ଅଫିସ୍ ଛୁଟି ଥିବା ସମୟରେ ବିଶେଷ କରି ୱିକେଣ୍ଡ୍ରେ ଅଧିକ ବୋର୍ ଲାଗିଥାଏ। ତେବେ ବେଙ୍ଗାଲୁରୁରେ ଯେଉଁମାନେ ରହୁଛନ୍ତି, ସେମାନଙ୍କ ପାଇଁ ଖୁସି ଖବର। ଯଦି ଆପଣ ଉଦାସ କିମ୍ବା ଦୁଃଖରେ ଅଛନ୍ତି ଓ ମନ ହାଲ୍କା କରିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଭଡ଼ାରେ ବୟଫ୍ରେଣ୍ଡ୍ କରି ପାରିବେ।
ଜଣେ ଯୁବକ ପୋଷ୍ଟର ମାଧ୍ୟମରେ ନିଜର ଏକୁଟିଆପଣକୁ ବଖାଣିଛନ୍ତି । ନିଜ ଯନ୍ତ୍ରଣାକୁ ସମସ୍ତଙ୍କ ଆଗରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ।