• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର।ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୩ୟା ରାତ୍ରି ୦୭.୩୩ ଗତେ ୪ର୍ଥୀ
ଘାତଚନ୍ଦ୍ର- ନାସ୍ତି। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ନାସ୍ତି।

ଶୁଭସମୟ 
ପ୍ରାତଃ- ୦୫.୫୬ ରୁ ୦୭.୨୬
ଦିବା- ୧୦.୪୩ ରୁ ୦୧.୦୬
ଦିବା- ୦୪.୨୩ ରୁ ୦୫.୦୫
ସନ୍ଧ୍ୟା- ୦୬.୪୧ ରୁ ୦୯.୦୬
ରାତ୍ରି- ୧୧.୫୪ ରୁ ୦୨.୪୩
ଅଶୁଭସମୟ
ରାହୁକାଳ- ପ୍ରାତଃ ୦୭.୨୬ ରୁ ୦୮.୫୬
କାଳବେଳା- ପ୍ରାତଃ ୦୭.୨୬ ରୁ ୦୮.୫୬
ବାରବେଳା- ଦିବା ୦୨.୫୪ ରୁ ୦୪.୨୩
କାଳରାତ୍ରି- ରାତ୍ରି ୧୦.୨୪ ରୁ ୧୧.୫୪

OTV is now on Whatsapp

Join and get latest news update delivered to you via whatsapp

Join Now