ତା’ସହ ରାଜନୀତି କ୍ୟାରିୟର ଉପରେ ବି ମନ୍ତବ୍ୟ ରଖିଛନ୍ତି ଅନୁଭବ । ଆଗକୁ ଲୋକ ଯଦି ଚାହିଁବେ ତେବେ ରାଜନୀତି ମାଧ୍ୟମରେ ସେବା କରିବି ବୋଲି କହିଛନ୍ତି ।
ଘରେ ଥିବା ବାପାମା’ଙ୍କ କଥା ବୁଝିବା ଦରକାର । ନହେଲେ ନା ମା’ ଶୁଣିବେ, ନା ପ୍ରଭୁ ଶୁଣିବେ । ଏବେ ବହୁତ ହୋଇଗଲା ବର୍ଷା । ମୁଁ ତୁମକୁ କହିବାକୁ ଚାହେଁ ଆମେ ଅଲଗା ହୋଇଯିବାର ସମୟ ଆସିଛି, ଏଥିରେ ଉଭୟଙ୍କର ହିଁ ଭଲ ହେବ ।