ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି କ୍ୟାମ୍ପେନ୍। ପ୍ରଚାର ମୈଦାନରେ ଝାଳ ବୁହାଉଛନ୍ତି ପ୍ରାର୍ଥୀ। ଆଉ ଏଥିରେ ସ୍ବାମୀଙ୍କୁ ବରାବର ସାଥ୍ ଦେଉଛନ୍ତି ସ୍ତ୍ରୀ। ନା ଖରାକୁ ଖାତିର ଅଛି ନା ଭିଡ଼କୁ ଭୟ, ଗାଁ ଗାଁରେ ଘରକୁ ଘର ବୁଲି ସ୍ବାମୀଙ୍କ ପାଇଁ ଲାଗି ପଡିଛନ୍ତି ଭୋଟ୍ ଯୋଗାଡ଼ରେ।
ନା ଖରାକୁ ଖାତିର ଅଛି ନା ଭିଡ଼କୁ ଭୟ, ଗାଁ ଗାଁରେ ଘରକୁ ଘର ବୁଲି ସ୍ୱାମୀଙ୍କ ପାଇଁ ଲାଗି ପଡିଛନ୍ତି ଭୋଟ୍ ଯୋଗାଡ଼ରେ ସ୍ତ୍ରୀ।
କେଉଁଠି ପଦ୍ମ ଚିହ୍ନର ପ୍ରଚାର ତ ଆଉ କେଉଁଠି ଶଙ୍ଖ ଓ ହାତ ଚିହ୍ନର। ପ୍ରଚାର ମୈଦାନ କମ୍ପାଇବାକୁ ଫୁଲ୍ ଯୋଶରେ ରେକର୍ଡିଂ ଷ୍ଟୁଡିଓ। ଅହରହ ଚାଲିଛି ପ୍ରଚାର ଗୀତର ରେକର୍ଡିଂ। ସେ ସିଲଭର ସିଟି କଟକ ହେଉ କି ସିଲ୍କ ସିଟି ବ୍ରହ୍ମପୁର। ରାଜ୍ୟର ବିଭିନ୍ନ ସହରରେ ଥିବା ମ୍ୟୁଜିକ ଷ୍ଟୁଡିଓ ଗୁଡ଼ିକ ଏବେ ଫୁଲ୍ ପ୍ୟାକ୍।
କିଏ ଗଳିକୁ ଗଳି ଯାଇ ପ୍ରଚାର କରୁଛନ୍ତି ତ ଆଉ କିଏ ସଭା ସମିତି କରି ମତଦାତାଙ୍କୁ ଆକର୍ଷିତ କରୁଛନ୍ତି । ସବୁଥର ଭଳି ଏଥର ବି ବହୁ ଆଶା ଦେଖାଉଛନ୍ତି, ଅନେକ ପ୍ରତିଶ୍ରୁତି ଦେଉଛନ୍ତି ।
ଗଳିକୁ ଗଳି ଯାଇ ପ୍ରଚାର କରୁଛନ୍ତି ତ ଆଉ କିଏ ସଭା ସମିତି କରି ମତଦାତାଙ୍କୁ ଆକର୍ଷିତ କରୁଛନ୍ତି । ସବୁଥର ଭଳି ଏଥର ବି ବହୁ ଆଶା ଦେଖାଉଛନ୍ତି, ଅନେକ ପ୍ରତିଶ୍ରୁତି ଦେଉଛନ୍ତି ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହହ୍ଲାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପୌର ପରୀକ୍ଷା ପାଇଁ ଚୂଡ଼ାନ୍ତ ହେଲା ପ୍ରାର୍ଥୀ ତାଲିକା । ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ମୋଟ୍ ୫୬୯ ପ୍ରାର୍ଥୀ ମୈଦାନରେ ଥିବା ବେଳେ କାଉନ୍ସିଲର୍ ଓ କର୍ପୋରେଟର୍ ଲାଗି ରହିଲେ ୫ ହଜାର ୮୪୨ ପ୍ରାର୍ଥୀ ।
ଯୋଦ୍ଧା ତାଲିକା ଚୂଡ଼ାନ୍ତ ପରେ ପୌର ଯୁଦ୍ଧ ପାଇଁ ସରଗରମ ମାହୋଲ । ୱାର୍ଡରୁ ୱାର୍ଡ, ସାହି, ଗଳିକନ୍ଦି ସବୁଠି ଜମି ଆସିଲାଣି ପ୍ରଚାର । ତାସାଙ୍ଗକୁ ଶୋଭାଯାତ୍ରା, ସଭା ସମିତି ମଧ୍ୟ ଆରମ୍ଭ ହୋଇଛି ।
ନିର୍ବାଚନ ପାଇଁ ବାଡ଼ି ପଟ କାଦୁଅ ନାଳ ପାର ହୋଇ ଉଭା ହେଲେ ନେତା। ହେଲେ ଭୋଟର କହୁଛନ୍ତି ମୋ ହାତରେ କାଦୁଅ ଲାଗିଛି, ତୁମ ପୁସିଂ କାର୍ଡ଼ ନେବିନି...ମାରିଦେଲୁରେ ନାରଣ, ଏ ତ କାର୍ଡ ନେଉନାହାନ୍ତି ଭୋଟ ଦେବେ ତ?
ନିର୍ବାଚନ ଆସିଲେ ଆରମ୍ଭ ହୋଇଯାଏ ଅଭିନୟ ପର୍ବ। କିଏ ତଳେ ବସି ପଖାଳ ଖାଇ ଦିଏ ତ ଆଉ କିଏ ହାତ ଯୋଡି କରେ ଗୁହାରି। ଆଉ ଏଠି...
ଭୋଟ ମାଗିବାକୁ ଯାଇଥିଲେ ନେତା...ତାଙ୍କ ବେକରେ ଏମିତି ଗେଣ୍ଡୁମାଳ ଲୋକେ ଦେଲେ ଯେ, ତରତର ହୋଇ ମାଳ କାଢି ପକାଇଲେ ନେତା...ନାରଣରେ ଏଇନୁ ମାରିଦେଇଥାଆନ୍ତେ....
ଏଥର ଗାଁକୁ ଗାଁ ନୁହେଁ ବରଂ ମୋବାଇଲରୁ ମୋବାଇଲକୁ ଘୂରି ବୁଲିବ ପଂଚାୟତ ନିର୍ବାଚନ ପ୍ରଚାର, ଟ୍ୱିଟର ଓ ଇନଷ୍ଟାରେ ହେବ ପ୍ରତିଶ୍ରୁତିର ବର୍ଷା ।
ପ୍ରାର୍ଥୀମାନେ ଡିଜିଟାଲ୍ କ୍ୟାଂପେନ୍ କରିବା ସହିତ ଭର୍ଟୁଆଲ୍ ମିଟିଂ ମାଧ୍ୟମରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ କରିବେ ଉଦ୍ୟମ । ଆସିବ ପ୍ରାର୍ଥୀଙ୍କ ଭିଡଓ ବାର୍ତ୍ତା । ଫୋନ୍ କଲ୍ରେ ବି ହେବ ଭୋଟ୍ ନିବେଦନ ସବୁ ଦଳ ବି ଡିଜିଟାଲ୍ ମୋଡ୍ରେ କ୍ୟାଂପେନିଂ ପାଇଁ ପ୍ରସ୍ତୁତ କରୁଛନ୍ତି ଷ୍ଟ୍ରାଟେଜି ।
ଛାଇ ଗଲାଣି ପୋଷ୍ଟର ବ୍ୟାନର୍ । ଗାଁ ଛକରେ ହୋର୍ଡିଂ ଆଉ ଚା’ ଖଟିରେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଜମିଲାଣି ତ୍ରିସ୍ତରୀୟ ପଂଚାୟତ ଚର୍ଚ୍ଚା । ନିର୍ବାଚନ ତାରିଖ ଘୋଷଣା ପରେ ଗାଁ ରାଜନୀତି ସରଗରମ ହୋଇପଡିଛି । ୱାର୍ଡମେମ୍ବର, ସମିତି ସଭ୍ୟ, ସରପଂଚ ପାଇଁ କାହା କାହା ଭିତରେ ଲଢ଼େଇ ତାକୁ ନେଇ ଜୋରଦାର୍ ଚର୍ଚ୍ଚା ଚାଲିଛି ।
ଗାଁ ଖଟିରେ ଆରମ୍ଭ ହେଲାଣି ପ୍ରାର୍ଥୀ ଚର୍ଚ୍ଚା: ଛକ ଛକରେ ଲାଗିଲାଣି ପୋଷ୍ଟର...କେଉଁ ପ୍ରାର୍ଥୀଙ୍କୁ କେଉଁ ଦଳ ସମର୍ଥନ କରିବ ସେନେଇ ଆରମ୍ଭ ହେଲାଣି ଗସିପ୍....