ଚୀନ୍ ବିରୋଧରେ ପୁଣି ଡିଜିଟାଲ ଷ୍ଟ୍ରାଇକ୍ I ଭାରତରେ ବ୍ୟାନ୍ ଆଉ ୫୪ ଚାଇନିଜ୍ ଆପ୍ I ସୁଇଟ୍ ସେଲ୍ଫି, ବିୟୁଟି କ୍ୟାମେରା ଓ ଭିଭା ଆପ୍ ବ୍ୟାନ୍ I ଚୋରି ହେଉଥିଲା ସମ୍ବେଦନଶୀଳ ତଥ୍ୟ-ଆଇଟି ମନ୍ତ୍ରାଳୟ
Published: Otv Khabar Bureau
Last updated: 14 February 2022, 09:54 PM IST
ପଂଚାୟତ ନିର୍ବାଚନ ପାଇଁ ଗାଁ ମୁହାଁ ନେତା। କାହାକୁ କରୋନା କମଳ ବାଂଟି ଦେଉଛନ୍ତି ତ କାହାର ଗୋଡ଼ ଧରିନେଉଛନ୍ତି...କହୁ କହୁ କହିଦେଉଛନ୍ତି ଆମେ ନେଇ ନେଇ ନେତା, ଆମେ ପୁଣି କାହାକୁ କ’ଣ ଦେବୁ?