• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rahul gandhi
ଚିନ୍ ରାଷ୍ଟ୍ର ଦୂତଙ୍କ ସହ ନେପାଳରେ ରାହୁଲଙ୍କ ମଉଜ

ନେପାଳ ରାଜଧାନୀ କାଠମାଣ୍ଡୁର ଏକ ନାଇଟ କ୍ଲବରେ ରାହୁଲ ଗାନ୍ଧିଙ୍କ ପାର୍ଟି ଭିଡିଓ ଭାଇରାଲ୍ ହେବା ପରେ, ପୁଣି ବିବାଦରେ କଂଗ୍ରେସର ଯୁବରାଜ । କଂଗ୍ରେସ ଡଙ୍ଗା ଉବୁଟୁବୁ ହେଉଥିବା ବେଳେ ରାହୁଲଙ୍କ ଏଭଳି ବିଦେଶୀ ମଉଜକୁ ନେଇ ଶାଣିତ ଭାଷାରେ କଟାକ୍ଷ କରିଛି ବିଜେପି ।

Gold Ornaments
ସୁନା ଗହଣାରେ ଠକାମୀକୁ ରୋକିବା ପାଇଁ ସାରା ଦେଶରେ ହଲ୍‌ମାର୍କ ବାଧ୍ୟତାମୂଳକ

ଦେଶର ମୋଟ ୩୨ ଜିଲ୍ଲାରେ କେବଳ ହଲ୍‌ମାର୍କିଂ ସୁନା ବିକିବାକୁ ବାଧ୍ୟହେବେ ଗହଣା ବ୍ୟବସାୟୀ । ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଗହଣା ଦୋକାନରେ ଭିଡ I ଜୁନ୍ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କ I ଗ୍ରାହକଙ୍କୁ ଠକାମୀରୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ।

Gold Ornaments
ଜୁନ୍ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କ

ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଗହଣା ଦୋକାନରେ ଭିଡ I ଜୁନ୍ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କ I ପୁରୀ ସମେତ ଦେଶର ୩୨ ଜିଲ୍ଲାରେ ଲାଗୁ ହେବ ବ୍ୟବସ୍ଥା I ଗ୍ରାହକଙ୍କୁ ଠକାମୀରୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ

Narendra Modi At Denmark
ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଓଡ଼ିଶାର ପଟ୍ଟଚିତ୍ର

ଦ୍ୱିତୀୟ ଇଣ୍ଡିଆ-ନର୍ଡିକ ରାଷ୍ଟ୍ର ସମ୍ମିଳନୀରେ ଯୋଗଦେବେ । ଏଥିରେ ଡେନମାର୍କ, ଆଇସଲାଣ୍ଡ, ଫିନଲାଣ୍ଡ, ସ୍ୱିଡେନ ଓ ନରେଓ୍ୱର ପ୍ରଧାନମନ୍ତ୍ରୀ ସାମିଲ ହେବେ ।

rahul gandhi
କଂଗ୍ରେସ ଡଙ୍ଗା ଉବୁଟୁବୁ ହେଉଥିବା ବେଳେ ରାହୁଲଙ୍କ ବିଦେଶୀ ମଉଜକୁ ନେଇ ଚର୍ଚ୍ଚା

ରଙ୍ଗାରଙ୍ଗ୍ ଲାଇଟ୍... ହାଇ ଭଲ୍ୟୁମ୍ ମ୍ୟୁଜିକ୍... ପୂରାପୂରି ପାର୍ଟି ମୁଡ୍... କାଠମାଣ୍ଡୁର ଏକ ନାଇଟ କ୍ଲବରେ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି ତେବେ କଂଗ୍ରେସ ପାର୍ଟି

amit shah
‘ଆମେ ଭାରତକୁ ବିଶ୍ୱଗୁରୁ କରିବାକୁ ଚାହୁଁ’

ସମସ୍ତେ ଦେଶ ପାଇଁ ଏଭଳି କାମ କରିବା ଉଚିତ, ଯେପରିକି ୨୦୪୭ ସୁଦ୍ଧା ଦେଶ ବିଶ୍ୱର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ

special story
ଖାଇବାଠୁ ପିଇବା, ଶୋଇବାଠୁ ଗାଧୋଇବା, ସବୁବେଳେ ଖାଲି ଭିଡ଼ିଓ ଭିଡ଼ିଓ . . .

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ ।

rahul gandhi
ରାହୁଲଙ୍କ ନାଇଟ୍ କ୍ଲବ୍ ଯିବାକୁ ନେଇ ରାଜନୀତି ଜୋର : କଂଗ୍ରେସକୁ କଟାକ୍ଷ କଲା ବିଜେପି

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବ୍ୟକ୍ତିଗତ କାମ ପାଇଁ ବର୍ତ୍ତମାନ ନେପାଳ ଗସ୍ତରେ ଅଛନ୍ତି । ତେବେ ତାଙ୍କର ନେପାଳ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ କାଠମାଣ୍ଡୁର ଏକ ନାଇଟ୍ କ୍ଲବରେ ଥିବା ନଜର ଆସିଛନ୍ତି ।

Clashes In Jodhpur
ଇଦ୍‌ ପୂର୍ବରୁ ଯୋଧପୁରରେ ସଂଘର୍ଷ, ଇଣ୍ଟରନେଟ୍‌ ସେବା ବନ୍ଦ

ଇଦ୍‌ ପୂର୍ବରୁ ରାଜସ୍ଥାନ ଯୋଧପୁରରେ ସଂଘର୍ଷ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ପତାକା ଉଡ଼ାଇବାକୁ ନେଇ ଯୋଧପୁରରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ପଥରମାଡ଼ ହୋଇଛି।

Modi speech in Germany
ଋଷ୍‌-ୟୁକ୍ରେନ୍ ଯୁଦ୍ଧରେ ସମସ୍ତେ କ୍ଷତି ସହିବେ: ମୋଦି

ଋଷ୍-ୟୁକ୍ରେନ୍ ଯୁଦ୍ଧରେ କେହି ବିଜୟୀ ହେବେନି, ସମସ୍ତେ କ୍ଷତି ସହିବେ। ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ ପ୍ରସଙ୍ଗରେ ଆଜି ଏଭଳି ମତ ରଖିଛନ୍ତି। ସେ କହିଛନ୍ତି, ଋଷ୍-ୟୁକ୍ରେନ୍ ଯୁଦ୍ଧରେ ଭାରତ ଶାନ୍ତି ସପକ୍ଷରେ ରହିଛି।

Narendra Modi
୩ ଦିନିଆ ୟୁରୋପ ଗସ୍ତର ପ୍ରଥମ ଦିନରେ ମୋଦି ଜର୍ମାନୀର ବର୍ଲିନ୍‌ରେ ପାଦ ରଖିଛନ୍ତି

ତିନି ଦିନିଆ ୟୁରୋପ ଗସ୍ତର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ରାଜଧାନୀ ବର୍ଲିନ୍‌ରେ ପାଦ ରଖିବା ପରେ, ତାଙ୍କୁ ଭାରତୀୟ ସମୁଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି ।

Narendra Modi
ଜର୍ମାନୀରେ ଭାରତ ମାତାର ଜୟ ଜୟକାର, ବର୍ଲିନ୍‌ରେ ଗୁଞ୍ଜରିତ ହେଲା ବନ୍ଦେ ମାତରମ୍ ଧ୍ୱନି

ଉତ୍ସବ ମୁଖର ବର୍ଲିନ୍‌ର ପ୍ରସିଦ୍ଧ ବ୍ରାଣ୍ଡେନ୍‌ବର୍ଗ ଗେଟ୍ । ଭାରତୀୟ ବାଦ୍ୟ, ନାଚ ଗୀତ ସହ ମୋଦି ମୋଦି ନାରାରେ ପ୍ରକମ୍ପିତ ପରିବେଶ ।

whatsapp bans 18 lakhs Account
୧୮ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟକୁ ବ୍ୟାନ କଲା ହ୍ୱାଟ୍ସଆପ୍

ଗତ ଫେବୃଆରୀରେ ୧୪.୨୬ ଲକ୍ଷ ଆକାଉଣ୍ଟକୁ ହ୍ୱାଟ୍ସ ଆପ୍ ବ୍ୟାନ କରିଥିଲା।

vaccination
ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଟିକାକରଣ ପାଇଁ କାହାକୁ ବାଧ୍ୟ କରାଯିବନି

ଦେଶରେ କରୋନା ଟିକାକରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କାହାକୁ ବାଧ୍ୟ କରି ଟିକା ଦିଆଯିବା ଉଚିତ୍ ନୁହେଁ ।

SpiceJet Mumbai-Durgapur flight caught in storm, passengers injured
ମଝି ଆକାଶରେ ଥରିଲା ବିମାନ; ୪୦ ଆହତ,୧୨ ଗୁରୁତର

ମଝି ଆକାଶରେ ଥରିଉଠିଥିଲା ବିମାନ । ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି ।

PM Modi
ତିନିଦିନିଆ ବିଦେଶ ଭ୍ରମଣରେ ଗଲେ ପ୍ରଧାନମନ୍ତ୍ରୀ : ବିଳମ୍ବିତ ରାତିରେ ନୂଆଦିଲ୍ଲୀରୁ ଭରିଲେ ଉଡ଼ାଣ

ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ତିନି ଦିନିଆ ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ

Honeymoon
ବାହା ହେବାକୁ NRI ଭାରତ ମୁହାଁ, ବଢ଼ିଲା ହୋଟେଲ୍‌ ରେଟ୍‌ ! ହନିମୁନ୍‌ ପାଇଁ ସବୁ ହିଲ୍‌ଷ୍ଟେସନ୍‌ରେ ଗହଳି

ବାହାଘର ସିଜିନ୍‌ ଚାଲିଥିବାରୁ ଏହାର ବେଶ୍‌ ଫାଇଦା ମଧ୍ୟ ନେଉଛନ୍ତି ବ୍ୟବସାୟୀ । ସମସ୍ତଙ୍କର ଭଲ ଦୁଇ ପଇସା ରୋଜଗାର ହେଉଛି ।

Chief of the Army Staff General Manoj Pande receives Guard of Honour at South Block Lawns
ସ୍ଥଳସେନା ମୁଖ୍ୟଙ୍କୁ ଗାର୍ଡ ଅଫ୍ ଅନର

ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର । ସାଉଥ ବ୍ଲକରେ ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।

Nurse Found Hanging In UP Hospital
ଚାକିରିରେ ଯୋଗ ଦେବାର ପ୍ରଥମ ଦିନରେ ମିଳିଲା ନର୍ସଙ୍କ ମୃତଦେହ, ହତ୍ୟା କରି ହସ୍ପିଟାଲ କାନ୍ଥରେ ଟାଙ୍ଗି ଦେଲେ...

ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ହତ୍ୟା କରାଯାଇ କାନ୍ଥରେ ଟାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। 

CJI-CM meet
PILକୁ ନେଇ ଉଦବେଗ ପ୍ରକାଶ କଲେ ସିଜେଆଇ

ଦେଶରେ ସୁଲଭ, ତ୍ୱରିତ ନ୍ୟାୟ ଆବଶ୍ୟକ। ଅଦାଲତରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବା ଦରକାର। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ-ମୁଖ୍ୟ ବିଚାରପତି ସମ୍ମିଳନୀକୁ ଉଦଘାଟନ କରି ଏଭଳି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

Justice Ramana
ନିଜ ସ୍ୱାର୍ଥ ପାଇଁ ବ୍ୟବହାର ହେଉଛି PIL, ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତି

ରାଜନୈତିକ ଏବଂ କର୍ପୋରେଟ୍‌ ପ୍ରତିଦ୍ୱନ୍ଦୀଙ୍କୁ ଅକଳରେ ପକାଇବାକୁ ପିଆଇଏଲ୍‌କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ।

Gen Manoj Pande takes charge as Army chief
ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ନୂଆ ସ୍ଥଳସେନା ମୁଖ୍ୟ

ନୂଆ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ସ୍ଥଳସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।

Narendra Modi
ଦେଶର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜ୍ଞାନ ଭବନରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।

Clashes In Punjab's Patiala
ପଟିଆଲା ହିଂସା: ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ- ହଟିଲେ IG ଓ SSP, ଇଣ୍ଟରନେଟ୍‌ ସେବା ବନ୍ଦ

ପଞ୍ଜାବ ପଟିଆଲାରେ ଖାଲିସ୍ତାନ ମୁର୍ଦ୍ଦାବାଦ ବିକ୍ଷୋଭ ଯାତ୍ରା ବେଳେ ଶିବସେନା କାର୍ଯ୍ୟକର୍ତ୍ତା ଓ ଖାଲିସ୍ତାନ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଏବେ ଉଗ୍ରରୂପ ନେଇଛି।

HOME GUARD
ଚଳନ୍ତା ଟ୍ରେନରୁ ଡେଇଁଲେ ଯୁବତୀ, ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଦେଲେ ହୋମ୍‌ଗାର୍ଡ

ସୋସିଆଲ୍ ମିଡିଆରେ ଏକ ଭିଡିଓ ଏବେ ହଇଚଇ କରୁଛି। ଚଳନ୍ତା ଟ୍ରେନରୁ ଖସି ପଡୁଛନ୍ତି ଯୁବତୀ। ଏହା ପରେ ଏମିତି ଘଟଣା ଘଟୁଛି, ଯାହାକୁ ଦେଖିଲେ ଆପଣ ଆଖି ବନ୍ଦ କରି ଦେବେ।