• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Delhi Plastic Factory
ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ ! ହୁତୁହୁତୁ ହୋଇ ଜଳିଗଲା ଫ୍ୟାକ୍ଟ୍ରି, ୨୭ ଅଗ୍ନିଶମ ବାହିନୀ ନିୟୋଜିତ

ଶିନବାର ରାତି ପ୍ରାୟ ୯ଟା ୧୦ ସମୟରେ ଫ୍ୟାକ୍‌ଟ୍ରିରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ଫୋନ ଆସିଥିଲା ।

Mundka Tragedy
ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ

ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ବଡ଼ ଧରଣର ଅଗ୍ନିକାଣ୍ଡ। ଅକାଳରେ ଚାଲିଗଲା ୩୦ରୁ ଅଧିକ ଜୀବନ। ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଧ୍ୱସଂସ୍ତୁପ ପାଲଟିଗଲା ତିନି ମହଲା କୋଠା।

Mundka Tragedy
ମୁଣ୍ଡକା ଟ୍ରାଜେଡି ଖୋଲିଲା ଦିଲ୍ଲୀରେ ଦୁର୍ବଳ ଅଗ୍ନି ନିରାପତ୍ତାର ମୁଖା

ପାଉଁଶ ଗଦାରେ ପରିଣତ ହୋଇଛି କୋଟି କୋଟି ଟଙ୍କାର ସାମଗ୍ରୀ।

New CM of Tripura
ମାଣିକ ଶାହା ହେବେ ତ୍ରିପୁରାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ବିପ୍ଲବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। 

Fire
ପଞ୍ଜାବର ଗୁରୁ ନାନକ ଦେବ ହସ୍ପିଟାଲ୍‌ରେ ଅଗ୍ନିକାଣ୍ତ, କାରଣ ଅସ୍ପଷ୍ଟ..

କାଲି ଦିଲ୍ଲୀରେ ଏବଂ ଆଜି ପଞ୍ଜାବର ଅମ୍ରିତସର୍‌ର ଗୁରୁ ନାନକ ଦେବ ହସ୍ପିଟାଲ୍‌ରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି । ତେବେ କେମିତି ହସ୍ପିଟାଲରେ ନିଆଁ ଲାଗିଲା ତାହା ମଧ୍ୟ ଜଣପଡ଼ିନାହିଁ

Delhi Firemishap
ବିରାଟ ଅଗ୍ନିକାଣ୍ଡ ପରେ ସରକାରଙ୍କ ଚେତା ପଶିଲା, କଡ଼ାକଡ଼ି ହେଲା ନିୟମ

ଅଗ୍ନି ନିରାପତ୍ତା ତ୍ରୁଟି ଥିଲେ ୧୧୨ ଡାଏଲ କରି ସୂଚନା ଦେଇପାରିବେ ବୋଲି କହିଛନ୍ତି ଦିଲ୍ଲୀ ସରକାର ।

  • Saturday, 14 May 2022
Gold Prices Fall Today
Good News: ପୁଣି କମିଲା ସୁନା ଦର

ଲଗାତାର ଦ୍ୱିତୀୟ ଦିନରେ ସୁନା ଦର ହ୍ରାସ ପାଇଛି। ଗତକାଲି ତୁଳନାରେ ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୨୨୦ ଟଙ୍କା ହ୍ରାସ ପାଇଛି। 

27 Die In Massive Delhi Fire
ଥମିନି ଦୁର୍ଦଶା ! ଏବେ ବି ଅନେକ ନିଖୋଜ, ଏଣେ ତେଣେ ଦୌଡ଼ୁଛନ୍ତି ସମ୍ପର୍କୀୟ

ନିଜ ଲୋକଙ୍କୁ ଖୋଜିବାକୁ ସମ୍ପର୍କୀୟ ମାନେ, ଏ ମେଡିକାଲ୍‌ରୁ ସେ ମେଡିକାଲ୍ ଦୌଡ଼ୁଛନ୍ତି ।

Gyanvapi Mosque
ଉତ୍ତରପ୍ରଦେଶ ବାରାଣସୀରେ ଜ୍ଞାନବାପି ଘମାସାନ

କିଭଳି ସ୍ଥିତିରେ ରହିଛି ଜ୍ଞାନବାପି ମସଜିଦର ଚର୍ଚ୍ଚିତ ପଶ୍ଚିମ କାନ୍ଥ? ମସଜିଦର କାନ୍ଥରେ ଅଧିଷ୍ଠିତ କେଉଁ କେଉଁ ହିନ୍ଦୁ ଦେବାଦେବୀ? ଧର୍ମସ୍ଥଳୀ ପରିସରରେ ରହିଛି ଆଉ କେଉଁ କେଉଁ ରହସ୍ୟ?

India Bans Wheat Exports
ଗହମ ରପ୍ତାନୀ ଉପରେ ରୋକ୍‌ ଲଗାଇଲେ କେନ୍ଦ୍ର ସରକାର

ଦେଶର ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ଗହମ ରପ୍ତାନୀ ଉପରେ କେନ୍ଦ୍ର ସରକାର ରୋକ୍‌ ଲଗାଇଛନ୍ତି। କେବଳ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁମତିରେ ଗହମ ରପ୍ତାନୀ ହୋଇପାରିବ।

27 Die In Massive Delhi Fire
ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି, ୨ ଗିରଫ

ବିଲ୍ଡିଂର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ହଠାତ୍‌ ଦ୍ରୁତ ଗତିରେ ନିଆଁ ବ୍ୟାପିବା ଯୋଗୁ କିଛି ଲୋକ ଜୀବନ ବଞ୍ଚାଇବାକୁ ଯାଇ ଝରକା ଦେଇ ତଳକୁ ଡେଇଁ ପଡ଼ିଥିଲେ।

Kashmiri Pandit Rahul Bhatt
କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ ହୁଲସ୍ତୁଲ କାଶ୍ମୀର ଘାଟି

କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ ହୁଲସ୍ତୁଲ କାଶ୍ମୀର ଘାଟି। ସୁରକ୍ଷା ଓ ନ୍ୟାୟ ପାଇଁ ଜାଗା ଜାଗାରେ ପଣ୍ଡିତ ସଂପ୍ରଦାୟର ପ୍ରୋଟେଷ୍ଟ ମାର୍ଚ୍ଚ। ପ୍ରତିବାଦ ଶୋଭଯାତ୍ରା ବେଳେ ଶ୍ରୀନଗରରେ ପ୍ରଦର୍ଶନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସେପଟେ ଏହାକୁ ନେଇ ରାଜନୀତି ବି ତେଜିଛି।

delhi fire Mishap
ନିଆଁରୁ ବଞ୍ଚିବା ପାଇଁ କୋଠା ଉପରୁ ଡେଇଁପଡ଼ିଲେ ଲୋକ

ନିଆଁ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇ ଭୟଙ୍କର ରୂପ ଧାରଣ କରିଥିଲା।

west Delhi Fire
ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୨୬ ମୃତଦେହ ଉଦ୍ଧାର

ନିଆଁ ଲାଗିବା ପରେ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପିଯାଇଥିଲା।   

Kashmiri Pandit's Killing
କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ ହୁଲୁସ୍ତୁଲ କାଶ୍ମୀର ଘାଟି

କାଶ୍ମୀର ପଣ୍ଡିତଙ୍କ ସମର୍ଥନରେ ବାହାରିଛନ୍ତି ସ୍ଥାନୀୟ ମୁସଲିମ୍ ସଂପ୍ରଦାୟ । ହିନ୍ଦୁ ଭାଇଙ୍କ ସୁରକ୍ଷା ଦାବି କରି ବହୁ ସଂଖ୍ୟାରେ ମୁମଲିମ୍ ବିରୋଧ ପ୍ରଦର୍ଶନରେ ସାମିଲ ହେବା ଲାଗି ଆହ୍ୱାନ ବି ଜଣାଇଛନ୍ତି

୨୪ ଘଣ୍ଟାରେ ପ୍ରତିଶୋଧ ନେଲା ସେନା : ଏନକାଉଣ୍ଟରରେ କାଶ୍ମୀର ପଣ୍ଡିତ ରାହୁଲଙ୍କ ହତ୍ୟାକାରୀ ସଫା

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା । ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ରାହୁଲଙ୍କ ହତ୍ୟାରେ ସାମିଲ ଥିଲେ ।

  • Friday, 13 May 2022
Mystery ‘space debris’ found in three areas in Gujarat
ରାତି ଅନ୍ଧାରରେ ଆକାଶରୁ ଖସିଲା ନିଆଁ ପିଣ୍ଡୁଳା, ସକାଳ ହେବା ପରେ . .

ଆକାଶରୁ ଭୀଷଣ ଶବ୍ବ ସହ ତଳକୁ ଖସି ଆସିଛି ନିଆଁ ପିଣ୍ଡୁଳା

1,600-Feet Asteroid Heading Towards Earth
ମାଡ଼ି ଆସୁଛି ବିପଦ ! ମେ’ ୧୬ରେ ପୃଥିବୀ ନିକଟ ଦେଇ ଗତି କରିବ ବିଶାଳକାୟ ଆଷ୍ଟ୍ରଏଡ୍‌

ଏହି ବିଶାଳକାୟ ଆଷ୍ଟ୍ରଏଡ୍‌ର ଗତିବିଧି ଉପରେ ନାସା ନଜର ରଖିଛି। ନାସାର ସୂଚନା ଅନୁସାରେ, ମେ’ ୧୬ ଭୋର ୨ଟା ୪୮ ମିନିଟ୍‌ରେ  ଆଷ୍ଟ୍ରଏଡ୍‌ 388945 (2008 TZ3) ପୃଥିବୀର ନିକଟତର ହେବ।

Tomato Flu
ଡରାଇଲାଣି ଟମାଟୋ ଫ୍ଲୁ:: ଜାଣନ୍ତୁ ବର୍ତ୍ତିବାର ଉପାୟ...

ଚିନ୍ତା ବଢାଇଲାଣି ଟମାଟୋ ଫ୍ଲୁ : ପିଲାଙ୍କ ପ୍ରତି ରହିଛି ବେଶି ବିପଦ.... ଜ୍ୱର ହେବା ସହ ଦେଖାଯାଉଛି ଏମିତି ଲକ୍ଷଣ। ଜାଣନ୍ତୁ କଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ..

Indian Air Force jawan arrested for espionage
ରହସ୍ୟମୟୀଙ୍କ ହନିଟ୍ରାପ୍‌ରେ ଯବାନ, ମିଠା ମିଠା କଥା କହି ହାତେଇଲେ ଗୁପ୍ତତଥ୍ୟ

ଜଣେ ଅପରିଚିତ ମହିଳା ସୋସିଆଲ ମିଡିଆରେ ଯବାନଙ୍କ ସହ ବନ୍ଧୁତା ସ୍ଥାପନ କରି ତାଙ୍କ ଠାରୁ ସମ୍ବେଦନଶୀଳ ତଥ୍ୟ ସବୁ ସଂଗ୍ରହ କରିଥିବା ସୂଚନା ମିଳିଛି। 

Helicopter Crash
ହେଲିକପ୍ଟର ଦୁର୍ଘଟଣା; ଜଣେ ଓଡ଼ିଆ ପାଇଲଟ୍‌ଙ୍କ ମୃତ୍ୟୁ

ଟ୍ରେନିଂ ବେଳେ ଛତିଶଗଡ଼ ରାୟପୁରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ହେଲିକପ୍ଟରଟି ଅବତରଣ ବେଳେ ଏଥିରେ ନିଆଁ ଲାଗିଯିବାରୁ କ୍ରାସ ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲଟ୍‌ ଥିଲେ ।

Tamato Flu
କର୍ଣ୍ଣାଟକରେ ଏବେ ଟମାଟୋ ଫ୍ଲୁକୁ ନେଇ ଆତଙ୍କ

ଗତ କିଛି ଦିନ ଧରି କର୍ଣ୍ଣାଟକରେ ଏହି ରୋଗ ଦେଖା ଦେଇଛି। ପୂର୍ବରୁ ତାମିଲନାଡୁ ଓ କେରଳରେ ଏହି ରୋଗ ଦେଖା ଦେଇଥିଲା। ତେବେ ଏହି ସଂକ୍ରାମକ ରୋଗ ଧୀରେ ଧୀରେ ବ୍ୟାପୁଥିବାରୁ କର୍ଣ୍ଣାଟକରେ ହାଇ ଆଲର୍ଟ ଜାରି କରାଯାଇଛି।

Gyanvapi Mosque survey to continue, says Varanasi court
ବାରାଣାସୀ ଜ୍ଞାନବ୍ୟାପୀ ମସଜିଦ ସର୍ଭେ ନେଇ କୋର୍ଟଙ୍କ ବଡ଼ ନିଷ୍ପତ୍ତି

ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ସର୍ଭେ ସମ୍ପର୍କରେ କୋର୍ଟଙ୍କ ବଡ ନିଷ୍ପତ୍ତି । ମସଜିଦର ସର୍ଭେ ପାଇଁ ନିଯୁକ୍ତ ଆଡଭୋକେଟ୍ କମିଶନର ଅଜୟ କୁମାର ମିଶ୍ରଙ୍କୁ ହଟାଇବାକୁ କୋର୍ଟ ମନା କରି ଦେଇଛନ୍ତି ।

J&K: Terrorists shoot Kashmiri Pandit clerk Rahul Bhat at Chadoora Tehsildar's office
ଆତଙ୍କବାଦୀଙ୍କ ବର୍ବରକାଣ୍ଡ; ଜମ୍ମୁକାଶ୍ମୀରର ପଣ୍ଡିତକୁ ଗୁଳି କରି ହତ୍ୟା କଲେ

ପୁଣି ଜମ୍ମୁକାଶ୍ମୀରର ପଣ୍ଡିତକୁ ଟାର୍ଗେଟ୍ କଲେ ଆତଙ୍କବାଦୀ । ଜମ୍ମୁକାଶ୍ମୀରର ଏକ ପଣ୍ଡିତକୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି ।

Rajeev Kumar
ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର

ରାଜୀବ କୁମାରଙ୍କ କାର୍ଯ୍ୟକାଳ ୧୫ ତାରିଖରୁ ଆରମ୍ଭ ହେବ । ଏନେଇ ଆଜି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି ।