/odishatv-khabar/media/post_attachments/uploadimage/library/16_9/16_9_0/Panchang_1732677323.jpg)
Panchang
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ସନ୍ଧ୍ୟା ୦୬.୦୭ ଗତେ ତୁଳା,ତିଥି- ୧୨ଶୀ ର ଅହୋରାତ୍ର,ଘାତଚନ୍ଦ୍ର- ବୃଷ ରାଶିର ସନ୍ଧ୍ୟା ୦୬.୦୭ ପର୍ଯ୍ୟନ୍ତ,ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
Advertisment
ଶୁଭ ସମୟ:
ପ୍ରାତଃ-୦୬.୦୬ ରୁ ୦୮.୧୭
ଦିବା- ୧୦.୨୮ ରୁ ୧୧.୩୪
ଦିବା- ୦୧.୨୩ ରୁ ୦୩.୩୪
ସନ୍ଧ୍ୟା- ୦୫.୫୪ ରୁ ୦୬.୪୬
ରାତ୍ରି- ୦୮.୩୧ ରୁ ୦୨.୫୦
ରାତ୍ରି- ୦୪.୨୮ ରୁ ୦୬.୦୬
ଅଶୁଭ ସମୟ:
ରାହୁକାଳ- ଦିବା ୧୧.୩୪ ରୁ ୧୨.୫୬
କାଳବେଳା- ଦିବା ୦୮.୫୦ ରୁ ୧୦.୧୨
ବାରବେଳା- ଦିବା ୧୧.୩୪ ରୁ ୧୨.୫୬
କାଳରାତ୍ରି- ରାତ୍ରି ୦୨.୫୦ ରୁ ୦୪.୨୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)