Advertisment

ଜନ୍ମଦିନରେ ତୁଟିବ କି ବାବୁସାନ-ତୃପ୍ତି ବିବାଦ ?

ପୋଲିସ୍ ପଚରାଉଚରାର ସମ୍ମୁଖୀନ ହେବା ପରେ ଗଣମାଧ୍ୟମକୁ ସବୁ କଥା ଜଣାଇବେ ବୋଲି ସେ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Babushaan Birthday

Babushaan Birthday

ଜନ୍ମଦିନରେ ତୁଟିବ କି ବାବୁସାନ-ତୃପ୍ତି ବିବାଦ ? ସମାଧାନ ହେବ କି ପତି-ପତ୍ନୀଙ୍କ ମଧ୍ୟରେ କଳି? କାରଣ, ଆଜି ପତ୍ନୀ ଓ ପୁଅଙ୍କ ସହ ଜନ୍ମଦିନ ପାଳିବେ ବୋଲି କହିଛନ୍ତି ବାବୁସାନ୍। ଘରେ ବାପା-ମାଆଙ୍କ ସହ ଜନ୍ମଦିନ ପାଳିବେ। ଏଠାକୁ ସ୍ତ୍ରୀ ଓ ପୁଅ ଯଦି ନଆସନ୍ତି, ତାହେଲେ ସେ ନିଜେ ସେମାନଙ୍କ ପାଖକୁ ଯିବେ ବୋଲି ବାବୁସାନ କହିଛନ୍ତି।

Advertisment

ପୋଲିସ୍ ପଚରାଉଚରାର ସମ୍ମୁଖୀନ ହେବା ପରେ ଗଣମାଧ୍ୟମକୁ ସବୁ କଥା ଜଣାଇବେ ବୋଲି ସେ କହିଛନ୍ତି। ଗତକାଲି ବାବୁସାନଙ୍କ ଘରକୁ ଯାଇଥିଲେ ପ୍ରଯୋଜକ ସଞ୍ଜୟ ନାୟକ। ବାବୁସାନ ଓ ତାଙ୍କ ପରିବାରକୁ ଭେଟିବା ପରେ ଦୁଇ ଦିନ ପରେ ସବୁ ସମସ୍ୟାର ସମାଧାନ ସହ ଭଲ ଖବର ମିଳିବ ବୋଲି କହିଛନ୍ତି ସଞ୍ଜୟ ନାୟକ।

Viral Video Babushan Mohanty
Advertisment
Advertisment