ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଅଧାରେ ଅଟକିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ର ମରାମତି ସରିବା ପରେ ପୁଣି ତାର ଯାତ୍ରା ଆରମ୍ଭ କରିଛି ।
ବ୍ୟାଙ୍କରୁ ଟଙ୍କା ଉଠାଇଲା ବେଳେ, କେତେବେଳେ ବୃଦ୍ଧବୃଦ୍ଧାଙ୍କ ଆଙ୍ଗୁଳି ଛାପ ମିଶୁ ନଥିଲା ତ ତେକେବେବେଳେ ଆଖି ସମସ୍ୟା ଓ ଲିଙ୍କ ଫେଲୁଅର ପାଇଁ ଟଙ୍କା ଉଠାଇ ହେଉ ନଥିଲା।
ଛାଇ-ଆଲୁଅର ଅଦ୍ଭୁତ ଖେଳ । ସକାଳୁ ଛାଇ ଥିଲା, ମଧ୍ୟାହ୍ନରେ ଉଭେଇଗଲା । ଦୁଇ ମିନିଟ୍ ପାଇଁ ଭୁବନେଶ୍ୱର ପାଲଟିଲା ଛାୟାଶୂନ୍ୟ ସହର । ଆଉ ଏ ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବାକୁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ ।
ବିଜେଡି ପାଖରେ ଅଛି କି କଳାଧନ ? ଦଳ ହୋର୍ଡିଂ କରିଛି କି ୨ ହଜାର ଟଙ୍କିଆ ନୋଟ ? ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ବିଜେଡି ଚିନ୍ତାରେ ଥିବା ଚର୍ଚ୍ଚା ।
ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ହତ୍ୟାକୁ ଆସନ୍ତା ମେ ୨୮ ତାରିଖରେ ପୂରିବ ୧୨୦ ଦିନ । ହେଲେ ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଦାଖଲ କରି ପାରିଲାନି ମାମଲାର ଚାର୍ଜସିଟ୍ ।
କାଲି ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଫୋନ୍ କଲ୍ ଯାଇଛି।
ପରିଚୟ ମେକାନିକ, କିନ୍ତୁ ପ୍ରଫେସନ ପକ୍କା ନିଶା ବେପାରୀ । ରାଜଧାନୀର ପୋସ୍ ଏରିଆ ୮ ନମ୍ବର ଅଞ୍ଚଳରେ ଗ୍ୟାରେଜ୍ ଦୋକାନ ବାହାନାରେ ଧଳା ଜହର ବିକି ଏସଟିଏଫ୍ ହାବୁଡ଼ରେ ପଡ଼ିଥିବା ଇଏ ସେଇ ଅଭିଯୁକ୍ତ ।
ନିର୍ଦ୍ଦେଶ କୁ ମାନୁଛି କିଏ? ସବୁ ଆଡେ ଇଂରାଜୀରେ ହୋଡିଂ...ଦିନରେ ଘୁଙ୍ଗୁଡ଼ି ମାରୁଛି ପ୍ରଶାସନ
ଯେ କୌଣସି ମୁହୁର୍ତ୍ତରେ ଆସିପାରେ କଲ୍ । ରିଙ୍ଗ୍ ହୋଇପାରେ ବିଧାୟକଙ୍କ ମୋବାଇଲ ଫୋନ। ରାଜ୍ୟ ମନ୍ତିମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣର ସମ୍ଭାବ୍ୟ ପ୍ରକ୍ରିୟା ଭିତରେ ଏବେ ନବୀନଙ୍କ କଲ୍ କୁ ବିଧାୟକଙ୍କ ଅପେକ୍ଷା।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ତାତି ଆହୁରି ୫ ଦିନ ରହିବ ।
୬୦ ନୁହେଁ ୧୦୦ ଛୁଇଁଲାଣି ବାବୁ, ଏତେ ଥର ଗୁହାରି କଲି କିନ୍ତୁ କେହି ଶୁଣିଲେନି । ଆଉ କେତେ ଗୁହାରି କରିବି? କେତେ ନେହୁରା ହେବି? ଭତ୍ତା ପାଇଁ ଦହଗଞ୍ଜ ହେଉଛନ୍ତି ସ୍ୱାମୀ ପରିତ୍ୟକ୍ତା ମହିଳା
ଯାଜପୁର ବୈତରଣୀ ରୋଡ୍ ନିକଟରେ ବନ୍ଦେ ଭାରତ ଟ୍ରେନ୍ ଅଟକି ରହିଛି । କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ ଭାଙ୍ଗିଯାଇଛି ।
ମଧୁବାବୁ ପେନସନ୍ ଯୋଜନା(MBPY)ରେ ମିଳୁଥିବା ଭତ୍ତା ଆଉ ଆକାଉଣ୍ଟକୁ ଯିବ ନାହିଁ।
ଦୁଇ ହଜାର ଟଙ୍କିଆ ବନ୍ଦ ପାଇଁ RBIର ଘୋଷଣା ପରଠୁ ଏହାର ପ୍ରଭାବକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାରି ମଧ୍ୟରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଷ୍ଟେଟ ବ୍ୟାଙ୍କର ନୂଆ ଗାଇଡ ଲାଇନ ଲାଗୁ କରିଛି ।
ସରକାରୀ କ୍ୱାର୍ଟର କ୍ୟାମ୍ପସରେ ଚାଲିଥିଲା ବ୍ରାଉନସୁଗର ଡିଲ । କମିଶନରେଟ ପୋଲିସ ସହାୟତାରେ ରେଡ କରିଛି STF ।
ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାତିଛନ୍ତି ବାଲି ମାଫିଆ। ବେଆଇନ୍ ଭାବେ ନଦୀ ଘାଟରୁ ବାଲି ଆଣି ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଛି।
କେବେ ଦେଖିଛନ୍ତି କି ନାଲି ଗୁଣ୍ଡୁଚି ମୂଷା ? ଏକ ଢ଼ାବାରୁ ଏଭଳି ପ୍ରଜାତିର ମୂଷା ଉଦ୍ଧାର ହୋଇଛି ।
ଓଡିଶାରେ ୨୦୦୦ରୁ ଏକ ଦଶନ୍ଧି ଧରି ବିଜେଡି-ବିଜେପି ମିଳିତ ସରକାର କରିଥିଲେ। ତା’ପରେ ଉଭୟେ ଅଲଗା ହୋଇ ନିର୍ବାଚନ ଲଢିଲେ। ଏବେ ପୁଣି ସେହି ‘ସମ୍ପର୍କ’ ଗଢିଉଠୁଥିବା ସ୍ଥିତି ସାମ୍ନାକୁ ଆସିଛି ।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନେବେ ଶପଥ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି ।
ସ୍ୱାମୀ ପର କରିଦେଉ...ଆମକୁ ନପଚାରୁ...ଆମେ ତାଙ୍କୁ କେବେ ଭୁଲିପାରିବୁନି । ପିଣ୍ଡରେ ପ୍ରାଣ ଥିବା ଯାଏଁ ଆମେ କରୁଥିବୁ ସାବିତ୍ରୀ
ସାମାନ୍ୟ ଚୋରି ଅଭିଯୋଗରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଅତି ନୃଶଂସ ଆକ୍ରମଣ କରି ହତ୍ୟା କରାଯାଇଛି । ଗଂଜାମ ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏପର୍ଯ୍ୟନ୍ତ ଗିରଫ ହୋଇଛନ୍ତି ୭ ଅଭିଯୁକ୍ତ ।
ଅଣ ମୌସୁମୀରେ ଅଣ ଜଳସେଚିତ ଜମିରେ ଚାଷୀଙ୍କୁ ବର୍ଷସାରା ପାଣି ଯୋଗାଇ ଦେବାକୁ ବାଙ୍କି ବ୍ଲକର ଜୁଣିଆ ନାଳ ଗୌଡଛେଲିଠାରେ ଚେକଡ୍ୟାମ୍ ନିର୍ମାଣ ଚାଲିଛି। ତେବେ ଠିକାଦାରଙ୍କୁ ସୁହାଇବା ଭଳି ସ୍ଥାନରେ ଆଡ଼ିବନ୍ଧ ନିର୍ମାଣ ହେବା ଏବଂ ଠିକାଦାରଙ୍କ ମନମାନିରେ ଢଳେଇ ହେଉଥିବା ଅଭିଯୋଗ ଆସିଛି।
ବନ୍ଦେ ଭାରତ ଏକ୍ସପ୍ରେସ୍..ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କାରଣ ଏହାର ଭଡା ଅନ୍ୟ ଟ୍ରେନ୍ଠାରୁ ଭିନ୍ନ...ଏମିତିକି ବହୁ ଅଧିକ । ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ହାୱଡା-ପୁରୀ ମଧ୍ୟରେ ଚେୟାର କାର୍ ଟିକେଟ୍ ୧୨୬୫ ଟଙ୍କା ଓ ଏକ୍ଜିକ୍ୟୁଟିଭ୍ ଚେୟାର ଟିକଟ ୨୪୨୦ ଟଙ୍କା ରହିଛି ।
ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୂ ଅଦ୍ରିଜା ସିଂଙ୍କ ଅଭିଯୋଗ ପଞ୍ଜୀକରଣ ହୋଇଛି। ସ୍ୱାମୀ ଅର୍କେଶଙ୍କ ସମେତ ଶ୍ୱଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢ଼ଶୁର କଳିକେଶ ସିଂଦେଓ ଓ ବଡ଼ ଯାଆ ମେଘନାଙ୍କ ବିରୋଧରେ ଅଦ୍ରିଜା ଯୌତୁକ ଓ ନିର୍ଯାତନା ଅଭିଯୋଗ ଆଣିଥିଲେ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ରାଜଧାନୀ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଛି ୭ କୋଟି ୯୦ ଲକ୍ଷ ୩୫ ହଜାରରୁ ଅଧିକ ଟଙ୍କାର ବିଦ୍ୟୁତ୍ ବିଲ୍। ତା’ବି ପୁଣି ସ୍ମାର୍ଟ ମିଟର ଜରିଆରେ।