉଭୟ ଦୀର୍ଘ ସମୟ ଧରି ବିମାନବନ୍ଦର ଲବିରେ କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖାଯାଇଥିଲା । More
  • Otv Khabar Bureau
  • 2 years ago

MKCG ରେ ହନ୍ତସନ୍ତ ରୋଗୀ; ଅଧିକାଂଶ ବିଭାଗରେ ଝୁଲୁଛି ତାଲା

ନାହିଁ ନାହିଁରେ ଚାଲିଛି MKCG। ଅଧା ବିଭାଗରେ ଡାକ୍ତର ନାହାନ୍ତି । ଦୁଆରେ ଝୁଲୁଛି ବଡ଼ ବଡ଼ ତାଲା। ଡିନ୍‌ କହୁଛନ୍ତି ଖୁବଶୀଘ୍ର ଆସିବେ ଡାକ୍ତର । ରୋଗ ଦେଖାଇବା ପାଇଁ ଖରା ତରାରେ ସିଝୁଛନ୍ତି ରୋଗୀ ଓ ସମ୍ପର୍କୀୟ। ଅଭିଯୋଗ କଲେ ବି ମିଳୁନି କିଛି ସୁଫଳ। ବିଧାୟକ କହୁଛନ୍ତି, ମନ୍ତ୍ରୀଙ୍କ ସହ ଆଲୋଚନା କରିଛି, ଖୁବଶୀଘ୍ର ନୂଆ ଡାକ୍ତର ଆସିବେ । More
  • Otv Khabar Bureau
  • 2 years ago

ପେସା ସରକାରୀ ଚାକିରି ହେଲେ ନିଶା ତୁଳସୀ ମାଳି ତିଆରି

ସରକାରୀ କର୍ମଚାରୀ କିନ୍ତୁ ନିଶା ତାଙ୍କର ତୁଳସୀ ମାଳି ତିଆରି କରିବା । ସାଧୁ ସନ୍ୟାସୀ ବ୍ରହ୍ମଣ ପଣ୍ଡିତ ମାନଙ୍କୁ ସେହି ନିଜ ହାତ ତିଆରୀ ମାଳି ଦାନ କରି ତା ସହିତ ନିଜ ସକ୍ଷମ ଅନୁଯାୟୀ ଦକ୍ଷିଣା ଦେଇ ଆତ୍ମତୃପ୍ତି ଲାଭ କରନ୍ତି କମଳ । More
  • Satyendu Shekher Mishra
  • 2 years ago

ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ହଲ୍ଲାବୋଲ, ନାକେଦମ୍‌ ପୋଲିସ

ଦରବୃଦ୍ଧି ନିଷ୍ପତ୍ତିରୁ କେନ୍ଦ୍ର ସରକାର ନ ଓହରିଲେ, ଆଗାମୀ ଦିନରେ ଓଡ଼ିଶାକୁ କେନ୍ଦ୍ର ମନ୍ତ୍ରୀ ଆସିଲେ ବିରୋଧ ସହିତ ଅଣ୍ଡାମାଡ଼ କରାଯିବ ବୋଲି ଚେତାଇ ଦେଇଛି ଛାତ୍ର କଂଗ୍ରେସ । More
  • Prangyan Parimita
  • 2 years ago

ରଘୁନାଥ ମହାପାତ୍ରଙ୍କ ଅବର୍ତ୍ତମାନକୁ ପୂରିଲା ବର୍ଷେ, କେତେ ବାଟ ଆଗେଇଛି ଦ୍ୱିତୀୟ କୋଣାର୍କ ସ୍ୱପ୍ନ ?

ଆଜି ବି ପ୍ରତି କ୍ଷଣରେ ମନେ ପକାଉଛନ୍ତି ପରିବାର ଲୋକେ ଓ ସହଯୋଗୀ ଶିଳ୍ପୀ । More
  • Satyendu Shekher Mishra
  • 2 years ago

ଏତେ ସରି ହେବା ପରେ ବି ତୋଢ଼ ଯାଉନି ! ପୁଣି ଯୁକ୍ତି କରୁଛନ୍ତି ପିନାକୀ

ରିସେପସନ୍ କାଉଣ୍ଟର ରେଗୁଲେଟେଡ୍‌ ଏରିଆକୁ ସ୍ଥାନାନ୍ତର ହେବ । ଯାହା ବି ହେବ ସଠିକ୍‌ ଅନୁମତିରେ ହେବ । More
  • Prangyan Parimita
  • 2 years ago

କୁନି ଝିଅ ହାତରେ ଯାଦୁ : ପେନସିଲ ଆର୍ଟ କରି ଚର୍ଚ୍ଚାରେ ସାରଦା ସୁମନ

ପେନସିଲରେ ଯାଦୁ ଦେଖାଉଛନ୍ତି ଶାରଦା More
  • Prangyan Parimita
  • 2 years ago

ଅଟୋ ଚଳାଉଛନ୍ତି ବାପା, ପୁଅ ପାଇଲା ଗୋଲ୍ଡ ମେଡାଲ

ଅଟୋଚାଳକଙ୍କ ପୁଅ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୋଲ୍ଡ ମେଡାଲ ପାଇଲେ । More
  • Prangyan Parimita
  • 2 years ago

କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ : ଦୁଇବର୍ଷ ହେଲା ସରକାରୀ ଯୋଜନାରୁ ବଞ୍ଚିତ

କଠିନ ପରିଶ୍ରମ କରୁଥିଲେ ସୁଦ୍ଧା କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ କମୁନି । ଏଥିରୁ ରାଜ୍ୟ ସରକାର ଭଲ ରାଜସ୍ୱ ପାଉଛନ୍ତି । ସେଥିପାଇଁ ତୋଳାଳିଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ଦୁଇ ବର୍ଷ ହେଲାଣି ସେମାନଙ୍କୁ ଛାତ୍ରବୃତ୍ତି, ବିବାହ ପ୍ରୋହାତ୍ସନ, ବୋନୋସ୍ ଆଦି ମିଳୁନାହିଁ । More
  • Prangyan Parimita
  • 2 years ago

ସାଙ୍ଗକୁ ବଞ୍ଚାଇବାକୁ ଯାଇ ୭ ଦିନ ହେଲା ସମୁଦ୍ରରେ ନିଖୋଜ ଅଛନ୍ତି ସୁମିତ

ଆଖି ସାମ୍ନାରେ ବୁଡ଼ି ଯାଉଥିଲେ ସାଙ୍ଗ। ପହଁରା ନଜାଣି ମଧ୍ୟ ସମୁଦ୍ର ଭିତରକୁ ମାରିଥିଲେ ଡିଆଁ। ସାଙ୍ଗକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ସତ ହେଲେ ନିଜେ ହିଁ ସମୁଦ୍ର ମଧ୍ୟରେ ନିଖୋଜ ହୋଇଗଲେ More
  • Prangyan Parimita
  • 2 years ago

ସମୁଦ୍ର ମଧ୍ୟରେ ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି ଅସାନି, ଏବେ ହେବ ଦୁର୍ବଳ

ଆସନ୍ତା ୧୨ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି More
  • Chandan Shishu
  • 2 years ago

'ରାଜ୍ୟ ସରକାରଙ୍କ ଅହଙ୍କାର ଓ ASIର ଅବହେଳାର ଲଢ଼େଇରେ ‍ଶ୍ରୀମନ୍ଦିରର ହେଉଛି କ୍ଷତି'

ଅଭିଯୋଗ ଉପରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। More
  • Chandan Shishu
  • 2 years ago

ସମୁଦ୍ରକୁ ଗଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: SRC

ବାତ୍ୟା ନେଇ ଆଲର୍ଟ କରାଯାଇଥିଲେ ବି ଅନେକ ବେପରୁଆ ଭାବେ ସମୁଦ୍ରକୁ ଯିବାର ଦେଖିବାକୁ ମିଳୁଛି। More
  • Prangyan Parimita
  • 2 years ago

ପରିକ୍ରମା ପ୍ରକଳ୍ପକୁ ନେଇ କ୍ଷୋଭ ପ୍ରକାଶ କଲେ ପୁରୀ ବିଧାୟକ : କହିଲେ, ଯାହା ଡ୍ୟାମେଜ୍ ହୋଇଛି ଆଉ ଫେରିବନି

ଆଗକୁ ଯେପରି ଆଉ ଅଧିକ କ୍ଷତି ନହେବ ସଜଡ଼ା ହେବା ଦରକାର More
  • Chandan Shishu
  • 2 years ago

ଦୃଶ୍ୟମାନ ହେଲା ବାତ୍ୟା ଅସାନିର ଆଖି

ଗୋପାଳପୁର ବନ୍ଦର ପାଇଁ ୩ନମ୍ବର ବିପଦ ସଂକେତ ଜାରି କରାଯାଇଛି। More
  • Chandan Shishu
  • 2 years ago

ପରିବା ବିକିବାକୁ ଆସି ଝୁଡିରେ ନେଇଗଲା ପିଲା !

ନୟାଗଡ ଜିଲ୍ଲାରେ ବାରମ୍ବାର ପିଲା ଚୋରି ଘଟଣା ସାମ୍ନାକୁ ଆସୁଥିବା ଘଟଣା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। More
  • Prangyan Parimita
  • 2 years ago

ମାଛମାରି ଫେରିବା ସମୟରେ ବୁଡ଼ିଲା ଡଙ୍ଗା : ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ

ବାତ୍ୟା ଉପକୂଳ ଛୁଇଁବନି ବୋଲି ସ୍ପଷ୍ଟ ହୋଇଥିଲେ ସୁଦ୍ଧା ଧୀରେ ଧିରେ ତା’ର ପ୍ରଭାବ ଦେଖାଇଲାଣି । ସମୁଦ୍ର ଅଶାନ୍ତ ହୋଇ ଉଠୁଛି । ଏହି କ୍ରମରେ ଗୋପାଳପୁରର ଆର୍ଯ୍ୟପଲ୍ଲୀ ନିକଟରେ ଏକ ଡଙ୍ଗା ବୁଡି ଯାଇଛି । More
  • Prangyan Parimita
  • 2 years ago

ବ୍ରଜରାଜନଗର ଲଢେଇ ମଇଦାନ ପରିସ୍କାର : ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷଦିନ

ଆଜି ଓ କାଲି ତିନି ଦଳ ପକ୍ଷରୁ ହୋଇପାରେ ନାମାଙ୍କନ ଦାଖଲ । More
  • Prangyan Parimita
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ଭୁଲ କରିଛନ୍ତି ବୋଲି ରାଜ୍ୟ ସରକାର ସ୍ୱୀକାର କରନ୍ତୁ: ସମ୍ବିତ ପାତ୍ର More
  • Chandan Shishu
  • 2 years ago

ସମୁଦ୍ର ଉପକୂଳ ନଯିବାକୁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

୧୨ ତାରିଖ ଦିନ ୧୧.୩୦ ସୁଦ୍ଧା ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବାତ୍ୟା। More
  • Chandan Shishu
  • 2 years ago

'ମହାପ୍ରଭୁ ଜଗନ୍ନାଥ ନିଜେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି'

 ନିର୍ମାଣରେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଜବରଦସ୍ତ ଖର୍ଚ୍ଚ କରାଯାଇଛି। More
  • Chandan Shishu
  • 2 years ago

ଆଜିଠୁ ୩ ଦିନ ଯାଏ ପ୍ରବଳ ବର୍ଷିବ, ୫୦ କିମି ବେଗରେ ବହିବ ପବନ

୧୨ରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ। More
  • Otv Khabar Bureau
  • 2 years ago

ଅନ୍ୟ ଜାତିରେ ବାହାହେଲା ଝିଅ; ୧୮ ଘଣ୍ଟା ପଡ଼ି ରହିଲା ମାଆର, ଶବ କାନ୍ଧ ଦେଲେନି ଗାଁ ଲୋକେ

ଅନ୍ୟ ଜାତିରେ ବିବାହ କରିଥିଲା ଝିଅ। ମରିଗଲା ପରେ ୧୮ ଘଂଟା ଘରେ ପଡି ରହିଲା ଶବ। ଶବ ସତ୍କାର କରିବା ତ ଦୂରର କଥା…ଘରକୁ ଆସିଲେନି ସାହିପଡ଼ିଶା। କାନ୍ଦି କାନ୍ଦି ଗୁହାରି କରୁଥିଲା ଝିଅ, ହେଲେ କେହି ଶୁଣିଲେନି। ଶେଷରେ ସ୍ୱେଚ୍ଛାସେବୀ ବୁଢୀ ମାଆର ଶବକୁ ଶ୍ମଶାନକୁ ନେଲେ, ମାଆ ମୁହଁରେ ମୁଖାଗ୍ନି ଦେଲା ଝିଅ More
  • Satyendu Shekher Mishra
  • 2 years ago

ଧରା ପଡ଼ିଲା ସରକାରଙ୍କ ମିଛ ! ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଆଇନ୍‌

ଶ୍ରୀଜଗନ୍ନାଥ ମନ୍ଦିର ହେରିଟେଜ୍ କରିଡର ପ୍ରସଙ୍ଗରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା ବା ଏଏସ୍‌ଆଇ ସ୍ପଷ୍ଟ ଭାବେ ଦର୍ଶାଇଛି । More
  • Satyendu Shekher Mishra
  • 2 years ago

ସ୍ଥଳ ଭାଗ ଛୁଇଁବନି ହେଲେ ଉତ୍ପାତ କରିବ ବାତ୍ୟା, ଉପକୂଳରେ ବର୍ଷିବ !

ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା । More
  • Otv Khabar Bureau
  • 2 years ago

ବ୍ରଜରାଜନଗର ଉପନିର୍ବାଚନରେ ଶଙ୍ଖକୁ ଚେକ୍‌ ଦେବ କି ପଦ୍ମ ଓ ହାତ ?

ବ୍ରଜରାଜନଗର ଲଢ଼େଇ ମୈଦାନ ପାଇଁ ପ୍ରାର୍ଥୀ ସ୍ପଷ୍ଟ ହୋଇଛି । ବିଜେପି ପରେ ଯୋଦ୍ଧା ଘୋଷଣା କରିଛନ୍ତି ବିଜେଡି ଓ କଂଗ୍ରେସ । ଯାହା ଆଶା କରାଯାଉଥିଲା ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ଏଠାରେ ପ୍ରାର୍ଥୀ କରିଛି ବିଜେଡି । More
  • Otv Khabar Bureau
  • 2 years ago

୧୩ ବର୍ଷର ସଂଘର୍ଷପୂର୍ଣ୍ଣ ଲଢ଼େଇ ପରେ ଆସିଲା ରାୟ; କହିଲେ ଉପର କୋର୍ଟକୁ ଯିବି

ନା ଭୁଲି ହେଉଛି ସେଦିନର ସେହି ଆତଙ୍କର ମୁହୁର୍ତ୍ତ, ନା ଭୁଲାଇ ଦେଉଛି ୧୩ ବର୍ଷ ତଳର ତରଳ ନିଆଁର ପ୍ରକୋପ । ଆଜି ବି ଯନ୍ତ୍ରଣାରେ ଜଡ଼ସଡ଼ ଶରୀର । ଏଭଳି ଯନ୍ତ୍ରଣାଦାୟକ କାହାଣୀ ଭିତରେ ସେହି ଜହ୍ଲାଦଙ୍କ ବିରୋଧରେ ରାୟ ଆସିଛି । More