
ଜନ୍ମ ଦେଇନାହାନ୍ତି ସତ କିନ୍ତୁ ନିଜ ପିଲା ଭଳି ବଢାଇଛନ୍ତି । ସକାଳ ହେଲେ ନିଜର ଘର କାମ ସାରି, ହାତରେ କାତି ଧରି ଗଛ ଦେଖିବାକୁ ଜଙ୍ଗଲକୁ ବାହାରି ଯାଆନ୍ତି ।
IPS ସାଗରିକା ନାଥଙ୍କ ବାପା, ମା’ଙ୍କୁ ଠାରୁ ଲୁଟ୍ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଥିବା ଜଣାପଡ଼ିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆସୋସିଏସନ୍ ଆଲଟିଜ୍ ଗଠନ କରାଯିବ। ଆପାର୍ଟମେଣ୍ଟର ସର୍ବସାଧାରଣ ସ୍ଥାନ ଆସୋସିଏସନ୍ ଆଲଟିଜ୍ ନାଁରେ ରହିବ । ଆପାର୍ଟମେଣ୍ଟର ଅତିକମରେ ୭ ଜଣ ଫ୍ଲାଟ୍ ବୁକିଂ କରିଥିଲେ ଆସୋସିଏସନ୍ ଗଠନ ହୋଇପାରିବ ।
ପରିବା ବଜାରରେ ନିଆଁ । କଟକଠୁ ନେଇ ଜୟପୁର୍, ବ୍ରହ୍ମପୁରଠୁ ଭୁବନେଶ୍ୱର, ସବୁଠି ବଜାରରେ ହା ହା କାର । ୮୦ ତଳକୁ ବଜାରରେ ପରିବା ନାହିଁ ।
ନାନୋ ୟୁରିଆକୁ ଚାଷୀଙ୍କ ହଁ ରାଜ୍ୟ ସରକାରଙ୍କ ନା । ନୂଆ ଟେକ୍ନୋଲଜିରେ ଚାଷୀଙ୍କ ଆୟ କମିବ କହିଲେ କୃଷିମନ୍ତ୍ରୀ ।
ବିଳମ୍ବିତ ରାତି ଯାଏଁ ସେମାନେ ଟଙ୍କା ପୈଠ କରିବାକୁ ଜୁଲମ କରିଥିଲେ। ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଦମ୍ପତି ଆତ୍ମହତ୍ୟାର ପଥ ବାଛିଥିବା କୁହାଯାଉଛି । ଖବର ପାଇ ଭୁବନେଶ୍ୱରରେ ରହୁଥିବା ମୃତ ବାନାମ୍ବରଙ୍କ ଦୁଇ ପୁଅ ଗାଁରେ ପହଞ୍ଚି ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ ।
ବୈଠକରେ ଯୋଗଦେବେ ମନମୋହନ ଓ ସୁନୀଲ ବଂଶଲ । ବିଜେଡି-କଂଗ୍ରେସ କହିଲେ, କିଛି ପ୍ରଭାବ ପଡ଼ିବନି ।
ପୂର୍ବରୁ କେତେ ଥିଲା ଏବେ ସମ୍ପତ୍ତି କେତେ ଅଛି ତାହା ଜାଣିବା ଭକ୍ତଙ୍କ ଅଧିକାର । ରତ୍ନ ଭଣ୍ଡାର ନଖୋଲିବା ସନ୍ଦେହର ମୁଖ୍ୟ କାରଣ । ସେହିପରି କଂଗ୍ରେସ କଡା ସମାଲୋଚନା କରି କହିଛି କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ସୂଚନା ସାର୍ବଜନୀନ କରାଯାଉନି ? ତେବେ ବାଦ ବିବାଦ ବଢ଼ିବା ପରେ ସାଂସଦ ପିନାକୀ ମିଶ୍ର ମୁହଁ ଖୋଲି କହିଛନ୍ତି, କେସ୍ କୋର୍ଟରେ ଅଛି, କୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ସମ୍ପାଦନ ହେବ ।
‘୫-ଜି’ ଯୁଗରେ ଓଡ଼ିଶାରେ ‘୫-ଟି’ର ଯେଉଁ ବିକାଶ ଘଟୁଛି ତାହା ରାଉରକେଲା ବିଶ୍ୱସ୍ତରୀୟ ହକି ଷ୍ଟାଡିୟମର ଏକ ସାମାନ୍ୟ ଉଦାହରଣ ହୋଇପାରେ; ଯେଉଁଠି ସାମାନ୍ୟ ବୈଶାଖି ପବନରେ ପ୍ରତିମୂର୍ତ୍ତି ଟଳିପଡିବା ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛି।
କେବେ ଥମିବ ଦାଦନ ଦୁର୍ଦ୍ଦଶା ? ରୋଜଗାରର ଲୋଭ ଦେଇ କନ୍ଧମାଳର ଯୁବକଙ୍କୁ ମୁମ୍ବାଇରେ ଦୁର୍ବୃତ୍ତ କାଟିଦେଲେ ୨ ହାତ, ଗାଁକୁ ଫେରି ଥାନାରେ ପୀଡ଼ିତଙ୍କ ଏତଲା, ପୋଲିସ ଉପରେ ଦାୟିତ୍ୱ ଛାଡ଼ି ହାତ ଟେକିଦେଲା ଜିଲ୍ଲା ଶ୍ରମ ବିଭାଗ...
ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଟି ଟ୍ରକ ମଝିରେ ଚାପି ହୋଇଯିବା ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ବାଜା ବାଣ ନାଚ ଗୀତରେ ଶୋଭଯାତ୍ରାରେ ବିଦାୟ...ଏକ ଭୂତକୋଠି ଭାବରେ ପଡିଥିବା ଟିପିଗୁଡ଼ା ମେଡିକାଲକୁ ପୂର୍ଣ୍ଣାଙ୍ଗ ରୂପ ଦେଇଛନ୍ତି ରାଜେଶ୍ୱର ପାତ୍ର। ଯେଉଁଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭ଥର କାୟାକଳ୍ପ ପୁରସ୍କାର ପାଇଛି ଏହି ଡାକ୍ତରଖାନା ।
ଜଳାଶୟକୁ ପୋତି କିପରି ତିଆରି ହେଉଛି ଅଟ୍ଟାଳିକା ? ସରକାରୀ ରେକର୍ଡରେ କେମିତି ବଦଳିଗଲା କିସମ ? ରାଜନଗରର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁରେ କିଭଳି ହେଲା ପଟ୍ଟା ?
ଭାରତମାଳା ପ୍ରକଳ୍ପ ଆଳରେ କୋଟି କୋଟି ଟଙ୍କାର ପଥର ଲୁଟୁଛି କମ୍ପାନୀ । ଦିନ ଦ୍ୱିପ୍ରହରରେ ସ୍ଥାନୀୟ ଲୋକଙ୍କୁ ଡରାଇ ଧମକାଇ, ଜିଲ୍ଲା ପ୍ରଶାସନର ହାତବାରିସି ସାଜି କମ୍ପାନୀ ଜଙ୍ଗଲ ଜମିରେ ବେଆଇନ୍ ଭାବେ ବେଧଡକ୍ ଚଳାଇଛି ପଥର ବ୍ଲାଷ୍ଟିଂ।
‘ଆଇନ ମନ୍ତ୍ରୀ କହୁଛନ୍ତି ରତ୍ନଭଣ୍ଡର ଚାବି ହଜିଛି ନା ନାହିଁ ଜାଣି ନାହାନ୍ତି’
ବାଣୀବିହାର ପରେ ଲକ୍ଷ୍ମୀସାଗରରେ ସମାନ ଢଙ୍ଗରେ ଲୁଟ୍ । ବାଇକରେ ଆସି ଝାମ୍ପି ନେଉଛନ୍ତି ସୁନା ଚେନ ।
ଅସହ୍ୟ ହେଲା ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ମାନସିକ ନିର୍ଯାତନା। ଅସମୟରେ ଚଢ଼ା ସୁଧହାରରେ ଲୋନ୍ ନେଇ ଲୋନ୍ ଶୁଝି ପାରି ନ ଥିଲେ ବୃଦ୍ଧ ଦମ୍ପତି।
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର । ଚନ୍ଦ୍ର – ବିଛା ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୮.୨୧ ଗତେ ପୂର୍ଣ୍ଣିମା, ଘାତ ଚନ୍ଦ୍ର – ଦିବା ୦୧.୧୭ ଗତେ ତୁଳା ଓ କୁମ୍ଭ, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ
ରଥଯାତ୍ରା ପରେ ରତ୍ନବେଦୀରେ ଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଲାଣି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମାନଭଞ୍ଜନ ପରେ ନୀଳକନ୍ଦରକୁ ବିଜେ କରିଛନ୍ତି ନିଳାଦ୍ରୀବିହାରୀ । ପ୍ରାଚୀନ ଦାଣ୍ଡି ରାମାୟଣରେ ବର୍ଣ୍ଣିତ ରସଗୋଲାର ଗାଥା ।
କେବଳ ଭୁବନେଶ୍ୱରରେ ୮୦ରୁ ଅଧିକ ଆକ୍ରାନ୍ତ । ହଟସ୍ପଟ ପାଲଟିଛି ରାଜଧାନୀର ସାଲିଆସାହି ।
ପରିବା ବଜାରରେ ସଙ୍ଗୀନ ପରିସ୍ଥିତି । ଚିନ୍ତା ବଢ଼ାଉଛି ହୁ ହୁ ବଢ଼ିଚାଲିଥିବା ପରିବା ଦର ।