କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଜେରା ବେଳେ ଅଭିଯୁକ୍ତ ଶାହରୁଖ ସ୍ପେଶାଲ୍ ସେଲ୍କୁ କହିଛି, ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର୍ ଓ ଲରେନ୍ସ ବିଷ୍ଣୋୟୀ ସୁପାରୀ ଦେଇଥିଲେ।
ସିବିଆଇ ଓ ଏନ୍ଆଇଏ ତଦନ୍ତ ଦାବି କଲେ ସିଦ୍ଧୁଙ୍କ ବାପା
ଗୁଳିମାଡ଼ରେ ପ୍ରାଣ ହରାଇଥିବା ସିଦ୍ଧୁ ମୁସେୱାଲା ନିଜ ମୃତ୍ୟୁ ସମ୍ପର୍କରେ ପୂର୍ବରୁ ଜାଣିପାରିଥିଲେ କି ?
ଏଣିକି ସନ୍ଧ୍ୟା ୭ଟା ପରେ ଅଫିସ୍ରେ କାମ କରିବେନି ମହିଳା। ବିନା ଅନୁମତିରେ ସକାଳ ୬ ପୂର୍ବରୁ ପଡ଼ିବନି ସିପ୍ଟ...ସନ୍ଧ୍ୟାରେ ଅଫିସ୍ କାମ ବିଳମ୍ବ ହେଲେ କମ୍ପାନୀ ବହନ କରିବ ଏଇ ସବୁ ଖର୍ଚ୍ଚ....ଦେଖନ୍ତୁ ଏହି ଭିଡ଼ିଓ
ଆଜି ସକାଳେ ନେପାଳ ସେନା ବିମାନର ଦୁର୍ଘଟଣାସ୍ଥଳ ଠାବ କରିଛନ୍ତି। ସେନା ଓ ରେସ୍କ୍ୟୁ ଟିମ୍ ଆଜି ସକାଳୁ କ୍ରାଶ୍ ସାଇଟ୍ରେ ପହଞ୍ଚି ବିମାନର ଧ୍ୱଂସାବଶେଷ ଠାବ କରିଛନ୍ତି ବୋଲି ସେନା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଜମ୍ମୁ ଓ କାଶ୍ମୀର ପୁଲଓ୍ବାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା...
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା କରିବା ପାଇଁ କାନାଡ଼ାରୁ ହତ୍ୟାର ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିଲା। କାନାଡ଼ାର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍ ଓ ଲକି ହତ୍ୟା ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିବା କୁହାଯାଉଛି।
ନେପାଳ ବିମାନ ଦୁର୍ଘଟଣା। ନିଖୋଜ ୪ ଭାରତୀୟ ହେଲେ ଓଡ଼ିଶାର। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି। ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରେ ୪ ଭାରତୀୟ ପର୍ଯ୍ୟଟକ ଥିଲେ।
ସୁରକ୍ଷା ବ୍ୟବସ୍ଥା ହଟିବାର ଦିନକ ପରେ ପଞ୍ଜାବୀ ଗାୟକଙ୍କୁ ହତ୍ୟା
ବହରାଇଚ-ଲଖିମପୁର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।
ଗୁଳିମାଡ଼ କରି ଏକ ପାକିସ୍ତାନୀ ଡ୍ରୋନ୍କୁ ଖସାଇ ଦିଆଯାଇଛି। ଡ୍ରୋନ୍ଟି ଅନ୍ତର୍ଜାତୀୟ ସୀମା ପାର୍ ହୋଇ ଭାରତୀୟ ସୀମାକୁ ଚାଲି ଆସିଥିଲା। ଏହା ଜଣାପଡ଼ିବା ପରେ ସୁରକ୍ଷାକର୍ମୀ ଗୁଳିମାଡ଼ କରି ଏହି ଡ୍ରୋନ୍କୁ ଖସାଇ ଥିଲେ।
ସବୁଠି ଆଧାର କପି ନଦେବାକୁ କହିଲା ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗ
ଭାରତର ଷ୍ଟାର୍ଟ ଅପ୍ ବିଜନେସ୍ କେବଳ ବଡ଼ ସହରରେ ସୀମିତ ନାହିଁ : ମୋଦି
ମହିଳା ଓ ଶୁଆ ମଧ୍ୟରେ ସମ୍ପର୍କ ମାଆ ପୁଅ ଠାରୁ ବି କୌଣସି ଗୁଣରେ କମ୍ ନୁହେଁ।
ସକାଳ ୬ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ ଲିଖିତ ସହମତି ବିନା କୌଣସି ମହିଳା କର୍ମଚାରୀଙ୍କୁ କାମ କରିବା ପାଇଁ ବାଧ୍ୟ କରାଯିବନି। ଯଦି ବିଳମ୍ବ ସମୟ ଯାଏ କୌଣସି ମହିଳା କର୍ମଚାରୀ କାମ କରନ୍ତି ତା’ହେଲେ ତାଙ୍କୁ ମାଗଣାରେ ପରିବହନ, ଖାଦ୍ୟ ଓ ସେମାନଙ୍କର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ।
ମହଙ୍ଗା ପଡ଼ିଲା ‘KGF 2’ ନିଶା। ୟଶ୍ ଓରଫ ରକି ଭାଇଙ୍କ ସିଗାରେଟ୍ ଟାଣିବା ଷ୍ଟାଇଲ୍କୁ କପି କରି ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ଜଣେ ନାବାଳକ।
ଟ୍ୱିଟର ସିଇଓ ପରାଗ ଅଗ୍ରଓ୍ୱାଲଙ୍କ ଦରମାକୁ ଟପିଛି ଏହି ସଂଖ୍ୟା।
ଚାଷୀଙ୍କୁ ବର୍ଷକୁ ତିନିଟି କିସ୍ତିରେ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି।
ରାଜ୍ୟ ବନବିଭାଗ ପକ୍ଷରୁ ଆଲୋଚନା ମଧ୍ୟ କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି
ସୀମାକୁ ମିଳିଲା କୁତ୍ରିମ ଗୋଡ । ଏବେ ସୀମା ନିଇତି ସ୍କୁଲ ଯିବ, ନିଜର ଦୁଇ ଗୋଡରେ ଚାଲିକି ଯିବ । କାହିଁକି ନା ୧୦ ବର୍ଷର ସୀମାକୁ ଲଗାଯାଇଛି କୃତ୍ରିମ ଗୋଡ । ସୀମା ଏବେ ପୁରା ଫିଟ୍ । ଦୁଇ ଗୋଡରେ ଚାଲିପାରିବ, ଖେଳିପାରିବ, ଅନ୍ୟମାନଙ୍କ ଭଳି ସ୍କୁଲ ଯାଇପାରିବ ।
ଖୁଚୁରା କ୍ଷେତ୍ରରେ ୫ ଟଙ୍କିଆକୁ ଲୋକ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଟଙ୍କିକିଆ କଏନକୁ କମ୍ ଗୁରୁତ୍ୱ ଦେଉଛନ୍ତି।
ଜଣେ ଭିନ୍ନକ୍ଷମ ପିଲାଙ୍କୁ ବିମାନରେ ପ୍ରବେଶ କରିବାକୁ ଅନୁମତି ନେଦେବା ପରେ ଡିଜିସିଏ, ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଜରିମାନା କରିଛି ।
ପୁଣି ବଢ଼ିଲା ସୁନା ଓ ରୂପା ଦର। ଆଜି ସୁନା ପ୍ରତି ୧୦ ଗ୍ରାମକୁ ୨୫୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ରୂପା ପ୍ରତି କିଲୋକୁ ୯୩୩ ଟଙ୍କା ମହଙ୍ଗା ହୋଇଛି।
କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ଙ୍କୁ କ୍ଲିନ୍ଚିଟ୍ ମିଳିବା ପରେ ସମୀର ୱାଙ୍ଖଡ଼େଙ୍କ ପ୍ରତି ଅଡ଼ୁଆ ବଢ଼ିଛି
ସମ୍ବଲପୁରର ଏହି ଝିଅଙ୍କ ଅଭିନବ ପ୍ରୟାସ ଏବେ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ବଲପୁରର ରଞ୍ଜିତା ପ୍ରିୟଦର୍ଶିନୀ ଏକ ଅଭିନବ ପ୍ରୟାସ କରିଛନ୍ତି ।