• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 01 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 11 months ago

ଘୋଷଯାତ୍ରାର ଅନ୍ତିମ ପର୍ବରେ ରସଗୋଲା ଖୁଆଇ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ

ମାନଭଞ୍ଜନ ପରେ ନୀଳକନ୍ଦରକୁ ବିଜେ କରିଛନ୍ତି ନିଳାଦ୍ରୀବିହାରୀ । ପ୍ରାଚୀନ ଦାଣ୍ଡି ରାମାୟଣରେ ବର୍ଣ୍ଣିତ ରସଗୋଲାର ଗାଥା । More
  • Satyendu Shekher Mishra
  • 11 months ago

ଡେଙ୍ଗୁ ଡର ! ୧୬ ଜିଲ୍ଲା ମାଡ଼ିଲାଣି, ୧୭୫ ଆକ୍ରାନ୍ତ ଚିହ୍ନଟ...

କେବଳ ଭୁବନେଶ୍ୱରରେ ୮୦ରୁ ଅଧିକ ଆକ୍ରାନ୍ତ । ହଟସ୍ପଟ ପାଲଟିଛି ରାଜଧାନୀର ସାଲିଆସାହି । More
  • Satyendu Shekher Mishra
  • 11 months ago

ପରିବା ଦର ଶୁଣିଲେ ମୁଣ୍ଡ ଝାଇଁ ମାରିଯାଉଛି ! ଯାହା କିଣିବ ୮୦ ଉପରେ...

ପରିବା ବଜାରରେ ସଙ୍ଗୀନ ପରିସ୍ଥିତି । ଚିନ୍ତା ବଢ଼ାଉଛି ହୁ ହୁ ବଢ଼ିଚାଲିଥିବା ପରିବା ଦର । More
  • Satyendu Shekher Mishra
  • 11 months ago

ACF ସୌମ୍ୟରଂଜନ ମୃତ୍ୟୁ ମାମଲା; ଗିରଫ ହେବେ କି ପତ୍ନୀ ବିଦ୍ୟାଭାରତୀ ଓ ପୂର୍ବ DFO ?

ସମସ୍ତଙ୍କ ବିରୋଧରେ NBW ଜାରି କଲେ ପାରଳାଖେମୁଣ୍ଡି କୋର୍ଟ । ସୌମ୍ୟଙ୍କ ପରିବାର କହିଲେ, ଆମକୁ କୋର୍ଟରୁ ହିଁ ନ୍ୟାୟ ମିଳିବ । More
  • Satyendu Shekher Mishra
  • 11 months ago

ଆସିଲା ବାହାନଗା ଟ୍ରେନ୍ ଟ୍ରାଜେଡି ରିପୋର୍ଟ ! ରିଲେ ରୁମରେ ତ୍ରୁଟି ଅନିଚ୍ଛାକୃତ ନା ଉଦ୍ଦେଶ୍ୟମୂଳକ ?

ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫ୍‌ଙ୍କ ତ୍ରୁଟି । ରେଲୱେ ସେଫ୍ଟି କମିଶନଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା । More
  • Pramod Behera
  • 11 months ago

୨୦୨୩ ବିଶ୍ୱକପ୍‌ରେ କିଏ ହେବ ଟିମ୍ ଇଣ୍ଡିଆର ୱିକେଟ୍‌କିପର୍‌-ବ୍ୟାଟର୍

୨୦୨୩ ବିଶ୍ୱକପ୍‌ରେ କିଏ ହେବ ଟିମ୍ ଇଣ୍ଡିଆର ୱିକେଟ୍‌କିପର୍‌-ବ୍ୟାଟର୍‌? ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ରିଷଭ ପନ୍ତ ଅନ୍‌ଫିଟ୍ ଥିବାରୁ ତାଙ୍କ ବିକଳ୍ପ ଖୋଜାଚାଲିଛି । ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ପନ୍ତଙ୍କ ଅନୁପସ୍ଥିତିରେ ପ୍ରଥମ ପସନ୍ଦ ହେଉଛନ୍ତି ଲୋକେଶ ରାହୁଲ । ଏହାଛଡ଼ା ଦୌଡ଼ରେ ଈଶାନ କିଶନ, ସଞ୍ଜୁ ସାମ୍‌ସନ୍ ବି ରହିଛନ୍ତି । More
  • Prangyan Parimita
  • 11 months ago

ଆରମ୍ଭ ହେଲା ନୀଳାଦ୍ରି ବିଜେ ନୀତି, ନୀଳକନ୍ଦରକୁ ଫେରିଯିବେ ଚତୁର୍ଦ୍ଧା ମୂରତି

ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ ମହାପ୍ରଭୁ। More
  • Rajalaxmi Sahoo
  • 11 months ago

ଓଡ଼ିଶାରେ ମାଡ଼ିଲା ଡେଙ୍ଗୁ: ବର୍ତ୍ତମାନ ସୁଦ୍ଧା ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ

ବର୍ଷା ପଡ଼ୁ ପଡ଼ୁ ପୁଣି ରାଜ୍ୟରେ ମାଡ଼ିଲା ଡେଙ୍ଗୁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। More
  • Prangyan Parimita
  • 11 months ago

ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ସାଂଘାତିକ ତଥ୍ୟ : ରିଲେ ରୁମ୍‌ ଷ୍ଟାଫ୍ ଦାୟୀ ?

ସିଗନାଲିଂ, ଟେଲି କମ୍ୟୁନିକେସନ ଓ ରିଲେରୁମରେ ତ୍ରୁଟି ଯୋଗୁ ହୋଇଛି ବାହାନଗା ଟ୍ରେନ ଦୁର୍ଘଟଣା । ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟରେ ତଥ୍ୟ ଥିବା ସୂଚନା । More
  • Prangyan Parimita
  • 11 months ago

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ୩ ଜଣଙ୍କ ନାଁରେ NBW ଜାରି

୩ ଜଣଙ୍କ ନାଁରେ ୱାରେଣ୍ଟ ଜାରି କଲେପାରଳାଖେମୁଣ୍ଡି SDJM କୋର୍ଟ । ଆସନ୍ତା ଜୁଲାଇ ୭ ତାରିଖରେ ହାଜର କରାଇବାକୁ ନିର୍ଦ୍ଦେଶ । More
  • Prangyan Parimita
  • 11 months ago

ଜମନକିରାରେ ଟ୍ରକକୁ ପିଟିଲା ବସ୍, ୮ ଆହତ

ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ବସ୍ More
  • Rajalaxmi Sahoo
  • 11 months ago

ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ: ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ

ଅଭିମାନ କରିଥିବା ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ପ୍ରଭୁ ଜଗନ୍ନାଥ ମନାଇବାର ପରମ୍ପରା ରହିଛି। ରସଗୋଲା ଖାଇବା ପରେ ମହାଲକ୍ଷ୍ମୀ ସିଂହଦ୍ୱାର ଖୋଲିବେ। More
  • Prangyan Parimita
  • 11 months ago

ପୁଣି ଲାଲ ବାହିନୀର ତାଣ୍ଡବ : କ୍ରସରରେ ଥିବା ୯ଟି ଗାଡ଼ି ଜାଳିଦେଲେ ମାଓବାଦୀ

ମୁନିଗୁଡ଼ା ଥାନା ଦେଓକୁପୁଲି ଛକ ନିକଟରେ ଲାଲ୍ ତାଣ୍ଡବ,୧୦ରୁ ଅଧିକ ସଶସ୍ତ୍ର ମାଓବାଦୀ ନିଆଁ ଲଗାଇଥିବା ସୂଚନା More
  • Prangyan Parimita
  • 11 months ago

ବାହାନଗା ଟ୍ରେନ୍ ଟ୍ରାଜେଡି : ପଦରୁ ହଟିଲେ ଜେନେରାଲ ମ୍ୟାନେଜର

ପଦରୁ ହଟିଲେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ଅନିଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି । More
  • Manoranjan Behera
  • 11 months ago

ଓଡ଼ିଶା ଟ୍ରେନ ଟ୍ରାଜେଡି: ୨୯ ଦିନ ପରେ ମିଳିଲା ୨୯ ମୃତଦେହର ପରିଚୟ

ବାହାନଗା ଦୁର୍ଘଟଣାର ୨୯ ଦିନ ପରେ ଆଶ୍ୱସ୍ତ ଆତ୍ମୀୟ । ଡିଏନ୍ଏ ମ୍ୟାଚିଂ ପରେ ୨୯ ମୃତଦେହକୁ ମିଳିଛି ପରିଚୟ । ପ୍ରଥମ ପର୍ଯ୍ୟାୟରେ ଡିଏନ୍ଏ ନମୂନା ମ୍ୟାଚ କରାଯାଇଥିବା ୨୯ ପରିବାର ରିପୋର୍ଟ ଆସିବା ପରେ ଏବେ ସେମାନଙ୍କ ପାଇଁ ସହଜ ହୋଇଛନ୍ତି ଶବ ଗ୍ରହଣ ପ୍ରକ୍ରିୟା । More
  • Satyendu Shekher Mishra
  • 11 months ago

ତିନି ରଥରେ ଭାଙ୍ଗିଲା ଅଧରଚୁମ୍ବୀ ତୁମ୍ବ, ପାର୍ଶ୍ୱ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ହେଲେ ତୃପ୍ତ

ତିନିରଥ ଉପରେ ସୁନାବେଶ ପରଦିନ ଅଧରପଣା ନୀତି ସମାପନ ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। More
  • Manoranjan Behera
  • 11 months ago

ଆକାଶଛୁଆଁ ପରିବା ଦର; ଯାହାକୁ ଛୁଇଁବ ୮୦, ବିଲାତି ୧୨୦

ବଜାରରେ ପରିବା ଦେହରେ ହାତ ମାରିବାକୁ ଭୟ ଲାଗିଲାଣି । ଦର ପଚାରି ପଚାରି ଏମୁଣ୍ଡରୁ ସେ ମୁଣ୍ଡ ପାର ହୋଇଯାଉଛି, ହେଲେ ପରିବା କିଣି ହେଉନି । ଯାହାକୁ ଛୁଇଁବ ୮୦ । More
  • Satyendu Shekher Mishra
  • 11 months ago

ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ହାଇକୋର୍ଟରେ ବିଜେପି, ନରସିଂହ କହିଲେ ନଖୋଲିବାକୁ ମୋତେ ବି ପଡ଼ିଥିଲା ଚାପ

ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପିର ଜନସ୍ୱାର୍ଥ ମାମଲା । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ଦାବି । More
  • Satyendu Shekher Mishra
  • 11 months ago

5T ସଚିବଙ୍କ ପାଇଁ ଢାଲ ସାଜୁଛନ୍ତି ବିଜେଡି ନେତା

ବିଜେଡି ନେତାଙ୍କ ସ୍ବାଭିମାନ ନାହିଁ କହିଲା ବିଜେପି । କଂଗ୍ରେସ କହିଲା ନେତାଙ୍କୁ ଘାରିଛି ଟିକଟ ଭୟ । More