• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Mother’s Day, meet D. Subhalaxmi
ସେ ଏମିତି ମା'; ୯୦ ବର୍ଷରେ ବି ସେବା କରୁଛନ୍ତି, ହେଲେ ଥକି ନାହାନ୍ତି

ପରିଣତ ବୟସରେ ପହଞ୍ଚିଛନ୍ତି ଡି. ଶୁଭଲକ୍ଷ୍ମୀ। ଯେଉଁ ବୟସରେ ଅନ୍ୟ କେହି ଶାଯ୍ୟାଶାୟୀ ହୋଇଥାନ୍ତି ତ ଆଉ କେହି ଘରେ ବସି ପୁଅ ବୋହୂଙ୍କ ସେବା ଶୁଶ୍ରୁଷା ପାଉଥାନ୍ତି ସେହି ବୟସରେ ସେ କରୁଛନ୍ତି ପୁଅ ଓ ସ୍ୱାମୀଙ୍କର ସେବା। ଦିନେ ବି ଥକି ପଡି ନାହାନ୍ତି। ତେବେ ଆସନ୍ତୁ ଜାଣିବା ସେହି ମା’ର କାହାଣୀ…

Special Story
୪ କୋଟି ଟଙ୍କାରେ ତିଆରି ହୋଇଛି ଶୀତଳ ଭଣ୍ଡାର, ହେଲେ ଚାଷୀଙ୍କ କାମରେ ଆସୁନି

ମୁଖ୍ୟମନ୍ତ୍ରୀ ନିଜେ ନିଜ ହାତରେ ଉଦଘାଟନ କରିଥିଲେ। ହେଲେ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଚାଷୀଙ୍କ କାମରେ ଲାଗୁନି ଏ ଶୀତଳ ଭଣ୍ଡାର। ଫଳରେ ଆନ୍ଧ୍ର ବେପାରୀଙ୍କୁ ଫଳ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି ରାୟଗଡ଼ାର ଚାଷୀ...

Medical Negligence In Cuttack SCB
ବେଡ୍‌ ଉପରେ ରୋଗୀ, ତଳେ ମୃତଦେହ: ଆଡ଼ ଆଖିରେ ବି କେହି ଚାହିଁଲେ ନାହିଁ

ରୋଗୀଙ୍କ ପାଖରେ କିଛି ଲୋକ ଉପସ୍ଥିତ ଥିଲେ ମଧ୍ୟ ତଳେ ପଡ଼ିଥିବା ମୃତଦେହକୁ କେହିବି ଆଡ଼ ଆଖିରେ ଚାହୁଁ ନଥିଲେ।

Baripada Jagannath Temple
ଜଗା ଜମି ହଡ଼ପ ଅଭିଯୋଗ ! କୁଆଡ଼େ ଗଲା ହରିବଳଦେବଜୀଉ ମନ୍ଦିରର ଭୂ ସଂପତ୍ତି ?

ମହାବାହୁଙ୍କ ଜମି ମହାଘୋଟାଲାକୁ ନେଇ ତେଜିଲାଣି ଜନଅସନ୍ତୋଷ । ମୟୂରଭଞ୍ଜ ଜିଲ୍ଲା ବାରିପଦା ହରିବଳଦେବଜିଉ ମନ୍ଦିରର ଜମି ହଡ଼ପ ହୋଇଥିବା ନେଇ ଅଭିଯୋଗ ଆସିଛି ।

tara and manohar
ତାରା ବାହିନୀପତିଙ୍କୁ କଟାକ୍ଷ କଲେ ମନୋହର ରନ୍ଧାରୀ : ବାଘ ଇଲାକାରେ ଭାଲୁ କିଏ . .

ତାରାପ୍ରସାଦ ବାହିନୀପତି ଏବଂ ବିଡିଓ କଥା କଟାକଟି ଘଟଣା : ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ କଟାକ୍ଷ

Jenamani Cyclone Update
Cyclone Update: ଆସିଲା ଖୁସି ଖବର ! ‘ବାତ୍ୟା, ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ’

ଉପକୂଳ ଅଞ୍ଚଳରେ ପାଖାପାଖି ୪୦ରୁ ୬୦ କିମି ପବନ ବହିପାରେ । ୧୦ ଓ ୧୧ରେ ଉପକୂଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ।

subash
ସୁବାସ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ : ବିଡିଓଙ୍କୁ ମାଡ଼ ଅଭିଯୋଗରେ ଗିରଫ ହୋଇଥିଲେ ବିଧାୟକ

ବିଧାୟକ ଓ ତାଙ୍କର ୨ ସହଯୋଗୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଜିଲ୍ଲା ଜଜ୍

Bonded Labor
କି ଦୁଃଖ ! ଝିଅ ଦଶମ ପରୀକ୍ଷା ଦେଉଛି, ସେପଟେ ମାଆର ଶବ ରଖି ରାଜରାସ୍ତାରେ ଆନ୍ଦୋଳନ ଚାଲିଛି

ଝିଅଟି ନିଜ ମାଆକୁ ମନେ ପକାଇ କୋହଭରା କଣ୍ଠରେ ମାଆକୁ ଦେଇଥିବା ପ୍ରତିଶ୍ରୁତି ରଖିବ ବୋଲି କହିଛି । ପେଟପାଟଣାର ଯୁଦ୍ଧରେ ହାରି ମାଆ ଚାଲିଗଲାଣି ପରପାରିକୁ ।

Umashankar Das
Cyclone Update: ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ଗତିପଥ ବଦଳାଇବ କହିଲା ପାଣିପାଗ ବିଭାଗ

 ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ହୋଇ ଯିବାର ସମ୍ଭାବନା ରହିଛି । ପ୍ରଭାବରେ ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

Rourkela businessman ends life in Jamshedpur, accuses in-laws of torture in video
ସହିପାରିଲେନି ଶ୍ୱଶୁର ଘରର ନିର୍ଯାତନା; ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଶ୍ୱଶୁର ନିର୍ଯାତନା ସହି ନପାରି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ ।

Water Scarcity
ପାଣି ପାଇଁ ଡହଳ ବିକଳ ! ପାଇପ୍‌ରେ ଆସୁନି କି ନଳକୂପ ଚାଲୁନି..

କେନ୍ଦ୍ରାପଡା ସହରକୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସହରର ୨୧ଟି ୱାର୍ଡରୁ ମାତ୍ର ୯ଟି ୱାର୍ଡରେ ମ୍ୟୁନିସିପାଲିଟି ପକ୍ଷରୁ ଜଳଛତ୍ର ଖୋଲାଯାଇଛି ।

Cyclone Update
Cyclone Update: ବାତ୍ୟା ମୁକାବିଲା ପାଇଁ ୧୭୫ ୟୁନିଟ୍ ପ୍ରସ୍ତୁତ ଅଛନ୍ତି କହିଲେ ଅଗ୍ନିଶମ ଡିଜି

ସମ୍ଭାବ୍ୟ ବାତ୍ୟା ପାଇଁ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୧୮ଟି ସ୍ଥାନରେ ଟିମ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Illegal Sand Mining In Mayurbhanj- Tehesildar Goes 'Underground' After NGT's Action
ବେଆଇନ ବାଲି ଚୋରା ଚାଲାଣ ମାମଲାରେ ତହସିଲଦାର ନିଲମ୍ୱିତ

ବେଆଇନ ବାଲି ଚୋରା ଚାଲାଣ ମାମଲାରେ ନିଲମ୍ୱିତ ହେଲେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ହସିଲଦାର ମମତାଜ୍ ମହାରଣା । ହେଲେ କୁଆଡେ ଗଲେ ସେ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳୁନାହିଁ ।

Well Marked Low Pressure Area
ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସରରେ ପରିଣତ ହେଲା ଲଘୁଚାପ କ୍ଷେତ୍ର, ୧୨ ଘଣ୍ଟାରେ ଅବପାତ !

ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଭାବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି। 

Woman, son ends life after losing money in IPL betting in rayagada
ରାତାରାତି ମାଲାମାଲ୍‌ ହେବାପାଇଁ ସ୍ୱପ୍ନ ଦେଖିଥିଲେ, ହେଲେ IPL ବେଟିଂରେ ହାରି ଆତ୍ମହତ୍ୟା କଲେ ମା’ ଓ ପୁଅ

IPL ବେଟିଂରେ ବିପୁଳ ଅର୍ଥ ହାରିବା ପରେ ଦୁଃଖରେ ଭାଙ୍ଗି ପଡ଼ି ଜୀବନ ହାରିଦେଲେ ମା’, ପୁଅ। ବିଷ ପିଇ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

vegetable Price
ଲେମ୍ବୁ ପରେ ଟମାଟୋ ମହଙ୍ଗା, କିଲେ ବଦଳରେ ଅଧ କିଲୋ କିଣା

ଲେମ୍ବୁ ପରେ ଏବେ ଟମାଟୋ ମହଙ୍ଗା ହୋଇଛି । ତେଣୁ ଗୃହିଣୀଙ୍କ ହାଣ୍ଡିଶାଳରେ ଏବେ ଟମାଟୋର ଅଭାବ ପଡିଛି । ଯେଉଁଠି କିଛି ଦିନ ତଳେ ଟମାଟୋ ୨୦ରୁ ୨୫ ଟଙ୍କା ବିକ୍ରି ହେଉଥିଲା, ତାହା ଏବେ ୭୦ ଟଙ୍କା ଉପରେ ବିକ୍ରି ହେଉଛି ।

Crackdown on drunken driving in Bhubaneswar
ସାବାଡ଼ ହେବେ ମଦୁଆ ଡ୍ରାଇଭର: ମଦ ପିଇ ଗାଡ଼ି ଚଲାଇଲେ ଖାଲି ଫାଇନ୍‌ ଦେବେ ନାହିଁ ଅଟକ ବି ହେବେ

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ଆରଟିଓ ଏବଂ ପୋଲିସ ଅଧିକାରୀ ସର୍‌ପ୍ରାଇଜ୍ ଚେକିଂ କରୁଛନ୍ତି। ଗାଡ଼ି ମୋଟରକୁ ଅଟକାଇ ଯାଞ୍ଚ କରୁଛନ୍ତି।

Daily Horoscope
Daily Horoscope 7th May 2022: ସାବଧାନ ! ବୃଷ-ସିଂହ-କନ୍ୟା ରାଶିର ବ୍ୟକ୍ତିଙ୍କ ଘାତ ବାର, ହୋଇପାରେ ଏହି ସବୁ କ୍ଷତି

ଜ୍ୟୋତିଷ ବାଣୀ- ଶରୀର ସୁସ୍ଥ ରହିବା ସହିତ ଗୃହରେ ସୁଖ ଶାନ୍ତି ପାଇବା ପାଇଁ ସରଳ ପ୍ରତିକାର। ପ୍ରତ୍ୟେକ ରବିବାର ଦିନ ସ୍ନାନ ପରେ ଲାଲ୍ ରଙ୍ଗର ବସ୍ତ୍ର ପିନ୍ଧି ଧୂପ, ଦୀପ, ଲାଲ୍ ମନ୍ଦାର ଫୁଲ, ଦେଇ ତମ୍ବା ପାତ୍ରରେ ଗୁଡ଼ ପାଣିରେ ଆଦିତ୍ୟ ହୃଦୟ ସ୍ତୋତ୍ର ପଢି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ, ଏହା ୪୩ ଟି ରବିବାର କରନ୍ତୁ

Low pressure over Bay of Bengal likely to turn into depression today
ଆଜି ଅବପାତ, କାଲି ବାତ୍ୟା ! ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ଏହା ଅବପାତରେ ପରିଣତ ହୋଇପାରେ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 07 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 07 May 2022
genius book of world record
ଗିନିଜ୍ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲା କେନ୍ଦୁଝରର ରଥ

ସବୁଠାରୁ ବଡ କଥା ଏହି ରଥଟି ଯାତ୍ରା ପରେ ଖୋଲାଯାଏନାହିଁ ।

liquors destroyed
ଆଖିରେ ଧୂଳି ଦେବାକୁ ଅଭିନୟ ଉପାୟ: ଗଛ ଉପରୁ ମଦ ବର୍ଷା

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଏହି ଟିମ୍ ଆଜି ଘଟଣାସ୍ଥଳରେ ଚଢାଉ କରିଥିଲା।

Boat Tragedies
ଚିଲିକାରେ ବୋଟ୍ ବୁଡ଼ିବା ସତ୍ତ୍ୱେ ଅସୁରକ୍ଷିତ ଜଳଯାତ୍ରା ଜାରି

କାଲିର ଦୁର୍ଘଟଣା ସହ କିଛି ସମ୍ପର୍କ ନାହିଁ, କି ଆଜି କାଳେ କିଛି ଅଘଟଣ ଘଟିବ, ସେ ଆଶଙ୍କାକୁ ମଧ୍ୟ ପରୱା ନାହିଁ । ଆଗରୁ ଯେମିତି ଚାଲୁଥିଲା, ଏବେ ବି ସେମିତି ଡଙ୍ଗା ଚାଲୁଥିବାର ଦେଖିବାକୁ ମିଳିଛି ।

Debashish vs Sambit
ସ୍ୱପ୍ନ ଦେଖିବାକୁ ମନା ନାହିଁ, ଦିବା ସ୍ୱପ୍ନ ଭୟଙ୍କର: ସମ୍ବିତ

ଦାମ-ଦେବାଶିଷ କଳି ନୂଆ ନୁହେଁ। ପୂର୍ବରୁ ଏହାର ଅନେକ ନଜିର ରହିଛି ମାତ୍ର ଏବେ ପୁଅ ସମ୍ବିତଙ୍କ ସହ ଦେବାଶିଷଙ୍କର ଆରମ୍ଭ ହୋଇଛି ନୂଆ ଅଧ୍ୟାୟ।