କ୍ରିକେଟ ଖେଳକୁ ନେଇ ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ଼। ଅଣଛାତ୍ରଙ୍କ ଛୁରାମାଡ଼ରେ ୩ ଛାତ୍ର ଆହତ ହୋଇଛନ୍ତି।
ଟିଣଛପର ଭଙ୍ଗା ଦଦରା ଘର । ସେଇଠି ଗୋଟିଏ କ’ଣରେ ଶୋଇ ରହୁଛନ୍ତି ଜଣେ ବୃଦ୍ଧା । ଘର ଭିତରର ଦୃଶ୍ୟ ଦେଖିବା ପରେ ବିଶ୍ୱାସ କରିପାରିବେନି ସେଇଠି ମଣିଷ ରହୁଛନ୍ତି ବୋଲି । ଯେଉଁଠି ସାଇକେଲ୍ ରହିଛି ସେଇଠି ରୋଷେଇ, ସେଇଠି ଲୁଗାପଟା ଆଉ ସେଇଠି ମଣିଷ ବି ଶୋଇଛି
ପଞ୍ଜାବର ୪ ସହିଦ କୁଲୱନ୍ତ ସିଂ, ହରକିଷନ ସିଂ, ସେବକ ସିଂ ଓ ମନଦୀପ ସିଂଙ୍କୁ ଶେଷ ଦର୍ଶନ କରୁଛନ୍ତି ହଜାର ହଜାର ଲୋକ । ପୂରା ପଞ୍ଜାବ ଏକପ୍ରକାର ଜନସମୁଦ୍ରରେ ପରିଣତ ହୋଇଛି ।
ଏଥିପ୍ରତି ସରକାର ତୁରନ୍ତ ସତର୍କ ଦୃଷ୍ଟି ଦେଇ କାର୍ଯ୍ୟ ଆରମ୍ଭ କରିବା ଦରକାର ବୋଲି କହିଛନ୍ତି ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମର ଶରୀରକୁ ଶେଷ ଦର୍ଶନ କରିଛନ୍ତି ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ।
୨୩ ବର୍ଷର ସ୍ଥିର ସରକାର । ସ୍ୱାମୀ ପିଠିରେ ମାଂସ ବଢୁଛି, ସ୍ତ୍ରୀ ବି ଦିବ୍ୟାଙ୍ଗ । ରାସନକାର୍ଡ ଖଣ୍ଡେ ପାଇଁ ପ୍ରଶାସନକୁ ଗୁହାରି କରି କରି ଥକିପଡ଼ିଲେଣି ହେଲେ କାର୍ଡ ମିଳିଲାନି । ବିଡ଼ିଓ କହୁଛନ୍ତି ଖୁବଶୀଘ୍ର ସାହାଯ୍ୟ ମିଳିବ
ସ୍ୱପ୍ନ ତାଙ୍କୁ ଶୁଆଇ ଦେଉନି । ଅଧ୍ୟାପକ ହେବାର ନିଶା ତାଙ୍କୁ ପାଗଳ କରିଦେଇଛି । ଘରର ଆର୍ଥିକ ଅବସ୍ଥା ବି ଭଲ ନାହିଁ । ହେଲେ ବାପା-ମାଆଙ୍କୁ ନଜଣାଇ କଲେଜ୍ରେ କ୍ଲାସ୍ ସାରି ରାସ୍ତା କଡରେ ଖେଳନା ବିକୁଛନ୍ତି । ସ୍ୱପ୍ନ ପୂରଣ ଲାଗି ଦିନରାତି ପରିଶ୍ରମ କରୁଛନ୍ତି ସୌରୀ
ବଞ୍ଚି ଥାଉଥାଉ ମହିଳାଙ୍କୁ ମାରିଦେଲେ ଅଙ୍ଗନବାଡ଼ି ଦିଦି । ୭ ମାସ ହେଲାଣି ପାଉନାହାନ୍ତି ଭତ୍ତା । ବ୍ଲକ୍କୁ ଗଲା ବେଳକୁ ବାବୁ କହୁଛନ୍ତି ରେକର୍ଡ କହୁଛି ତୁମେ ମରିଯାଇଛ
ବୈଶାଖ ଆରମ୍ଭରୁ ଶୁଖିଗଲାଣି ମହାନଦୀ । ଯେଉଁଠି ଅକାତକାତ ପାଣି ରହିବାର କଥା, ସେଇଠି ପାଦେ ପାଣି ନାହିଁ । ଏବେ ଚିନ୍ତାରେ ମତ୍ସଜୀବୀ...ସରକାର ଯଦି ବ୍ୟାରେଜ କରିଥାଆନ୍ତେ ଏମିତି ସମସ୍ୟା ଉପୁଜିନଥାନ୍ତା ବୋଲି କହୁଛନ୍ତି ଚାଷୀ
ସାଲେପୁର ପରେ ଜଳେଶ୍ୱର । ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ । ବିଜୁ ବାବୁଙ୍କ ଲାଗି ମନ୍ତ୍ରୀ ଗୋଟିଏ ପଟେ ସଭା କରୁଛନ୍ତି ତ ଆଉ ଦଳୀଏ ନେତା ଅନ୍ୟଠାରେ କରୁଛନ୍ତି ସଭା । ସେପଟେ କର୍ମୀ ନାରା ଦେଉଛନ୍ତି ଅଶ୍ୱିନୀ ହଟାଅ, ବିଜେଡି ବଂଚାଅ
ଆଶ୍ଚର୍ଯ୍ୟ ! ଅଛି ଅଛି ଘରେ ନିଆଁ ଲାଗିଯାଉଛି । ହୁତୁହୁତୁ ହୋଇ ଜଳୁଛି ପାଳ ସହିତ ଘର । ଦମକଳ ନିଆଁ ଲିଭାଇବା ପରେ ବି ଜଳୁଛି । ୩ ଦିନ ହେଲାଣି ଡରିଡରି ବଞ୍ଚୁଛନ୍ତି ଗାଁ ଲୋକେ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ-JTA ସେକ୍ସନର ଦୁଇଟି ଫାଇଲ ଆଇନ ବିଭାଗ ପାଉନଥିବା ଚର୍ଚ୍ଚା ହୋଇଥିଲା।
ଖରାଛୁଟିରେ ଅନ୍ ଲାଇନ୍ ଜରିଆରେ ଡାଉଟ କ୍ଲିୟରିଂ କ୍ଲାସ୍ କରାଯାଉଥିବାରୁ ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ପିଲାଏ କରିପାରନ୍ତି।
ପୁରୀ ସରକାରୀ ITIରେ ଇନଷ୍ଟ୍ରକଟର ଚାକିରି କରୁଥିବା ପତ୍ନୀ ସୁଶ୍ରୀ ସଂଗୀତା ଡ୍ୟୁଟିରେ ଥିବାରୁ ପରେ କଥା ହେବେ କହି ଫୋନ୍ ରଖିଥିଲେ। ହେଲେ ସେହି କଲ ଯେ, ସ୍ବାମୀଙ୍କ ଶେଷ କଲ ପାଲଟିଯିବ, ସେ କଥାକୁ ବିଶ୍ବାସ କରି ପାରୁ ନାହାନ୍ତି ସେ।
୧୦ ଦିନର ଗ୍ରୀଷ୍ମ ପ୍ରବାହ ପରେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ବେଳେ ପାଣିପାଗ ବିଭାଗ କହିଛି। ୨୬ ତାରିଖ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି।
ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିବା ରାଜା ଖାନ୍ ପାଖକୁ ଆସିଥିଲା STF।
ପୁରୀକୁ ବହୁ ଦିନ ତଳେ ଆସିଥିଲି। ଆଜି କିନ୍ତୁ ସମୟ ଅଭାବରୁ ଯାଇପାରୁନି। କିନ୍ତୁ ଲିଙ୍ଗରାଜ ମନ୍ଦିର ଯିବି ବୋଲି କହିଲେ ଶିଳ୍ପା
କେନ୍ଦ୍ରରେ କଂଗ୍ରେସ ଶାସନାଧୀନ ମନମୋହନ ସିଂହଙ୍କ ସରକାର ଥିବାବେଳେ ୬ଟି କେନ୍ଦ୍ରୀୟ ପ୍ରତିଷ୍ଠାନ ଓଡ଼ିଶାରେ ପ୍ରତିଷ୍ଠା ପାଇଁ ଜୋରଦାର ଦାବି, ଆନ୍ଦୋଳନ ଓ ପ୍ରତିବାଦ ଦେଖାଦେଇଥିଲା। ସବୁ ସ୍ତରରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ବିରୋଧ କରାଯାଇଥିଲା। ହେଲେ ବେଦାନ୍ତ ବେଳକୁ…
ବରିଷ୍ଠ ନାଗରିକଙ୍କ ଉପରେ ଏଭଳି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି।
୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଜଣଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
କାନଭାସ ଉପରେ ମୟୂରପୁଚ୍ଛ ପ୍ରଛଦରେ ଚିତ୍ର ଆଙ୍କୁଥିବା ଚିତ୍ରକର ହେଉଛନ୍ତି ମୟୂରଭଞ୍ଜ ଉଦଳାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଯାନୀ ଭୂୟାଁ । ବ୍ୟସ୍ତ ବହୁଳ ପ୍ରଶାସନିକ ଜୀବନଶୈଳୀରେ ଛନ୍ଦି ହୋଇ ମଧ୍ୟ ନିଜ ଚିତ୍ର ଆଙ୍କିବା ନିଶା ପାଇଁ ସମୟ ବାହାର କରି ସୃଷ୍ଟି କରିଛନ୍ତି ଏତେ ସବୁ ଚମତ୍କାର ଚିତ୍ରକଳା ।
ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ଶୁକ୍ରବାର ରାତିର ଶେଷ ସମୟରେ ୫ଟା ୧୩ ମିନିଟ୍ ସମୟରେ ମୀନ ରାଶିର ଅଶ୍ୱନୀ ନକ୍ଷତ୍ର ମେଷ ରାଶିକୁ ସଂଚାର କରିଛନ୍ତି। ବୃହସ୍ପତି ମହାଗ୍ରହ ହେଉଛନ୍ତି ଶୁଭ ଗ୍ରହ। ତାଙ୍କର ଦୃଷ୍ଟି ଜାତକ ଯେଉଁ ଭାବ ଉପରେ ରୁହେ ସେ ଭାବ ବୃଦ୍ଧି ପାଏ
ସାଧାରଣ ନିର୍ବାଚନ ପରି ପ୍ରାର୍ଥୀ ଚୟନ ପାଇଁ ହେଉଥିବା ଏହି ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏଜେଣ୍ଟ ମାନଙ୍କ ସହ ପ୍ରିଜାଇଡିଙ୍ଗ ଏବଂ ପୁଲିଙ୍ଗ ଅଫିସରଙ୍କ ଦାୟିତ୍ୱ ତୁଲାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।
ଦୁର୍ଦ୍ଦାନ୍ତ ଅପରାଧୀ ତଥା ମାଫିଆ ଡନ୍ ଅତିକ୍ ଅହମ୍ମଦର ଡାହାଣ ହାତ ଗୁଡ୍ଡୁ ମୁସଲିମ୍ ଲିଙ୍କ୍ରେ ଓଡ଼ିଶାରେ ୟୁପି ଏସ୍ଟିଏଫ୍ ଟିମ୍ ତନାଘନା କରିଥିଲେ। ୟୁପି STF ଟିମ୍ ବରଗଡ଼ ଆସିଥିବା ନେଇ ବରଗଡ଼ ଏସ୍ପି ପ୍ରହ୍ଲାଦ ସାହାଇ ମୀନା ସ୍ପଷ୍ଟ କରିଛନ୍ତି।