• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Cyclone Dana Emergency Helpline Numbers

ଜରୁରୀକାଳିନ ହେଲ୍ପ ଲାଇନ୍ ନମ୍ବରCYCLONE DANA

Live Updates : From The News Room

ଆଜି ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ନୀତି

Odisha

ଶ୍ରୀଜିଉଙ୍କ ସୁନାବେଶ ପରଦିନ ତିନିରଥ ଉପରେ ଆରମ୍ଭ ହୁଏ ଅଧରପଣା ନୀତି। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ସମାପନ ହେବାର ବିଧି ରହିଛି। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଏ। ଶ୍ରୀଜିଉଙ୍କ ଏହି ବୈଚିତ୍ରମୟ ଲୀଳାର ସବିଶେଷ ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ଇନ୍ କରନ୍ତୁ otvkhabar.in

Auspicious Adhara Pana ritual to be performed atop Sibling deities chariots today

23:01 PM(2 years ago )

ତିନି ରଥରେ ସଂପନ୍ନ ହେଲା ଅଧରପଣା ନୀତି

Posted by: Manoranjan Behera

22:53 PM(2 years ago )

ବଳଭଦ୍ରଙ୍କ ତାଳଧ୍ୱଜରେ ଅଧରପଣା ତୁମ୍ବ ଭାଙ୍ଗିବାର ଦୃଶ୍ୟ

Posted by: Manoranjan Behera

21:32 PM(2 years ago )

କାଳିଆ ରଥରେ ଭାଙ୍ଗିଲା ଅଧରପଣା ତୁମ୍ବ

Posted by: Manoranjan Behera

21:21 PM(2 years ago )

ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଭାଙ୍ଗିଲା ଅଧରପଣା ହାଣ୍ଡି

Posted by: Manoranjan Behera

21:21 PM(2 years ago )

ରଥ ଉପରେ ଚାଲିଛି ଅଧର ପଣା

Posted by: Manoranjan Behera

21:11 PM(2 years ago )

ଅଧରପଣା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

Posted by: Manoranjan Behera

21:10 PM(2 years ago )

ସୁଭଦ୍ରାଙ୍କ ରଥରେ ଭାଙ୍ଗିଲା ତୁମ୍ବ

Posted by: Manoranjan Behera

20:54 PM(2 years ago )

ଅଧରପଣା ନୀତିର ଅପୂର୍ବ ଦୃଶ୍ୟ

Posted by: Manoranjan Behera

20:53 PM(2 years ago )

ରଥକୁ ଅଣାଗଲା ଅଧରପଣା ତୁମ୍ୱ

Posted by: Manoranjan Behera

20:20 PM(2 years ago )

ଅଧରଣା ପାଇଁ ଆସିଲା ତୁମ୍ବ

Posted by: Manoranjan Behera

20:19 PM(2 years ago )

ଶ୍ରୀମନ୍ଦିରର ଉଡୁଥିବା ପତାକା ଉଡୁଛି କେମିତି ?

Posted by: Manoranjan Behera

20:18 PM(2 years ago )

ଅଧରପଣା ପାଇଁ ଜଳ ସଂଗ୍ରହ

Posted by: Manoranjan Behera

20:00 PM(2 years ago )

ନବରସର ପଣା, କାହିଁକି ବିତରଣ କରନ୍ତି ମହାପ୍ରଭୁ ?

Posted by: Manoranjan Behera

19:00 PM(2 years ago )

ଦର୍ଶନ କରନ୍ତୁ ବଡ଼ ଠାକୁର ବଳଭଦ୍ର ମହାପ୍ରଭୁଙ୍କୁ

Posted by: Manoranjan Behera

18:48 PM(2 years ago )

କୁମ୍ଭାର ସେବକଙ୍କ ଘରୁ ଆସିଲା ବଡ଼ବଡ଼ ତୁମ୍ବ

Posted by: Manoranjan Behera

18:47 PM(2 years ago )

ଅଧରପଣା ନୀତି ପାଇଁ ପ୍ରସ୍ତୁତି

Posted by: Manoranjan Behera

18:47 PM(2 years ago )

ଆଗରୁ ବିଳମ୍ବିତ ରାତିରେ ଅଧରପଣା ନୀତି

Posted by: Manoranjan Behera

18:33 PM(2 years ago )

କିଛି ସମୟ ପରେ ଅଧରପଣା ନୀତି

Posted by: Manoranjan Behera

18:16 PM(2 years ago )

ଅଧରପଣା ନୀତିକାନ୍ତି ପରେ ବଡ଼ ଦେଉଳକୁ ଫେରିବେ ତିନି ଠାକୁର

Posted by: Manoranjan Behera

18:09 PM(2 years ago )

ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି

Posted by: Manoranjan Behera

16:58 PM(2 years ago )

ମହାପ୍ରଭୁଙ୍କ ଅଧରପଣା ନୀତି କାହିଁକି ଓ କିପରି ହୁଏ..

Posted by: Manoranjan Behera

ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ସୁନାବେଶ ପରଦିନ ରଥ ଉପରେ ଅଧରପଣା ନୀତି ସମାପନ ହୋଇଥାଏ। ଏହାର ରହସ୍ୟ କ’ଣ ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ..

Load more...