କେଉଁ ଆଧାରରେ ସ୍ୱାମୀ ପ୍ରଶାନ୍ତଙ୍କ ପରିବାର ଲୋକେ କହିଥିଲେ, ପ୍ରଜ୍ଞାଙ୍କୁ କ୍ୟାନ୍ସର ହୋଇଛି ବୋଲି? ଏଭଳି କହିବା ପଛର ଉଦ୍ଦେଶ୍ୟ କଣ ?
ଶାଶୁ ଘର ଲୋକେ ନିର୍ଯାତନା ଦେବା ସହ ସ୍ୱାମୀ ମଦ ପିଇ ମାଡ଼ ମାରିବା ସହ ଘରେ ଭିତରେ ବନ୍ଦ କରି ରଖୁଥିଲେ ବୋଲି ମହିଳା ଜଣକ ଅଭିଯୋଗ ଆଣିଥିଲେ। ଶେଷରେ ନିର୍ଯାତନା ଏତେ ଅତିଷ୍ଠ ହୋଇ ଯାଇଥିଲା ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ।