• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Online Class

class in Vacation
ଅନଲାଇନରେ ପିଲାଙ୍କ ଡାଉଟ୍‌ କ୍ଲିୟରିଂ କ୍ଲାସ୍, ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ଚିନ୍ତା

ଖରାଛୁଟିରେ ଅନ୍ ଲାଇନ୍ ଜରିଆରେ ଡାଉଟ କ୍ଲିୟରିଂ କ୍ଲାସ୍ କରାଯାଉଥିବାରୁ ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ପିଲାଏ କରିପାରନ୍ତି।

Delhi Anganwadi
ଅଙ୍ଗନବାଡ଼ି ବି ଚାଲୁଛି ଅନ୍‌ଲାଇନ୍‌ରେ, ନିୟମିତ ହେଉଛି ସ୍ୱାସ୍ଥ୍ୟ ପରୀକ୍ଷା ସାଙ୍ଗକୁ ଭଲ ଖାଇବା !

ଅଙ୍ଗନୱାଡି କେନ୍ଦ୍ରର ସୁପରଭାଇଜର ପରମଜିତ କହିଛନ୍ତି ଯେ, ଗତ ବର୍ଷ କରୋନା ପରେ ହୋଇଥିବା ଲକ୍‌ଡାଉନ୍‌ ବେଳେ ଅଙ୍ଗନବାଡ଼ି କେନ୍ଦ୍ରର ସୁବିଧା ପିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ଅସୁବିଧା ହେଉଥିଲା ।

Gujrat Lady Teacher
ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିନବ କୌଶଳ ଆପଣାଇଛନ୍ତି ଏହି ଶିକ୍ଷୟିତ୍ରୀ

ଲକଡାଉନରେ ସମୟରେ ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିନବ କୌଶଳ ଆପଣାଇଛନ୍ତି ଗୁଜରାଟର ଜଣେ ଶିକ୍ଷୟିତ୍ରୀ । ଯେଉଁ ପିଲାମାନେ ଅନଲାଇନ କ୍ଲାସରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ପାଇଁ ଖୋଲାସ୍ଥାନରେ ନିଜେ କ୍ଲାସ ନେଉଛନ୍ତି ସରକାରୀ ସ୍କୁଲର କିଛି ଶିକ୍ଷୟିତ୍ରୀ ।

Odisha
ପାହାଡ଼ ସାଜିଛି ସ୍କୁଲ ଆଉ ଚଟାଣ ପାଲଟିଛି କ୍ଲାସ ରୁମ୍

କରୋନା ପାଇଁ ବର୍ଷେ ହେଲା ସ୍କୁଲ ବନ୍ଦ । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢା ବ୍ୟବସ୍ଥା କରିଛନ୍ତି । ହେଲେ ପିଲାଙ୍କ ଶିକ୍ଷାଦାନରେ ସମସ୍ୟା ସାଜିଛି ନେଟୱାର୍କ ।

teachers
ପିଲାଙ୍କ ପାଖରେ ଅନ୍‌ଲାଇନ୍‌ ପାଠ ପଢ଼ା ପହଞ୍ଚାଇବା ପାଇଁ, ଶିକ୍ଷକ ବାଛିଲେ ନିଆରା ଉପାୟ..

ଭୁବନେଶ୍ୱର: ମହାମାରୀ କରୋନାରେ ଭୁଶୁଡ଼ି ପଡ଼ିଥିବା ସ୍କୁଲ୍ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାକୁ ରାଜ୍ୟ ସରକାର ନିକଟରେ ଆରମ୍ଭ କରିଛନ୍ତି ୟୁଟ୍ୟୁବ ଲାଇଭ୍ ଲର୍ଣ୍ଣିଂ । ମୋବାଇଲ ମାଧ୍ୟମରେ ପିଲା କେମିତି ପଢ଼ିବ ସେଥିପାଇଁ ଉଦ୍ୟମ ହୋଇଥିବା ବେଳେ ଏ ବ୍ୟବସ୍ଥାକୁ…