• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 10 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ଦେଶରେ ପୁଣି ଫେରୁଛି କରୋନାର ନୂଆ ଲହର !

ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ବଢୁଥିବା ପରିଲକ୍ଷିତ ହୋଇଛି । ଗତକାଲି ୩୧ ଆକ୍ରାନ୍ତ ହୋଇଥିବା ବେଳେ ଆଜି ୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ମହାମାରୀର ଦ୍ରୁତ ସଂକ୍ରମଣକୁ ଦେଖି ତତ୍ପର ହୋଇଛନ୍ତି ଓଡ଼ିଶା ସରକାର । More
  • Satyendu Shekher Mishra
  • 2 years ago

ଡ୍ରଗ୍ସ ସେବନ ପରେ ହିତାହିତ ଜ୍ଞାନ ଭୁଲିଯାଉଛନ୍ତି ନିଶାଡ଼ି, ରାଜଧାନୀରେ ଗଡ଼ିଲାଣି ଅନେକ ମୁଣ୍ଡ

ନିଶା କାରବାର ରୋକିବାକୁ ପୋଲିସ୍‌ର ଭୂମିକାକୁ ନେଇ ପ୍ରଶ୍ନ । ନିଶାରୁ କେମିତି ମିଳିବ ନିସ୍ତାର ବାଟ ବତାଇଲେ ବିଶେଷଜ୍ଞ । More
  • Otv Khabar Bureau
  • 2 years ago

ହୋଟେଲରେ ଖେଳାଳିଙ୍କୁ ଦିଆଯାଉଛି ସୁସ୍ୱାଦୁ ଓଡ଼ିଆ ଖାଦ୍ୟ, ଜାଣନ୍ତୁ କ'ଣ ରହିଛି ମେନ୍ୟୁ..

ପାରମ୍ପରିକ ଯୋଡ଼ି ଶଙ୍ଖ, ଢୋଲ ମହୁରୀ ଓ ଘୋଡ଼ାନାଚ ତାଳେ ତାଳେ ଦିଆଯାଇଥିଲା ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । More
  • Otv Khabar Bureau
  • 2 years ago

୧୨ ରେ ବାରବାଟୀ ଯୁଦ୍ଧ; ଗ୍ରାଉଣ୍ତକୁ ଆକର୍ଷଣୀୟ କରିବା ପାଇଁ ଦିଆଯାଉଛି ଶେଷ ସ୍ପର୍ଶ

ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ବାରବାଟୀ ପଡ଼ିଆ । ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ଏବଂ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ଆକର୍ଷଣୀୟ ରୂପରେ ସଜେଇ ହୋଇଛି ଗ୍ରାଉଣ୍ଡ । More
  • Satyendu Shekher Mishra
  • 2 years ago

ରାଷ୍ଟ୍ରପତି ନିର୍ବାଚନ; ଚର୍ଚ୍ଚାରେ ଓଡ଼ିଶାର ୨ ଆଦିବାସୀ ଚେହେରା ଜୁଏଲ୍ - ଦ୍ରୌପଦୀ

ଜାତୀୟ ଗଣମାଧ୍ୟମର ଚର୍ଚ୍ଚାରେ ଜୁଏଲ୍ ଓରାମ୍ ଓ ଦ୍ରୌପଦୀ ମୁର୍ମୁ । ନିର୍ବାଚନ ଗଣିତ କହୁଛି ନିର୍ଣ୍ଣାୟକ ସାଜିବ ବିଜେଡି ଓ YSR କଂଗ୍ରେସ ଭୋଟ୍ । More
  • Satyendu Shekher Mishra
  • 2 years ago

ବିଗିଡ଼ୁଛି ଗଞ୍ଜାମ ସ୍ଥିତି, ରାଜନୈତିକ ଆକ୍ରୋଶରୁ ଗଲାଣି ୧୨ ଜଣଙ୍କ ଜୀବନ

ଗଞ୍ଜାମ ଜିଲାରେ ଘଟୁଥିବା ଏସବୁ ହତ୍ୟାକାଣ୍ଡ ଏବେ ପୋଲିସର ନିଦ ହଜାଇ ଦେଇଛି । ଜିଲ୍ଲାବାସୀ ବି ଚିନ୍ତାରେ । More
  • Satyendu Shekher Mishra
  • 2 years ago

ବାରବାଟୀ ମ୍ୟାଚ୍‌ ପାଇଁ ଓଡ଼ିଶା ଆସିବେ ସୌରଭ ଗାଙ୍ଗୁଲି

୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । More
  • Satyendu Shekher Mishra
  • 2 years ago

ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି ? ପ୍ରତିକ୍ରିୟା ରଖିଲେ ବିଧାୟକ ଶଶୀଭୂଷଣ

ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ ଦେଖି ନିଷ୍ପତ୍ତି ନେବେ କହିଲେ ଶଶିଭୂଷଣ ବେହେରା । More
  • Otv Khabar Bureau
  • 2 years ago

ଅମାନିଆକୁ ଖେଦିଲା ଦନ୍ତା

ବିଲ ଭିତରେ ଦନ୍ତାକୁ ବିରକ୍ତ କରାଉଥିଲେ କିଛି ଯୁବକ। ହଠାତ୍‌ ରାଗିଯାଇ ମାଡ଼ି ଆସିଲା ଦନ୍ତା । ଆଉ ତା’ପରେ.. More
  • Satyendu Shekher Mishra
  • 2 years ago

ଚୋରା ହୀରା କାରବାର ବେଳେ ବାପା-ପୁଅ ଗିରଫ, ୫୦ ଲକ୍ଷର ହୀରା ଜବତ

ସେମାନଙ୍କ ପାଖରେ ଏତେ ପରିମାଣର ହୀରା ଆସିଲା କେଉଁଠୁ ? ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । More
  • Satyendu Shekher Mishra
  • 2 years ago

ରାଷ୍ଟ୍ରପତି ପ୍ରାର୍ଥୀ ହେବେ କି ଜୁଆଲ ଓରାମ ?

ଜୁଏଲ ଓରାମ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଚର୍ଚ୍ଚା । ପ୍ରତିକ୍ରିୟା ରଖିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଗଣମାଧ୍ୟମର ଚର୍ଚ୍ଚା ସମ୍ପର୍କରେ କିଛି କହିବିନି କହିଲେ । More
  • Rajalaxmi Sahoo
  • 2 years ago

ଶୁଟ୍‌ଆଉଟ୍‌ କଲେ, ଶେଷରେ ନିଜକୁ ନିଜେ ଗୁଳି ଚଳାଇ ଜୀବନ ହାରିଲେ ପୋଲିସ୍‌ ବାବୁ

ଫାୟାରିଂ କଲେ, ଏହାପରେ ନିଜ ଉପରକୁ ନିଜେ ଗୁଳି ଚଳାଇ ଜୀବନ ହାରିଲେ। ବାଂଲାଦେଶ ହାଇକମିଶନ ବାହାରେ ଜଣେ ପୋଲିସ୍‌ କର୍ମୀ ଶୁଟ୍‌ଆଉଟ୍‌ କରିଥିଲେ। ଏହି ସମୟରେ ତାଙ୍କ ବନ୍ଧୁକ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। More
  • Satyendu Shekher Mishra
  • 2 years ago

ନନ୍ଦିଘୋଷ ରଥ ଅଖରେ ଫାଟ !

ଫଟା ଅଖ ଜଣାପଡ଼ିବା ପରେ ଏବେ ନୂଆ ଅଖ ନିର୍ମାଣ ଚାଲିଛି । More
  • Otv Khabar Bureau
  • 2 years ago

ଟିପ ଚିହ୍ନ ନେଇ ଚାଷୀଙ୍କ ଆକାଉଣ୍ଟରୁ ଲୁଟି ନେଲେ ୩୮ ହଜାର ଟଙ୍କା

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଟିପ ଚିହ୍ନ ନେଇ ଆକାଉଣ୍ଟରୁ ଲୁଟି ନେଲେ ୩୮ ହଜାର ଟଙ୍କା । More
  • Rajalaxmi Sahoo
  • 2 years ago

ଭୁବନେଶ୍ୱରରେ ଟିମ୍‌ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ଟିମ୍‌, ପରଷା ଯିବ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟ

ଦିନକ ପରେ ଅର୍ଥାତ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20 ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଆଜି ଭୁବନେଶ୍ୱରରେ ଦୁଇ ଦେଶର ଖେଳାଳି ପହଞ୍ଚିଛନ୍ତି। More
  • Otv Khabar Bureau
  • 2 years ago

ବ୍ଲାକ୍ ହେଉଛି ବାରବାଟୀ ଟିକେଟ୍; OLXରେ ବିଜ୍ଞାପନ ଦେଇ ୮ରୁ ୯ ଗୁଣ ଅଧିକ ଦରରେ ବିକୁଛନ୍ତି ଠକ

ବାରବାଟୀ ଟିକେଟ୍ ବ୍ଲାକ୍ କରିବାକୁ ଦୁବୃର୍ତ୍ତ ଆପଣାଇଛନ୍ତି ଡିଜିଟାଲ ଫର୍ମୁଲା । OLXରେ ବିଜ୍ଞାପନ ଦେଇ ବିକୁଛନ୍ତି ଚଢ଼ା ଦରରେ ଟିକେଟ୍ । More
  • Otv Khabar Bureau
  • 2 years ago

T-20 ପୂର୍ବରୁ ସଜବାଜ ହେଉଛି ବାରବାଟୀ; LED ଲାଇଟ୍‌ରେ ଝଲସୁଛି ପଡ଼ିଆ

ସଜେଇ ହେଲାଣି ବାରବାଟୀ..ଆଉ ଗୋଟିଏ ଦିନ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ । More
  • Rajalaxmi Sahoo
  • 2 years ago

ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁ ପୂର୍ବରୁ କାନ୍ଥରେ ଲେଖି ଦେଇଗଲେ ଏମିତି କିଛି...

ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କାନ୍ଥରେ କଳା ଅଙ୍ଗାରରେ ‘ଆମେ ବିଷ ପିଇଛୁ’  ବୋଲି ଲେଖାଯାଇଛି।  More
  • Otv Khabar Bureau
  • 2 years ago

ଆଜି ଶ୍ରୀଜିଉଙ୍କ ରାଜେନ୍ଦ୍ରଭିଷେକ ନୀତି

ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯିବ । More
  • Otv Khabar Bureau
  • 2 years ago

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତି

ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତିଙ୍କ ଶପଥ ପାଠ । ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥପାଠ କରାଇଲେ। More
  • Rajalaxmi Sahoo
  • 2 years ago

ଅନୁଭବଙ୍କ ନାଁରେ କମ୍ପ୍ଲେନ୍‌ କେସ୍‌ ଦେଲେ ବର୍ଷା

ଅନୁଭବଙ୍କ ନାଁରେ ବର୍ଷା ପୁଣି ଏକ ମାମଲା ରୁଜୁ କରିଛନ୍ତି।  କଟକ ଏସ୍‌ଡିଜେଏମ୍ କୋର୍ଟରେ ବର୍ଷା କମ୍ପ୍ଲେନ୍ କେସ୍ ରୁଜୁ କରିଛନ୍ତି।  More
  • Rajalaxmi Sahoo
  • 2 years ago

ପ୍ରେମରେ ଖାଇଲେ ଶକ୍ତ ଧକ୍କା: ବ୍ଲେଡ୍‌ରେ ହାତ, ଗଳା କାଟିଦେଲେ...ଫେସବୁକ୍‌ରେ ପୋଷ୍ଟ କଲେ ଭିଡିଓ

ପ୍ରେମ ଶାଶ୍ୱତ, ପବିତ୍ର, ଚିରନ୍ତନ। ହେଲେ ପ୍ରେମରେ ବିଫଳ ହେଲେ କିଛି ବ୍ୟକ୍ତି ଚରମ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ। ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ବ୍ଲେଡ୍‌ରେ ନିଜର ହାତ ଓ ଗଳା କାଟି ଦେଇଥିବା ସୂଚନା ମିଳିଛି। More
  • Chandan Shishu
  • 2 years ago

Daily Horoscope 10th June: ଆୟ କଲେ ବି ଅଭାବ ପଡ଼ିବ। ପ୍ରତିକାର ପାଇଁ କରିବେ କଣ ?

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର। More
  • Chandan Shishu
  • 2 years ago

କରୋନା ମାଡୁଛି: ସବୁ ରାଜ୍ୟକୁ ଚେତାଇ ଦେଲା କେନ୍ଦ୍ର

ସମସ୍ତ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ଲେଖିଲେ ଚିଠି More
  • Chandan Shishu
  • 2 years ago

ଉକୁଣି ମରା ଔଷଧ ଲଗେଇ ୫ ଅସୁସ୍ଥ

ଔଷଧ ଭାବି ଲଗେଇଥିଲେ, ହେଲେ ଜାଣିନଥିଲେ ଏଭଳି ଦଶା ଭୋଗିବେ More
  • Satyendu Shekher Mishra
  • 2 years ago

ଗୁଗୁଲ୍ ପ୍ଲେ ଷ୍ଟୋରରେ ରହିଛି ୪୫ ଫ୍ରଡ୍ ଲୋନ ଆପ୍

ଗୁଗୁଲ୍କୁ ଚିଠି ଲେଖି ଅବଗତ କଲା କ୍ରାଇମବ୍ରାଞ୍ଚ EOW । ପ୍ଲେ ଷ୍ଟୋରରୁ ହଟାଇବାକୁ ଗୁଗୁଲକୁ ଚିଠି । More
  • Satyendu Shekher Mishra
  • 2 years ago

ରାଜଧାନୀରେ ଡେଙ୍ଗୁ ଆତଙ୍କ ! ମୌସୁମୀ ନଆସୁଣୁ ଡେଙ୍ଗୁରେ ପ୍ରଥମ ମୃତ୍ୟୁ

ଡେଙ୍ଗୁ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବିଏମ୍‌ସି ମେୟର । ସରକାରୀ ତଥ୍ୟ କହୁଛି ଗତକାଲି ସୁଦ୍ଧା ରାଜ୍ୟରେ ୭୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । More
  • Satyendu Shekher Mishra
  • 2 years ago

କି ପ୍ରଚଣ୍ଡ କ୍ରୋଧ ! କ୍ଷଣିକ ମଧ୍ୟରେ ପୁରା ପରିବାର ଛାରଖାର, ପ୍ରଥମେ ପତ୍ନୀ ପରେ କୁନି ଝଅର ତଣ୍ଟି କାଟିଲା ବାପା

ଘରେ ବେଡ୍ ଉପରେ ପଡ଼ି ରହିଛି କୁନି ଝିଅ ଖାତା ବହି । ହେଲେ ସେ କେବେ ଘରକୁ ଫେରିବ ଠିକ୍ ଠିକଣା ନାହିଁ । କ୍ଷଣିକ ରାଗରେ ଛାରଖାର ହୋଇ ଯାଇଛି ପୁରା ପରିବାର । More
  • Satyendu Shekher Mishra
  • 2 years ago

‘ଦିନେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିନଥିବା ନବୀନ, ସଂଖ୍ୟାଲଘୁ ଭୋଟ ହାତେଇବାକୁ ପୋପ୍‌ଙ୍କୁ ଭେଟିବାକୁ ଯାଉଛନ୍ତି’

ୟୁଏଇ ଓଡ଼ିଆ ସମାଜ ତରଫରୁ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନରେ ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ହେଲେ ଏନେଇ ତାରିଖ ଚୂଡାନ୍ତ ହୋଇନଥିବା ବେଳେ ଏଇ ମାସରେ ହିଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ । More
  • Satyendu Shekher Mishra
  • 2 years ago

ଦେଶରେ ସକ୍ରିୟ ହେଉଛି ମହାମାରୀ ! ଦିନକରେ ୭ ହଜାରରୁ ଅଧିକ ସଂକ୍ରମିତ, ୮ ମୃତ

ବିଶେଷଜ୍ଞଙ୍କ ମତରେ ଗୋଟିଏ ଦୁଇଟି ସ୍ଥାନରେ ଏଭଳି ସଂଖ୍ୟା ବଢିବ । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟୀକାକରଣ ଏବଂ କୋଭିଡ୍ ନିୟମ ମାନିଲେ ହିଁ ସମ୍ଭାବ୍ୟ ଚତୁର୍ଥ ଲହରକୁ ଏଡାଇ ଦିଆଯାଇପାରିବ । More