• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Matric Exam
ଆର୍ଥିକ ସ୍ଥିତି ଏତେ ଖରାପ ଯେ ପରୀକ୍ଷା ଦେଉନାହାନ୍ତି ଛାତ୍ରଛାତ୍ରୀ, କିଏ ଦାଦନ ଖଟି ଯାଇଛି ତ କିଏ...

ଘରେ ରୋଗୀଣା ବାପା । ତେଣୁ ଅଧାରୁ ପାଠ ଛାଡି ଟେଣ୍ଟ ହାଉସରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛି ଅସୀମ ।

Elephant Death
ବଣ ବଦଳରେ ବହି ଚିତ୍ରରେ ସୀମିତ ରହିବେନି ତ ହାତୀ ?

ଓଡ଼ିଶା ଜଙ୍ଗଲରୁ ସଫା ହୋଇଯିବେ କି ଗଜରାଜ ? ଆଉ ବଣରେ ନୁହେଁ ବହି ଚିତ୍ରରେ ସୀମିତ ହୋଇଯିବେନି ତ ସ୍ଥଳଭାଗର ଏ ବଡ଼ ଜୀବ ? ପ୍ରଶ୍ନ ଉଠିଛି ବିଧାନସଭାରେ, କାରଣ ହାତୀ ମୃତ୍ୟୁକୁ ନେଇ ରାଜ୍ୟ ସରକାର ରଖିଛନ୍ତି ଅତି ଚିନ୍ତାଜନକ ତଥ୍ୟ ।

Driver Protest
ପୁଣି ରାସ୍ତାକୁ ଓହ୍ଲାଇବେ ଡ୍ରାଇଭର ସଂଘ, ଚାରିଆଡ଼େ ହେବ ଚକା ଜାମ୍ !

ଆଇନଶୃଙ୍ଖଳା ସ୍ଥିତି ଉପୁଜିଲେ ତାକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବି ବସ ମାଲିକ ସଂଘ ଚିଠି ଲେଖିଛି ।

5T
ରାଜ୍ୟରେ ଏମିତି କାମ କରୁଛି 5T, ଛାତ୍ରଛାତ୍ରୀ ଦେଉନାହାନ୍ତି ମାଟ୍ରିକ୍ ପରୀକ୍ଷା

5T କୁ ନେଇ ବଢିଲା ବିବାଦ । ବିଧାନସଭାରେ ପୁଣି 5T ତାତି । ସ୍କୁଲଗୁଡ଼ିକର 5T ରୂପାନ୍ତୀକରଣକୁ ନେଇ ଉଠିଲା ପ୍ରଶ୍ନ । ଗତକାଲି ବିଧାନସଭାରେ 5T ଏକ ବିଭାଗ କି ବୋଲି ପ୍ରଶ୍ନ ଉଠିଥିବା ବେଳେ ଆଜି 5T ମାଧ୍ୟମରେ ସ୍କୁଲ୍ ରୂପାନ୍ତୀକରଣ ଉପରେ ଉଠିଛି ପ୍ରଶ୍ନ ।

Barsha Anubhab
ପୁଣି ସୋସିଆଲ ମିଡିଆରେ ବର୍ଷାଙ୍କୁ ନେହୁରା ହେଲେ ଅନୁଭବ, କହିଲେ ଦୁରେଇ ଯାଅ...

ଏନେଇ ବର୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

Odisha Matric Exams
ମାଟ୍ରିକ ଡ୍ରପଆଉଟ୍‌ ପିଲା ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା

ମାଟ୍ରିକ ଡ୍ରପଆଉଟ ପିଲା ଦେବେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା ଦେଇଛନ୍ତି ।

special story
ଚାଷ ପ୍ରେମରେ ଚାକିରିଆ ଦମ୍ପତି : ଗରିବଙ୍କ ମୁହଁରେ ଆହାର ଦେବାପାଇଁ ଖୋଲିଛନ୍ତି ଫାର୍ମ ହାଉସ

ଢେଙ୍କାନାଳ ଜିଲ୍ଲାରେ ଚାଷ କରି ସାଉଁଟିଛନ୍ତି ଅନେକ ପ୍ରଶଂସା

driver
ବସ୍ ମାଲିକ-ଡ୍ରାଇଭର ସଂଘ ମୁହାଁମୁହିଁ : ଆନ୍ଦୋଳନରେ ସାମିଲ ହେବନି ନିଖିଳ ଓଡିଶା ଅଟୋ ମହାସଂଘ

ଘରୋଇ ବସ୍ ଆସନ୍ତାକାଲି ଚାଲିବ ସ୍ପଷ୍ଟ କଲା ମାଲିକ ସଂଘ

  • Tuesday, 14 March 2023
Western disturbance
ଭିଜିବ ଉପାନ୍ତରୁ ଉପକୂଳ : ୧୭ ତାରିଖ ପାଇଁ ୧୨ଟି ଜିଲ୍ଲାକୁ ୱାର୍ଣ୍ଣିଂ

ଝଡ଼ ପବନ ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା

Fraudster arrested for duping students to help pass Plus 2 exam
ପେଶା ଓକିଲ, ହେଲେ ନିଶା ଠକେଇ...ମାଷ୍ଟରମାଇଣ୍ଡ ଲଗାଇ ଛାତ୍ରଛାତ୍ରୀଙ୍କୁ ଚୂନ ଲଗାଉଥିଲେ

ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପରୀକ୍ଷାରେ ପାସ୍ କରାଇ ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି।

  • Tuesday, 14 March 2023
Rs 17.89 Crore Spent For Helicopter Trips Of Odisha CM And Other Ministers
ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀଙ୍କ ହେଲିକପ୍ଟର ଟ୍ରିପ୍‌:୨ ବର୍ଷରେ ରାଜ୍ୟ ରାଜକୋଷରୁ ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମନ୍ତ୍ରୀମାନେ ହେଲିକପ୍ଟରରେ ମୋଟ୍‌ ୭୬ଟି ଗସ୍ତ କରିଛନ୍ତି। ଏଥିପାଇଁ ରାଜ୍ୟ ରାଜକୋଷରୁ ୧୭ କୋଟି ୮୯ ଲକ୍ଷ ୧୩ ହଜାର ୭୧୩ ଟଙ୍କା ଖର୍ଚ୍ଚ ହୋଇଛି।

Fire In Forest In Various Places Across Odisha
ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ: ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ। ଏଥିରେ ଲାଗି ପାରୁନି ରୋକ୍‌। ପ୍ରାୟ ୧୫ ହଜାର ସ୍ଥାନରେ ନିଆଁ ଲାଗିଥିବା ପଛରେ ନିଆଁ ଲିଭାଇବା କାମରେ ବନ କର୍ମଚାରୀ ଲାଗିଛନ୍ତି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 14 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 14 March 2023
Crime
ମୋବାଇଲ୍ ଦେଲେନି ବୋଲି କ’ଣ ସ୍ୱାମୀକୁ ହାଣିଦେଲା ସ୍ତ୍ରୀ..! ନା ରହିଛି ଅନ୍ୟ କିଛି କାରଣ ?

ବଲାଙ୍ଗିର ପୁଇଁତଳାର ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ମୋବାଇଲ ମାଗିଥିବା ପତ୍ନୀଙ୍କୁ ଡାଟା ସରିଯିବ କହି ମନା କରିଥିଲେ ସ୍ୱାମୀ ।

Jungle Firemishap
ମାଡ଼ି ଚାଲିଛି ଜଙ୍ଗଲ ନିଆଁ ! ୧୨ ଶହରୁ ଅଧିକ ସ୍ଥାନରେ ଜଳୁଛି, ବନ୍ୟଜନ୍ତୁ ଜନବସତି ମୁହାଁ

ଜନବସତି ମୁହାଁ ଜଙ୍ଗଲ ଯନ୍ତୁଙ୍କୁ ନେଇ ଚିନ୍ତା । ନିଆଁ ଲଗାଉଥିବା ବ୍ୟକ୍ତି ସମ୍ପର୍କରେ ଖବର ଦେଲେ ୧୦ ହଜାର ପୁରସ୍କାର ।

Odisha Politics
ବିଧାନସଭାରେ ବଡ଼ ପ୍ରଶ୍ନ, 5T କ’ଣ ଏକ ବିଭାଗ ? ନା.. 5T ଏକ ଚିନ୍ତାଧାରା..!

ସବୁ ବିଭାଗର କ୍ଷମତା ସଂକୋଚନ ପାଇଁ ଆସିଛି କି 5T ? ଯଦି ବିଭାଗ, ତେବେ ବିଧାନସଭାରେ କାହିଁକି ହେଉନି ପ୍ରଶ୍ନୋତ୍ତର ?

Loot
କି ଦୁର୍ଭାଗ୍ୟ ! ଗାଡ଼ିରୁ ତେଲ ସରିବାରୁ ଧରାପଡ଼ିଗଲେ ଲୁଟେରା

୨ଜଣ ଲୁଟେରା କେନ୍ଦ୍ରାପଡା ରାସ୍ତାରେ ଜଣେ ମହିଳାଙ୍କଠାରୁ ଚେନ୍ ଛିନତାଇ କରି ସ୍ପିଡରେ ପଳାଇ ଯାଉଥିବାବେଳେ ସେମାନଙ୍କୁ ଧରିବାକୁ ପଛରେ ଗୋଡାଇ ଥିଲେ କିଛି ଲୋକେ । ତେବେ ସ୍ପିଡ୍ ରେ ଯାଉଥିବାବେଳେ ଲୁଟେରାଙ୍କ ଗାଡିରୁ ତେଲ ସରିଯାଇଥିଲା । ତା’ପରେ..

  • Monday, 13 March 2023
  • Loot
bike stunt
ବାଲେଶ୍ୱରର ବୁଲେଟ୍‌ ରାଣୀ : ଦୁଃସାହସିକ ଷ୍ଟଣ୍ଟ ପ୍ରଦର୍ଶନ କରି ଚମକାଇ ଦେଲେ ଜିନା

୨୭ ବର୍ଷିୟ ଜିନା ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର

 Jayanarayan Mishra
ଶୂନ୍ୟକାଳରେ ଜୟନାରାଣଙ୍କ ପ୍ରଶ୍ନ . . 5-T ଏକ ବିଭାଗ କି ?

5T ଟା କ’ଣ ବୁଝା ପଡୁନି । ଏହା କ’ଣ ଏକ ବିଭାଗ ?

  • Monday, 13 March 2023
  • 5T
Know The Last Talking Between Naba Das And His Daughter
ହତ୍ୟାକାଣ୍ଡର ଦିନକ ପୂର୍ବରୁ ଝିଅ ଦୀପାଳିଙ୍କ ସହ ନବ ଦାସଙ୍କ ଶେଷ କଥା...

ଗତ ୨୮ ତାରିଖରେ ନବ ଦାସ ଝିଅ ଦୀପାଳିଙ୍କୁ ଫୋନ କରି କହିଥିଲେ କି ତୁ ଶୀଘ୍ର ପଳାଇ ଆସେ। ଦୀପାଳିି ବିଦେଶରେ ଥିବାରୁ ତାଙ୍କୁ ଶୀଘ୍ର ଆସିବାକୁ କହିଥିଲେ ନବ।

weather alert
ଆସୁଛି ଆଉ ଏକ ପଶ୍ଚିମା ଝଡ଼ : ୧୬ ଓ ୧୭ରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା

Cough syrup bottles worth Rs 40 lakhs seized from bolangir
ନିଶା କବଳରେ ଯୁବପିଢ଼ି, ୪୦ ଲକ୍ଷ ଟଙ୍କାର କଫ ସିରପ୍‌ ଜବତ...

ନିଶା ବିରୋଧରେ ବଲାଙ୍ଗିର ପୋଲିସ୍‌ର ମିଶନ ‘କଫ ସିରପ୍‌’। ଗାଡ଼ି ସମେତ ୪୦ ଲକ୍ଷ ଟଙ୍କାର କଫ ସିରପ୍‌ ବୋତଲ ବଲାଙ୍ଗିର ପୋଲିସ୍‌ ଜବତ କରିଛି। 

 Odisha Matric Exam
ପରୀକ୍ଷା ବେଳେ ମୋବାଇଲ୍‌ ଅନ୍‌ କଲେ; ନିଲମ୍ବିତ ହେଲେ ୩ ଅଧୀକ୍ଷକ

କାକଟପୁର ଓ ନୟାହାଟ ବାଳିକା ଉଚ୍ଚ ବିଦ୍ୟାଳୟ ଅଧୀକ୍ଷକ ବଦଳିଲେ । ପରୀକ୍ଷା ବେଳେ ଅଧୀକ୍ଷକଙ୍କ ମୋବାଇଲ୍ ସ୍ୱିଚ୍ ଅନ୍ ଥିବାରୁ ବଦଳିଲେ । କାକଟପୁର ବାଳିକା ଉଚ୍ଚ ବିଦ୍ୟାଳୟ କିରାଣୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି ।

Potato Farming
ନୂଆପଡ଼ା ଚାଷୀଙ୍କୁ ଆଳୁ ଦେଇଛି ନୂଆ ରୋଜଗାର

ସାର୍ଥକ ହେଲା ଶ୍ରମ ଦାନ । ଯାହା ଅସମ୍ଭବ କୁହାଯାଉଥିଲା, ତାହାକୁ ସମ୍ଭବ କରି ଦେଖାଇଲେ ଚାଷୀ । ପୁଣି ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ କଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ।