ପୋଲିସ୍ ପାଖକୁ ଯାଇ ପାରିବାରିକ ଅଶାନ୍ତି କଥା ଜଣାଇଥିଲେ । ହେଲେ ୮ ମାସ ପରେ ବି ହୋଇ ପାରିଲାନି ସମାଧାନ । ନ୍ୟାୟ ଦେଇପାରିଲାନି ପୋଲିସ । ଆଉ ଶେଷରେ ହତାଶ ହୋଇ ଚରମ ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଗୋପାଳପୁର ଅଞ୍ଚଳର ଟୁକୁନି ଦାଶ ।