Advertisment

ସ୍ୱାଧୀନତାର ଅମୃତ ମହୋତ୍ସବରେ ଇତିହାସ ରଚିଲା ISRO

ସ୍ୱାଧୀନତାର ଅମୃତ ମହୋତ୍ସବରେ ISRO ଇତିହାସ ରଚିଛି। ଇସ୍ରୋ ପକ୍ଷରୁ ଆଜାଦୀ ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଛି।

author-image
Rajalaxmi Sahoo
ISRO's Smallest Rocket Launched

ISRO's Smallest Rocket Launched

ସ୍ୱାଧୀନତାର ଅମୃତ ମହୋତ୍ସବରେ ISRO(Indian Space Research Organisation) ଇତିହାସ ରଚିଛି। ଇସ୍ରୋ ପକ୍ଷରୁ ଆଜାଦୀ ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଛି।ଇସ୍ରୋ ପକ୍ଷରୁ ଏହି କ୍ଷୁଦ୍ର ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍‌ ସେଣ୍ଟରରୁ ଆଜି ସକାଳେ ‘SSLV-D1-EOS-02’ ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଥିଲା। 

Advertisment

୭୫ଟି ଗାଁର ୭୫୦ ଜଣ ସ୍କୁଲ୍‌ ଛାତ୍ରୀ ଏହି କ୍ଷୁଦ୍ର ସାଟେଲାଇଟ୍‌ର ଡିଜାଇନ୍ କରିଥିଲେ। ପ୍ରଥମଥର ପାଇଁ ଇସ୍ରୋ ପକ୍ଷରୁ କ୍ଷୁଦ୍ର ସାଟେଲାଇଟ୍‌ (Small Satellite Launch Vehicle-SSLV) ଲଞ୍ଚ୍‌ କରାଯାଇଛି। ଏହି SSLVର ଲମ୍ବ ୩୪ ମିଟର। 

Advertisment


— ANI (@ANI) August 7, 2022

ISRO ISRO Satellite Launch
Advertisment
Advertisment