• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Brajarajnagar By Poll

BJD won in Brajarajnagar
ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ 

ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡିର ବଡ଼ ବିଜୟ ପରେ ଚାଲିଛି ସେଲିବ୍ରେସନ୍। ଜିନ୍ଦାବାଦ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଝାରୁସୁଗୁଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବିଜେଡିରେ ଉତ୍ସାହ। ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ହୋଇଛି ବାଜିମାତ। 

Aalaka Mohanty
ବ୍ରଜରାଜନଗରରେ ବିଜେଡିର ବାଜିମାତ୍‌

କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ।

Voting
ସରିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ମତଦାନ, ୧୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ବ୍ରଜରାଜନଗର ଉପନିର୍ବାଚନ ଲାଗି ସକାଳ ୭ରୁ ଆରମ୍ଭ ହୋଇଥିଲା ମତଦାନ । ଭୋଟ୍ ଦେବା ପାଇଁ ନିଜ ନିଜ ବୁଥରେ ସକାଳୁ ଭିଡ଼ ଲଗାଇଥିଲେ ଭୋଟର । ୮୫ ନମ୍ବର ବୁଥକୁ ଛାଡ଼ି ଆଜି ସୁରୁଖୁରୁରେ ଶେଷ ହୋଇଛି ବ୍ରଜରାଜନଗର ଉପନିର୍ବାଚନ । 

Brajarajnagar By-poll
‘ବ୍ରଜରାଜନଗରରେ ୬୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ’

ବୁଥ୍ ଗୁଡିକରେ ମାଇକ୍ରୋ ଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ ୫୦ ପ୍ରତିଶତ ବୁଥର ୱେବକାଷ୍ଟିଂ କରାଯିବ ।

Brajarajnagar
କମ୍ପୁଛି ବ୍ରଜରାଜନଗରର ପ୍ରଚାର ମୈଦାନ, ଚାଲିଛି ଜବରଦସ୍ତ କସରତ

କିଏ ଗଳିକୁ ଗଳି ଯାଇ ପ୍ରଚାର କରୁଛନ୍ତି ତ ଆଉ କିଏ ସଭା ସମିତି କରି ମତଦାତାଙ୍କୁ ଆକର୍ଷିତ କରୁଛନ୍ତି । ସବୁଥର ଭଳି ଏଥର ବି ବହୁ ଆଶା ଦେଖାଉଛନ୍ତି, ଅନେକ ପ୍ରତିଶ୍ରୁତି ଦେଉଛନ୍ତି ।

Brajarajnagar
କିଏ ହେବେ ବ୍ରଜରାଜନଗରର ବାଜିଗର ? କିଏ ସାଜିବେ ଭାଗ୍ୟ ବିଧାତା ? ଆକଳନ କରିବା ମୁସ୍କିଲ୍

ଗଳିକୁ ଗଳି ଯାଇ ପ୍ରଚାର କରୁଛନ୍ତି ତ ଆଉ କିଏ ସଭା ସମିତି କରି ମତଦାତାଙ୍କୁ ଆକର୍ଷିତ କରୁଛନ୍ତି । ସବୁଥର ଭଳି ଏଥର ବି ବହୁ ଆଶା ଦେଖାଉଛନ୍ତି, ଅନେକ ପ୍ରତିଶ୍ରୁତି ଦେଉଛନ୍ତି ।

Brajarajnagar by-poll
ପ୍ରଚାର ମଇଦାନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହହ୍ଲାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।