ଦେଶର ବିକାଶ ଯାତ୍ରାରେ ଆଉ ଲାଷ୍ଟ ମାଇଲ ହୋଇ ରହିନାହିଁ ନର୍ଥ ଇଷ୍ଟ ରାଜ୍ୟ । ବିଗତ ୯ ବର୍ଷରେ ଦ୍ରୁତ ବଦଳିଛି ଉତ୍ତର ପୂର୍ବାଞ୍ଚଳର ଛବି । ଓଟିଭିର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଓଟିଭି ଫୋରସାଇଟ-୨୦୨୪ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।
ବାଲ୍ୟ ବିବାହ ଓ ଅଳ୍ପ ବୟସରୁ ମାତୃତ୍ୱ ଲାଭ ପ୍ରଥା ରୋକିବାକୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଇଛି ।
ସର୍ଜିକାଲ ଷ୍ଟ୍ରାଇକ ସଂପର୍କରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବାପ-ପୁଅ ମନ୍ତବ୍ୟ ସୃଷ୍ଟି କରିଛି ଝଡ଼ ।ଏଣେ ଦେଶର ଏକତା ସଂପର୍କରେ କହିବା ବେଳେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ନା ନନେଇ ଥିବାରୁ ରାହୁଲଙ୍କ ଉପରେ ବର୍ଷିଛନ୍ତି ମଣିପୁର ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ।