କ୍ୟାନ୍ସର ଚିକିତ୍ସାରେ ଇତିହାସରେ ପ୍ରଥମ ଔଷଧର ପରୀକ୍ଷଣ ବେଳେ ସମସ୍ତ କ୍ୟାନ୍ସର ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଆମେରିକାର ନ୍ୟୁୟର୍କରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ବଜାରକୁ ଆସିଗଲା ହ୍ୱିସ୍କି ଚା’। ପିଇବା ମାତ୍ରେ ରିଫ୍ରେସ ହୋଇଯିବ ମୁଡ୍ ।
ରୀତିନୀତି ଅନୁସାରେ ରାତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା, ହେଲେ ସକାଳ ହେଲା ବେଳକୁ ସବୁକିଛି ଓଲଟପାଲଟ ହୋଇଗଲା। ବିବାହର କିଛି ଘଣ୍ଟା ପରେ ନବବିବାହିତା ନିଜ ନୂଆ ଜୀନବସାଥୀ ସହ ସମ୍ପର୍କ ତୁଟାଇ ଦେଇଥିଲେ।
ନୂଆ ଗାଇଡଲାଇନରେ କୁହାଯାଇଛି ଯେ ନିକଟରେ ୩ ସେନା ମୁଖ୍ୟ କିମ୍ବା ଉପ ମୁଖ୍ୟ ପଦରୁ ଅବସର ନେଇଥିବା ଅଧିକାରୀମାନେ ମଧ୍ୟ ସିଡିଏସ୍ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। କିନ୍ତୁ ସେମାନଙ୍କ ବୟସ ୬୨ ବର୍ଷରୁ କମ ହୋଇଥିବା ଅପରିହାର୍ଯ୍ୟ ।
ପୁଣି ସୀମାରେ ଦେଖାଗଲା ଡ୍ରୋନ୍ । ଷଡ଼ଯନ୍ତ୍ର ଜାରି ରଖିଛି ପାକିସ୍ତାନ ।
ଓଭର-ଦି-କାଉଣ୍ଟର ବିକ୍ରିର ଅର୍ଥ ହେଉଛି ଯେ, ଏକ ଔଷଧକୁ ଖୁଚୁରା ବଜାରରେ ବିନା କୌଣସି ଡାକ୍ତରୀ ପ୍ରେସକ୍ରିପସନରେ କିଣାଯାଇପାରିବ । ଦେଶରେ ଯେଉଁଠି ଆଣ୍ଟିବାୟୋଟିକ୍ ସମେତ ଅନେକ ଔଷଧ ସାଧାରଣ ଭାବେ କାଉଣ୍ଟରରେ ବିକ୍ରି ହୁଏ ।
ଭାରତୀୟ ନୋଟରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚିତ୍ର ବଦଳାଇବାକୁ କୌଣସି ପ୍ରସ୍ତାବ ନାହିଁ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ
ଫ୍ଲାଟ୍ ଭିତରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ। ତା’ବି ପୁଣି ମୁଖ୍ୟମନ୍ତ୍ରୀଙ୍କ ଘର ପାଖରେ ଏହି ଘଟଣା ଘଟିଛି। ବୃଦ୍ଧ ଦମ୍ପତି ଯେଉଁ ଫ୍ଲାଟ୍ରେ ରହୁଥିଲେ ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର ପାଖରେ। ଯାହାକି ହାଇ ସିକ୍ୟୁରିଟି ଜୋନ୍।
ଜଣେ ବ୍ରିଟିଶ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ସ୍ୱାମୀଙ୍କ ସହ ଗୋଆ ବୁଲିବାକୁ ଆସିଥିଲେ। ଦୁଷ୍କର୍ମ ନେଇ ଅଭିଯୋଗ ପରେ ପୋଲିସ୍ ଛାନ୍ଭିନ୍ କରି ଅଭିଯୁକ୍ତକୁ ଧରିଥିଲା।
ଛାତ୍ର ଜୀବନରେ ମୂଲ୍ୟବୋଧ ଏବଂ ନୈତିକତା ବୃଦ୍ଧି ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି ।
ଜାମ୍ମୁ କାଶ୍ମୀରର କୁପୱାରାରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା…
ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଧାର୍ଯ୍ୟ ସମୟ ଭିତରେ ସୁରତ-ବିଲିମରା ମଧ୍ୟରେ ଚାଲିବ ବୁଲେଟ୍ ଟ୍ରେନ୍। ମୁମ୍ବାଇ-ଅହମ୍ମଦାବାଦ ରୁଟ୍ରେ ୩୨୦ କିଲୋମିଟର ବେଗରେ ଚାଲିବ ।
ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଛି । ସବୁଠୁ ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ପାକିସ୍ତାନ ଓ ଚୀନ ଆସୁଛନ୍ତି ।
୨୦୦୬ ମାର୍ଚ୍ଚ ୭ ସଂଧ୍ୟାରେ ପ୍ରଥମେ ସଂକଟମୋଚନ ମନ୍ଦିରରେ ବ୍ଲାଷ୍ଟ ହୋଇଥିଲା । ୧୫ ମିନିଟ ପରେ କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନରେ ବ୍ଲାଷ୍ଟ ହୋଇଥିଲା । ୩ୟ ବିସ୍ଫୋରଣ ପୂର୍ବରୁ ଗୁଡ଼ାଉଲିଆରୁ ଏକ ଜୀବନ୍ତ ବୋମା ଉଦ୍ଧାର ହୋଇଥିଲା ।
ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍ ସେବାରେ ଏକ ନୂଆ ସର୍ଭିସ ଉପଲବ୍ଧ କରାଯାଇଛି । ଯେଉଁଥିରେ ଷ୍ଟେସନ୍ ଛାଡିବାର ପ୍ରାୟ ୨୦ ମିନିଟ୍ ପୂର୍ବରୁ ହିଁ ରେଲୱେ ଆପଣଙ୍କୁ ଗଭୀର ନିଦରୁ ଉଠାଇଦେବ ।
ଆମେରିକାର କିଛି ଯୁବ ପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ସହ ବେପରୁଆ ଗୁଳିକାଣ୍ଡ ଜଡ଼ିତ ବୋଲି କହିଛନ୍ତି ସଦ୍ଗୁରୁ ଜଗି ବାସୁଦେବ।
ବିନିଶାଙ୍କ ଉପରେ ୨୯ ଲକ୍ଷର ଋଣ ବୋଝ । ପରିଶୋଧ କରିବାକୁ ଚାପ ପକାଉଛି କମ୍ପାନୀ ।
ଜଣେ ଡ୍ରାଇଭରଙ୍କ ପୁଅ ହିମାଂଶୁ ପାଣ୍ଡେ ୟୁପିଏସ୍ସି ସିଡିଏସ ପରୀକ୍ଷାରେ ଟପ୍ପର ହୋଇ IMAରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି ।
ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଆଜି ପୁଣି ରେଡ୍ ହୋଇଛି
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା ।
ଦେଶରେ ୨୪ ଘଣ୍ଟାରେ ୪ ହଜାର ୨୭୦ ଆକ୍ରାନ୍ତଙ୍କ ସହ ୩୪ ଦିନ ପରେ ୧ ପ୍ରତିଶତ ପାର୍ କଲା ଡେଲି ପଜିଟିଭିଟି ରେଟ୍...ମହାରାଷ୍ଟ୍ର ଓ କେରଳକୁ ମିଶାଇ ୫ ରାଜ୍ୟରେ କ୍ଲଷ୍ଟର୍ ସର୍ଭେଲାନ୍ସକୁ ଜୋର୍ଦାର କରିବାକୁ କେନ୍ଦ୍ରର ଚିଠି...
ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ବଞ୍ଚାଇବା ପାଇଁ ମୋଦିଙ୍କ ଗୁରୁମନ୍ତ୍ର...
ଜାମ୍ମୁ ଓ କାଶ୍ମୀରରେ ବର୍ତ୍ତମାନ ଯେଉଁ ସ୍ଥିତି ମୁଣ୍ଡ ଟେକି ସୁରକ୍ଷା ଏବଂ ଭ୍ୟାଲି ବାସିନ୍ଦାଙ୍କ ପ୍ରତି ବିପଦ ବଢ଼ାଇଛି
ବସ୍କୁ ପରିବର୍ତ୍ତନ କରାଯାଇ ଶ୍ରେଣୀଗୃହ କରାଯାଇଛି। ପିଲାମାନେ ପାଠ ପଢିବା ସହିତ ମନୋରଂଜନ ମଧ୍ୟ କରିବେ। ଏଥାରେ ଅଛି ଏୟାର କଣ୍ଡିସନ ଓ ଟିଭି ଦେଖିବାର ସୁବିଧା। ଲାଇବ୍ରେରୀ ସହିତ ଥିଏଟରର ସୁବିଧା ମିଳିବ।
ଆପତ୍ତିଜନକ ବୟାନ ଅଭିଯୋଗରେ ଦଳୀୟ କାର୍ଯ୍ୟନୁଷ୍ଠାନ