• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tata Sons

Ratan tata turns 85 know here the unknown fact
Happy Birthday: ରତନ ଟାଟାଙ୍କ ଜୀବନରେ ଆସିଥିଲେ ୪ ନାୟିକା; ହେଲେ କାହାକୁ ବାହା ହୋଇପାରିନଥିଲେ

ଆଜି ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ୮୫ତମ ଜନ୍ମଦିନ। ଟାଟା ଗ୍ରୁପ୍‌କୁ ଉଚ୍ଚ ସ୍ଥାନକୁ ନେବାରେ ତାଙ୍କ ଭୂମିକା ଅତୁଳନୀୟ। ସେ ସିନା ବ୍ୟବସାୟରେ ସଫଳ ହୋଇଗଲେ, ହେଲେ ପ୍ରେମ ଜୀବନକୁ ସଫଳ କରିପାରିଲେ ନାହିଁ। ଜୀବନରେ ଆସିଥିଲେ ୪ ନାୟିକା ହେଲେ ସବୁଠାରୁ ଗଭୀର ପ୍ରେମ ଥିଲା ଆମେରିକୀୟ ଯୁବତୀଙ୍କ ସହ।

Ilker Ayci
ଇଲକେର ଆଇସି ଏୟାର ଇଣ୍ଡିଆର ନୂଆ ସିଇଓ ଏବଂ ଏମଡି ଭାବେ ନିଯୁକ୍ତ

ଇଲକେର ଆଇସି ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ର୍ନିବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏୟାର ଇଣ୍ଡିଆର ବୋର୍ଡ଼ ବୈଠକରେ ଇଲକେରଙ୍କ ନିଯୁକ୍ତିକୁ ସର୍ମସମ୍ମତି କ୍ରମେ ମଞ୍ଜୁରୀ ମିଳିଛି ।

Air India
କାହିଁକି ଟାଟା ସନ୍ସ ହାତରୁ ଚାଲି ଯାଇଥିଲା ଏୟାର ଇଣ୍ତିଆ?

ଟାଟା ଗ୍ରୁପ୍ସରେ ପୁଣି ଥରେ ଏୟାର୍ ଇଣ୍ଡିଆର ଘରବାହୁଡ଼ା । ଦୀର୍ଘ ୬୮ ବର୍ଷ ପରେ ପୁଣି ଟାଟା ହାତକୁ ଫେରିଛି ଏୟାର୍ ଇଣ୍ଡିଆ । କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ବିକିବା ଲାଗି ୨୦୧୭ ମସିହାରେ ସରକାର ପକ୍ଷରୁ ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ୨୦୨୦ ଡିସେମ୍ବର ସୁଦ୍ଧା ସରକାର ୭ଟି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ପାଇଥିଲେ । ତେବେ ଟାଟା ସନ୍ସ ଓ ଅଜୟ ସିଂହଙ୍କ ସ୍ପାଇସ ଜେଟ୍ ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା ।

Air India
ଟାଟା ମାଲିକାନାକୁ ଗଲା ଏୟାର୍‌ ଇଣ୍ତିଆ

ଦୀର୍ଘ ୬୮ ବର୍ଷ ପରେ ପୁଣି TATA ପାଖକୁ ଫେରିଲା ଏୟାର ଇଣ୍ତିଆ ବିମାନ। ଏୟାର ଇଣ୍ଡିଆର ଘରୋଇକରଣକୁ ନେଇ ବଡ ଖବର ଆସିଛି । ଋଣଗ୍ରସ୍ତ ଏୟାର ଇଣ୍ଡିଆ ବିକ୍ରୟ କରିବାକୁ ସରକାରଙ୍କ ଉଦ୍ୟମ ଶେଷରେ ସଫଳ ହେଲା। ଏୟାରଇଣ୍ଡିଆ ବିଡ୍‌କୁ ହାତେଇଲା TATA । ଏକ ସାମ୍ବାଦିକ ସମ୍ମିଳନୀ କରି ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ଏହି ସୂଚନା ଦେଇଛି ।