• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Legendary Odia Poet

 Ramakanta Rath Death
Ramakanta Rath Death: ରମାକାନ୍ତଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଆଜି ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ

ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀ ସ୍ୱର୍ଗଦ୍ୱାରରେ ରମାକାନ୍ତ ରଥଙ୍କ ଶେଷକୃତ୍ୟ ହେବ ।

ସ୍ବଦେହରେ ନାହାନ୍ତି ଶ୍ରୀରାଧାର ସ୍ରଷ୍ଟା ।
Legendary Poet Ramakanta Rath: କିମ୍ବଦନ୍ତୀ କବି ରମାକାନ୍ତ ରଥଙ୍କ ଦେହାନ୍ତରେ ସ୍ତବ୍ଧ ସାହିତ୍ୟଜଗତ

୯୨ ବର୍ଷ ବୟସରେ ରମାକାନ୍ତଙ୍କ ବିୟୋଗ ସହ ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ଯୁଗର ଅବସାନ ଘଟିଛି । ବିଦେଶରେ ଥିବା ଏକମାତ୍ର ପୁଅ ଆସି ପହଞ୍ଚିବା ପରେ ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ । ରମାକାନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିବା ସହ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସାହିତ୍ୟକୁ ବାପା ନିଜର କରିଥିଲେ
Ramakanta Rath: ‘ରମାକାନ୍ତ ରଥ ଥିଲେ ଜଣେ ବିଶାଳ ହୃଦୟର କବି, କବିତ୍ୱ ହିଁ ଥିଲା ତାଙ୍କ ପରିଚୟ’

ବାପାଙ୍କ ପାଇଁ ପ୍ରଥମ ଥିଲା ସାହିତ୍ୟ । ଆମକୁ ପର କରି ସାହିତ୍ୟକୁ ନିଜର କରିଥିଲେ ମୋ ବାପା ।

ପରଲୋକରେ ରମାକାନ୍ତ ରଥ
Ramakanta Rath Passes Away: ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ

ରମାକାନ୍ତ ରଥ ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ଏହାପରେ ସେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ।

Remembering Legendary Odia Poet Utkala Ghanta Jadumani Mahapatra
ସେ ନୟାଗଡ଼ ରାଜାଙ୍କର ଥିଲେ ଖାସ୍‌ ଲୋକ...

ସେ ଥିଲେ ଶାଣିତ ବ୍ୟଙ୍ଗ ଓ ସମାଲୋଚନା ପିତାମହ। ପୈତୃକ ଗାଁ ଇଟାମାଟିକୁ ଛୁଟେ ଅନେକ ଲୋକଙ୍କ ଭିଡ଼...ଆଜି ବି ତାଙ୍କୁ ନେଇ ସାରା ରାଜ୍ୟରେ ବେଶ୍‌ ଚର୍ଚ୍ଚା ହୁଏ...ଦେଖନ୍ତୁ ଏହି ସ୍ୱତନ୍ତ୍ର ଭିଡ଼ିଓ