ଲକଡାଉନରେ ଘରେ ଅନେକ ସମୟ ବିତୁଥିଲା, ମହମାରୀ ସମୟରେ ହିଁ ତାଙ୍କୁ ପ୍ରେରଣା ମିଳିଲା । ଆଜି ସେ ନିଜ ପାଇଁ ତଥା ନିଜ ପରିବାର ପାଇଁ ଏକ ବିମାନ ନିର୍ମାଣ କରିପାରିଛନ୍ତି ।
SCBରେ ଖୋଲିଲା ମଙ୍କିପକ୍ସର ନୋଡାଲ ସେଣ୍ଟର....
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଚେନ୍ନାଇରୁ ଫେରିବାର ୨୪ ଘଂଟା ପରେ ବାଲକୋନିକୁ ଆସିଲେ ବାବୁସାନ । ସାଙ୍ଗରେ ମାଆ ଅପରାଜିତା ମଧ୍ୟ ଥିଲେ । ନମସ୍କାର କରି ବାବୁସାନ ଧନ୍ୟବାଦ ଜଣାଇଥିଲେ । ଗଣମାଧ୍ୟମ ଓ ଘଂଟା ଘଂଟା ଧରି ଅପେକ୍ଷାରତ ଫ୍ୟାନଙ୍କୁ କହିଥିଲେ, ପରିବାର ପାଖରେ ଥିବାରୁ ଖୁସି ଅଛି, ଠିକ୍ ସମୟରେ ଠିକ୍ ଜିନିଷ କହିବି ।
ଅର୍ପିତା ମୁଖାର୍ଜୀଙ୍କର ବେଲଘରିଆରେ ଥିବା ଦ୍ୱିତୀୟ ଆପାର୍ଟମେଣ୍ଟରୁ ମିଳିଛି ଏଭଳି ଆଖି ଟେରା କରିଦେଲା ଭଳି କୁବେର ଭଣ୍ଡାର।
ପତି-ପତ୍ନୀ ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଛି।
OCS ପ୍ରିଲିମ୍ ପରୀକ୍ଷା ହେବା ନେଇ OPSC ପକ୍ଷରୁ ନୋଟିସ ଜାରି ।
ଭସାପୋଲରେ ଫସି ରହିଛନ୍ତି ୬୦ରୁ ଅଧିକ ଯାତ୍ରୀ...
ପରୀକ୍ଷା ଫଳ ଖରାପ୍ ଆସିବାରୁ ଜୀବନ ହାରିଲେ ଛାତ୍ର...
ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ କହିଥିଲେ ଯେ, ‘ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି। ଠିକ୍ ସମୟରେ ଠିକ୍ କଥା କହିବି।’
ଆଜି ସୁନା ଦର ବୃଦ୍ଧି ପାଇଛି..ଜାଣନ୍ତୁ କେତେ...
ଅନ୍ଧାର ରାତିରେ ଜଣେ ମହିଳା ନିଜର କଅଁଳା ଛୁଆକୁ ଧରି ଆତ୍ମହତ୍ୟା କରିବା ପାଇଁ କଟକ ରେଲ୍ୱେ ଷ୍ଟେସନର ରେଳ ଧାରଣାରେ ବସିଥିଲେ। ଜଣେ ମହିଳା ପୋଲିସ୍ ଦେବଦୂତ ସାଜି ଆସିଲେ ଓ ଜୀବନ ବଞ୍ଚାଇଲେ।
ବଢ଼ୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା...୨୪ ଘଣ୍ଟାରେ ଏତିକି ଆକ୍ରାନ୍ତ ଚିହ୍ନଟ....
ଗତକାଲି ସନ୍ଧ୍ୟାରେ ବଡ଼ ଭାଇ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ। ପାଣି ଭିତରେ ପଶି ମାଛ ମାରୁଥିବା ସମୟରେ ଆଉ ବାହାରକୁ ବାହାରି ପାରିନଥିଲେ। ଆଜି ତାଙ୍କ ଶବ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା।
ପୁରୀରେ ଖୁବ୍ଶୀଘ୍ର ନିର୍ମାଣ ହେବ ଗ୍ରୀନ୍ଫିଲ୍ଡ ଏୟାରପୋର୍ଟ। ପୁରୀରେ ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟ ଧୀରେ ଧୀରେ ଆଗଉ ଥିବାରୁ ପୁରୀ ବାସିନ୍ଦା ଖୁସିପ୍ରକଟ କରିଛନ୍ତି।
ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା। ଏଥିପାଇଁ ଅପରାହ୍ଣ ଦ୍ୱିପହର ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବାବୁ-ପ୍ରକୃତି ଏବଂ ତୃପ୍ତି ମଧ୍ୟରେ ହୋଇଥିବା ଝଗଡା ଅନେକ ଫ୍ୟାନ୍ଙ୍କ ମନକୁ ଆଘାତ ଦେଇଛି।
ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହାର ଜବାବ ରଖି ଅର୍ଥମନ୍ତ୍ରୀ କହିଛନ୍ତି, ବିରୋଧୀ ଆଣିଥିବା ଅଭିଯୋଗ ଭିତ୍ତିହୀନ।
ପ୍ରକୃତି-ତୃପ୍ତି-ବାବୁସାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦେଖିବାକୁ ମିଳିଛି ମା’ ଅପରାଜିତାଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା। ଦିନେ ସେ ତାଙ୍କ ମା’ଙ୍କ ପାଇଁ ଏକ ଗୀତ ଗାଇ ସମସ୍ତଙ୍କୁ ଭାବ ପ୍ରବଣ କରିଦେଇଥିଲେ। ଶୁଣନ୍ତୁ ଏହି ଗୀତଟି…
ସ୍ୱପ୍ନ ସତ ହେଲା। ଅତିଥି ହୋଇ ଯାଇଥିଲେ, ଅଭୁଲା ଅନୁଭବ ନେଇ ଫେରିଲେ।
୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା ସାଙ୍ଗକୁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ ଭଲ ରେଜଲ୍ଟ ଦେଇଛି । ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ରହିଛି ୯୪.୧୨% । ୪୫ ହଜାର ୫୮୭ ଛାତ୍ର ପାସ୍ କରିଥିବା ବେଳେ ପାସ୍ ହାର ୯୩.୮୦ ପ୍ରତିଶତ ରହିଛି । ସେହିପରି ୩୨ ହଜାର ୫୧୯ ଛାତ୍ରୀ ପାସ୍ କରିଛନ୍ତି ।
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଭିନେତା ବାବୁସାନ ତ ପହଞ୍ଚିଲେ, କିନ୍ତୁ ଏକାଧିକ ଅସମାହିତ ପ୍ରଶ୍ନ ଏବେ ଘେରିରହିଛି ତାଙ୍କୁ ।
ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍ ଆଘାତରୁ ମୁକୁଳାଇବାକୁ ଯାଇ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି।
ହାଇକୋର୍ଟରେ ବାବୁସାନ ଆଗୁଆ ଜାମିନ ଆବେଦନ କରିଛନ୍ତି।