ଭୁବନେଶ୍ୱରରୁ ବାଲେଶ୍ୱର ଯାଏଁ ବିଜୁଳି ଯନ୍ତ୍ରଣାର ଦୟନୀୟ ଚିତ୍ର । ଗ୍ରାହକଙ୍କ ମୁଣ୍ଡକୁ ଦୋଷ ଠେଲିଲେ ଟିପିସିଓଡିଏଲ୍ ଅଧିକାରୀ । ଅଧିକ ଏସି ବ୍ୟବହାରରୁ ହେଉଛି ସମସ୍ୟା- TPCODL କର୍ତ୍ତୃପକ୍ଷ ।
ହାଇୱେ ପାଖ ଗହଣା ଦୋକାନ ଓ ବ୍ୟାଙ୍କ ଲଟପାଟକୁ ନେଇ ବଢ଼ିଲା ଚିନ୍ତା
ଅଢ଼େଇ କୋଟି ଖର୍ଚ୍ଚରେ ଜନପଥରେ ୨୦୨୧ରୁ ପ୍ରସ୍ତୁତ ହେଲାଣି ଭିତ୍ତିଭୂମି । ବ୍ୟବସ୍ଥା ସମ୍ପର୍କରେ ଲୋକେ ଅଜ୍ଞ, କର୍ତ୍ତୃପକ୍ଷ କହିଲେ ଖୁବଶୀଘ୍ର କାର୍ଯ୍ୟକାରୀ ।
ବାଜୁଥିଲା ମାମୁନି ଥେଇ ଥେଇ...ଦୁଲୁକୁଥିଲା ମଂଚ । ହଠାତ୍ ମାଡ ହେଲା ଚେୟାର...ପରେ ମାଲିକ-ଗାଁ ଲୋକ...
ଏମିତି ରାଜନେତାଙ୍କୁ କହିବ କଣ? ଦୁହେଁ ଝଗଡା ଲାଗିଲେ, ପଂଚାୟତର ବିକାଶ ବନ୍ଦ ହେଲା । ଏବେ ଗାଁ ଲୋକ ମିଟିଂ କରିବା ପରେ ମନମାଳିନ୍ୟ ଦୂର ହେଲା...ପଂଚାୟତର ବିକାଶ ନେଇ ଶପଥ ନେଲେ ଦୁଇ ନେତା
ରାଜ୍ୟରେ ଯେତୋଟି ବି ଉପ-ନିର୍ବାଚନ ହୋଇଛି । ସେଥିମଧ୍ୟରୁ ଦଳ ପ୍ରାୟତଃ ହାର୍ର ସାମନା କରିଛି, କେବଳ ବ୍ରଜାରାଜନଗର ଏବଂ ତିର୍ତ୍ତୋଲକୁ ଛାଡିଦେଲେ ଦଳ ଅନ୍ୟ ସବୁଠି ପ୍ରାୟତଃ ଅମାନତ ହରାଇଛି ।
ଖରା ବର୍ଷାରେ ଖଟିଥିଲେ । କିଏ ବର୍ଷେ ତ ଆଉ କିଏ ୧୫ ମାସ... ପେଟ କାଟି ମଜୁରୀ କରିଥିଲେ । ହେଲେ ଦୁଇ ବର୍ଷ ହୋଇଗଲା ମିଳୁନି ପାରିଶ୍ରମିକ । ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି । ରେଞ୍ଜରଙ୍କ ଠାରୁ ଆରମ୍ଭ କରି ଡିଏଫଓଙ୍କ ଯାଏଁ ସମସ୍ତଙ୍କୁ ଗୁହାରି କରି ନିରାଶ ହେଲେଣି । ଓଲଟା ପରିଶ୍ରମର ପାଉଣା ଟଙ୍କା ମାଗିବାରୁ ତାଙ୍କ ବଦଳରେ ଅନ୍ୟ ହିତାଧିକାରୀଙ୍କୁ ନିୟୋଜିତ କରାଯାଇଛି ।
ହୃଦୟ ଜିତିଲେ ସ୍ୱେଚ୍ଛାସେବୀ.. ଖରା ଦିନେ ପାଣି ପାଇଁ ହନ୍ତସନ୍ତ ହେଉଥିବା ନିରୀହ ପଶୁପକ୍ଷୀଙ୍କ ପାଇଁ ଜଙ୍ଗଲରେ କରିଛନ୍ତି ସମସ୍ତ ବ୍ୟବସ୍ଥା
ଯୌତୁକ ନିର୍ଯାତନା ଓ ମାରପିଟ ନେଇ ଥାନାରେ ଏତଲା ଦେଇଛନ୍ତି ଶଶିଭୂଷଣଙ୍କ ବୋହୂ ।
ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ ।
ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ଉପରେ ସ୍ୱାମୀ ଅର୍କେଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ମୁଁ ତାଙ୍କ(ଅଦ୍ରିଜା) ବାପାଙ୍କୁ କହିଲି ଦଶ ଦଶଟା ଗୁଣ୍ଡା ଆଣି କାହିଁକି ଘରେ ପସାଉଛନ୍ତି? ସେ କହିଲେ ଦଶଟା କଣ ଶହେ ଗୁଣ୍ଡା ନେଇକି ଆସିବି।’
ଆଜି ଘୋଷଣା ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ ତାରିଖ । କଟକ ବୋର୍ଡ କାର୍ଯ୍ୟାଳୟରେ ଦିନ ୧୧ଟା ୩୦ରେ ଘୋଷଣା ହେବ । ଏନେଇ ସୂଚନା ଦେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ।
ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ତାଙ୍କ ପତ୍ନୀ ଅଦ୍ରିଜା ସିଂ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ, ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ।
୧୫ କିଲୋରୁ ଅଧିକ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଧରି କୁଆଡ଼େ ଗଲେ ଡକାୟତ ? ଗତକାଲି ଦିନ ଦ୍ୱିପ୍ରହରରେ ଅଳଙ୍କାର ଦୋକାନରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଡକାୟତମାନେ ସୁନା, ହୀରା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ।
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ୍ ଏହି ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍କୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ। ଅଦ୍ରିଜା ତାଙ୍କ ପରିବାର ସହ ଏବେ ଉତ୍ତରାଖଣ୍ଡରେ ରହୁଥିବା ବେଳେ ସେଠାରେ ଏକ ଥାନାରେ ଅଭିଯୋଗ କରିଥିଲେ।
୧୮ରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦି । ଓଡ଼ିଶାରେ ପ୍ରଥମ କରି ଚଳାଚଳ କରିବ ସେମି ହାଇସ୍ପିଡ୍ ଟ୍ରେନ୍ ।
ସ୍ପଷ୍ଟ ହେଉନି ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଚିତ୍ର । ଅସନ୍ତୁଷ୍ଟଙ୍କୁ ବୋଧ ଦେବାକୁ ମାପିଚୁପି ଗୋଟି ଚାଳନାରୁ ବିଳମ୍ବ ଚର୍ଚ୍ଚା । ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ବଢୁଛି ଆଶାୟୀଙ୍କ ତାଲିକା ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଏଇ ୮ ସହରରେ କାଲି ୪୫ ଡିଗ୍ରୀ ଛୁଇଁପାରେ ଦିନର ସର୍ବୋଚ୍ଚ ତାପମାତ୍ରା।
ନ୍ୟୁକ୍ଲିୟର ଫ୍ୟାମିଲି ଯୁଗରେ ବି ବଞ୍ଚିଛି ଯୌଥ ପରିବାର ବ୍ୟବସ୍ଥା ।
ବହୁ ଖୋଜାଖୋଜି ପରେ ଅଳଙ୍କାର ନମିଳିବାରୁ ଧଉଳି ଥାନାରେ ଏତଲା ଦେଇଥିଲେ ମନ୍ଦିର ପୂଜକ। ହେଲେ କିଛି ଲାଭ ହେଲାନି। କିନ୍ତୁ ୯ବର୍ଷ ପରେ...
ବିଶେଷକରି ବୋନ୍ ଟ୍ୟୁମରରେ ଆକ୍ରାନ୍ତ ରୋଗୀଙ୍କ ଅପରେସନ କ୍ଷେତ୍ରରେ ଏହା ଅତି ଦରକାରୀ ସାବ୍ୟସ୍ତ ହେବ। ବିଶେଷକରି ୧୮ରୁ ୪୫ ବର୍ଷର ଲୋକଙ୍କ ହାଡ଼, ବୋନ୍ ବ୍ୟାଙ୍କ ପାଇଁ ବେଶୀ ଉପାଦେୟ।
ପ୍ରଶ୍ନ ଉଠୁଛି, ଓଡ଼ିଶା ଦିବସ ଯଦି ଏକ ସରକାରୀ କାର୍ଯ୍ୟକ୍ରମ, ତାହେଲେ ରାଜ୍ୟ ସରକାର ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ କରି ନାହାନ୍ତି କାହିଁକ? ଉତ୍ସବକୁ କେବଳ ସରକାରୀ ଦଳର ହାତ ଗଣତି ନେତା ଓ ଅଫିସର ତା ପୁଣି ପରିବାର ସହିତ ଯିବାକୁ ଏ ସୁଯୋଗ କାହିଁକି?