ଆଗ୍ରା ତାଜମହଲ କଥା କିଏ ବା ନଜାଣେ । ଖାଲି ଦେଶ ନୁହେଁ, ସାରା ବିଶ୍ୱରେ ରହିଛି ଏହାର ସ୍ୱତନ୍ତ୍ର ଖ୍ୟାତି । ହେଲେ ଆଜି ଆମେ ପ୍ରେମର ନିଆରା ନିଦର୍ଶନ ବୋଲି କୁହାଯାଉଥିବା ଆଗ୍ରା ତାଜମହଲ କଥା କହୁନୁ । ଆମେ କହୁଛୁ ବରଫ ତାଜ୍ କଥା ।