/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688106104.jpg)
Auspicious Adhara Pana ritual to be performed atop Sibling deities chariots today
ଶ୍ରୀଜିଉଙ୍କ ସୁନାବେଶ ପରଦିନ ତିନିରଥ ଉପରେ ଆରମ୍ଭ ହୁଏ ଅଧରପଣା ନୀତି। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ସମାପନ ହେବାର ବିଧି ରହିଛି। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଏ। ଶ୍ରୀଜିଉଙ୍କ ଏହି ବୈଚିତ୍ରମୟ ଲୀଳାର ସବିଶେଷ ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ otvkhabar.in
- Jun 30, 2023 23:01 IST
ତିନି ରଥରେ ସଂପନ୍ନ ହେଲା ଅଧରପଣା ନୀତି
ତିନି ରଥରେ ସଂପନ୍ନ ହେଲା ଅଧରପଣା ନୀତି । ଅଶରୀରୀ ଓ ପାର୍ଶ୍ୱ ଦେବାଦେବୀମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ ହେଲା ଅଧରପଣା ।#Adharapana#Rathayatra2023#RathJatra#Puri#OTVpic.twitter.com/DkCcIm93sG
— ଓଟିଭି (@otvkhabar) June 30, 2023
- Jun 30, 2023 22:53 IST
ବଳଭଦ୍ରଙ୍କ ତାଳଧ୍ୱଜରେ ଅଧରପଣା ତୁମ୍ବ ଭାଙ୍ଗିବାର ଦୃଶ୍ୟ
ବଳଭଦ୍ରଙ୍କ ତାଳଧ୍ୱଜରେ ଅଧରପଣା ତୁମ୍ବ ଭାଙ୍ଗିବାର ଦୃଶ୍ୟ#Adharapana#LordJagannath#Puri#RathaJatra#BahudaJatra#Sunabesha#OTVpic.twitter.com/F24wYzOMcS
— ଓଟିଭି (@otvkhabar) June 30, 2023
- Jun 30, 2023 21:32 IST
କାଳିଆ ରଥରେ ଭାଙ୍ଗିଲା ଅଧରପଣା ତୁମ୍ବ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ଭାଙ୍ଗିଲା ଅଧରପଣା ହାଣ୍ତି#Adharapana#LordJagannath#Puri#RathaJatra#BahudaJatra#Sunabesha#OTVpic.twitter.com/x9BDh5ReJF
— ଓଟିଭି (@otvkhabar) June 30, 2023
- Jun 30, 2023 21:21 IST
ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଭାଙ୍ଗିଲା ଅଧରପଣା ହାଣ୍ଡି
ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଭାଙ୍ଗିଲା ଅଧରପଣା ହାଣ୍ଡି #JayJagannath#Adharapana#Rathayatra2023#Puripic.twitter.com/sEhmxpPfh0
— ଓଟିଭି (@otvkhabar) June 30, 2023
- Jun 30, 2023 21:21 IST
ରଥ ଉପରେ ଚାଲିଛି ଅଧର ପଣା
#ରଥ_ଉପରେ_ଚାଲିଛି_ଅଧର_ପଣା
ରଥ ଉପରେ ଚାଲିଛି ଅଧର ପଣା । ଅଶରୀରୀ ଓ ପାର୍ଶ୍ୱ ଦେବାଦେବୀମାନଙ୍କୁ ଅର୍ପଣ ହେବ ପଣା ।#Adharapana#Rathayatra2023#RathJatra#Puri#OTVpic.twitter.com/5rLnoKrQok— ଓଟିଭି (@otvkhabar) June 30, 2023
- Jun 30, 2023 21:11 IST
ଅଧରପଣା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼
ରଥକୁ ଅଣାଗଲା ଅଧରପଣା ତୁମ୍ୱ, ଦେଖିବାକୁ ଭକ୍ତଙ୍କ ଭିଡ #JayJagannath#Adharapana#Rathayatra2023#Puripic.twitter.com/rJcpyxbuBX
— ଓଟିଭି (@otvkhabar) June 30, 2023
- Jun 30, 2023 21:10 IST
ସୁଭଦ୍ରାଙ୍କ ରଥରେ ଭାଙ୍ଗିଲା ତୁମ୍ବ
#ଅଧରପଣା_ନୀତିକାନ୍ତି
ସୁଭଦ୍ରାଙ୍କ ରଥରେ ଭାଙ୍ଗିଲା ତୁମ୍ବ#AdharaPana#Puri#JayJagannath#RathaJatra202#RathaJatra#ଅଧରପଣା#OTVpic.twitter.com/gYXW7dri3M— ଓଟିଭି (@otvkhabar) June 30, 2023
- Jun 30, 2023 20:54 IST
ଅଧରପଣା ନୀତିର ଅପୂର୍ବ ଦୃଶ୍ୟ
ଗରାରେ ବୁହାହେଲା ପବିତ୍ର ଜଳ, ଅଧରପଣା ନୀତିର ଅପୂର୍ବ ଦୃଶ୍ୟ #JayJagannath#Adharapana#Rathayatra2023#Puripic.twitter.com/s0NCtQc7wQ
— ଓଟିଭି (@otvkhabar) June 30, 2023
- Jun 30, 2023 20:53 IST
ରଥକୁ ଅଣାଗଲା ଅଧରପଣା ତୁମ୍ୱ
ରଥକୁ ଅଣାଗଲା ଅଧରପଣା ତୁମ୍ୱ, ଦେଖିବାକୁ ଭକ୍ତଙ୍କ ଭିଡ #JayJagannath#Adharapana#Rathayatra2023#Puripic.twitter.com/rJcpyxbuBX
— ଓଟିଭି (@otvkhabar) June 30, 2023
- Jun 30, 2023 20:20 IST
ଅଧରଣା ପାଇଁ ଆସିଲା ତୁମ୍ବ
ଅଧରଣା ପାଇଁ ଆସିଲା ତୁମ୍ବ । ସେବାୟତମାନେ ବୋହି ନେଉଛନ୍ତି ରଥକୁ#Adharapana#LordJagannath#Puri#RathaJatra#BahudaJatra#Sunabesha#OTVpic.twitter.com/h8kXBla7Z8
— ଓଟିଭି (@otvkhabar) June 30, 2023
- Jun 30, 2023 20:19 IST
ଶ୍ରୀମନ୍ଦିରର ଉଡୁଥିବା ପତାକା ଉଡୁଛି କେମିତି ?
ଶ୍ରୀମନ୍ଦିରର ଉଡୁଥିବା ପତାକା ଉଡୁଛି କେମିତି ? ଭକ୍ତମାନେ ହେଉଛନ୍ତି କୀର୍ତ୍ତି ପତାକାର ଦଣ୍ଡ । #JayJagannath#Adharapana#Rathayatra2023#Puri#OTVpic.twitter.com/PcgR91RuJ5
— ଓଟିଭି (@otvkhabar) June 30, 2023
- Jun 30, 2023 20:18 IST
ଅଧରପଣା ପାଇଁ ଜଳ ସଂଗ୍ରହ
ଅଧରପଣା ପାଇଁ ଜଳ ସଂଗ୍ରହ ଆରମ୍ଭ, ଚାହିଁ ରହିଛନ୍ତି ଅଶରୀରୀ #JayJagannath#Adharapana#Rathayatra2023#Puri#OTVpic.twitter.com/eh3hqyNajS
— ଓଟିଭି (@otvkhabar) June 30, 2023
- Jun 30, 2023 20:00 IST
ନବରସର ପଣା, କାହିଁକି ବିତରଣ କରନ୍ତି ମହାପ୍ରଭୁ ?
ନବରସର ପଣା, କାହିଁକି ବିତରଣ କରନ୍ତି ମହାପ୍ରଭୁ ? #JayJagannath#Adharapana#Rathayatra2023#RathaJatra#Puri#OTVpic.twitter.com/UmI8PvFy8h
— ଓଟିଭି (@otvkhabar) June 30, 2023
- Jun 30, 2023 19:00 IST
ଦର୍ଶନ କରନ୍ତୁ ବଡ଼ ଠାକୁର ବଳଭଦ୍ର ମହାପ୍ରଭୁଙ୍କୁ
#ଦର୍ଶନ_କରନ୍ତୁ_ବଡ଼_ଠାକୁରଙ୍କୁ
ରଥରେ ହେବ ଅଧରପଣା ନୀତି । ଦର୍ଶନ କରନ୍ତୁ ବଡ଼ ଠାକୁର ବଳଭଦ୍ର ମହାପ୍ରଭୁଙ୍କୁ#Adharapana#Rathayatra2023#RathJatra#Puri#OTVpic.twitter.com/osewIM7mxH— ଓଟିଭି (@otvkhabar) June 30, 2023
- Jun 30, 2023 18:48 IST
କୁମ୍ଭାର ସେବକଙ୍କ ଘରୁ ଆସିଲା ବଡ଼ବଡ଼ ତୁମ୍ବ
#ରଥକୁ_ଆସିଲା_ତୁମ୍ବ
ଅଧରପଣା ନୀତି ପୂର୍ବରୁ ତିନି ରଥକୁ ଆସିଲା ତୁମ୍ବ । କୁମ୍ଭାର ସେବକଙ୍କ ଘରୁ ଆସିଲା ବଡ଼ବଡ଼ ତୁମ୍ବ । ମାଟି ତୁମ୍ବରେ ଅଶରୀରୀ ଓ ପାର୍ଶ୍ୱ ଦେବାଦେବୀମାନଙ୍କୁ ଅର୍ପଣ କରାଯାଏ ପଣା ।#Adharapana#Rathayatra2023#RathJatra#Tumba#Puri#OTVpic.twitter.com/YZE2t7zKNq— ଓଟିଭି (@otvkhabar) June 30, 2023
- Jun 30, 2023 18:47 IST
ଅଧରପଣା ନୀତି ପାଇଁ ପ୍ରସ୍ତୁତି
#ଅଧରପଣା_ନୀତି_ପାଇଁ_ପ୍ରସ୍ତୁତି
ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ରଥ ଉପରେ ଚାଲିଛି ନୀତିକାନ୍ତି । ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି । #Adharapana#Rathayatra2023#RathJatra#Puri#OTVpic.twitter.com/Eivvbp2J3s— ଓଟିଭି (@otvkhabar) June 30, 2023
- Jun 30, 2023 18:47 IST
ଆଗରୁ ବିଳମ୍ବିତ ରାତିରେ ଅଧରପଣା ନୀତି
ଆଗରୁ ବିଳମ୍ବିତ ରାତିରେ ଅଧରପଣା ନୀତି ସମ୍ପର୍ନ୍ନ ହେଉଥିଲା..କାଁ ଭାଁ ଲୋକ ମହାପ୍ରଭୁଙ୍କ ଏହି ନୀତିକାନ୍ତି ଦେଖିବାର ସୌଭାଗ୍ୟ ପାଉଥିଲେ#AdharaPana#Puri#JayJagannath#RathaJatra202#RathaJatra#ଅଧରପଣା#OTVpic.twitter.com/2ELYDN2X8Y
— ଓଟିଭି (@otvkhabar) June 30, 2023
- Jun 30, 2023 18:33 IST
କିଛି ସମୟ ପରେ ଅଧରପଣା ନୀତି
କିଛି ସମୟ ପରେ ଅପେକ୍ଷାର ଅନ୍ତ ଘଟିବ, ସମ୍ପର୍ନ୍ନ ହେବ ଅଧରପଣା ନୀତି #JayJagannath#Adharapana#Rathayatra2023#Puripic.twitter.com/0ZLG256ZVd
— ଓଟିଭି (@otvkhabar) June 30, 2023
- Jun 30, 2023 18:16 IST
ଅଧରପଣା ନୀତିକାନ୍ତି ପରେ ବଡ଼ ଦେଉଳକୁ ଫେରିବେ ତିନି ଠାକୁର
ଅଧରପଣା ନୀତିକାନ୍ତି ପରେ ବଡ଼ ଦେଉଳକୁ ଫେରିବେ ତିନି ଠାକୁର#AdharaPana#Puri#JayJagannath#RathaJatra202#RathaJatra#ଅଧରପଣା#OTVpic.twitter.com/uTqh5rvRKy
— ଓଟିଭି (@otvkhabar) June 30, 2023
- Jun 30, 2023 18:09 IST
ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି
ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି..ତିନିରଥ ଉପରେ ସୁନାବେଶ ପରଦିନ ଅଧରପଣା ନୀତି ସମାପନ ହୋଇଥାଏ#AdharaPana#Puri#JayJagannath#RathaJatra202#RathaJatra#ଅଧରପଣା#OTVpic.twitter.com/afzblYObog
— ଓଟିଭି (@otvkhabar) June 30, 2023
- Jun 30, 2023 16:58 IST
ମହାପ୍ରଭୁଙ୍କ ଅଧରପଣା ନୀତି କାହିଁକି ଓ କିପରି ହୁଏ..
ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ସୁନାବେଶ ପରଦିନ ରଥ ଉପରେ ଅଧରପଣା ନୀତି ସମାପନ ହୋଇଥାଏ। ଏହାର ରହସ୍ୟ କ’ଣ ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)