Advertisment

ଜାଣନ୍ତୁ ଅଗଷ୍ଟ ୧୫ର କିଛି ରୋଚକ ତଥ୍ୟ

ଅଗଷ୍ଟ ୧୫ ତାରିଖ ଦିନ ପାଳନ କରାଯିବ ୭୫ ତମ ସ୍ୱାଧୀନତା ଦିବସ, ଜାଣନ୍ତୁ ସ୍ୱାଧୀନତା ଦିବସ ସହ ଜଡ଼ିତ କିଛି ରୋଚକ କଥା...

author-image
Otv Khabar Bureau
ଅଦ୍ୟତନ ହୋଇଛି
independence day special quiz in Odia do you know when was first time national flag hoisted know cor

independence day special quiz in Odia do you know when was first time national flag hoisted know cor

ଅଗଷ୍ଟ ୧୫ ଆସିଲେ ପ୍ରତି ଭାରତୀୟଙ୍କ ମନରେ ଜାଗି ଉଠେ ଏକ ନିଆରା ଉତ୍ସବ । ଆନନ୍ଦ, ଉଲ୍ଲାସ ପୁଲକରେ ଭରିଯାଏ ହୃଦୟ । କାରଣ ଏହି ଦିନ ବିଦେଶୀ କବଳରରୁ ମୁକ୍ତ ପାଇଥିଲା ଭାରତ । ତେବେ ଆଗାମୀ ୧୫ ତାରିଖ ଦିନ ଦେଶରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହି ଅବସରରେ ଆସନ୍ତୁ ଜାଣିନେବା ସ୍ୱାଧୀନତା ଦିବସ ସହ ଜଡ଼ିତ କିଛି ରୋଚକ କଥା ।

Advertisment

ପ୍ରଶ୍ନ :- କେବେ ଓ କେଉଁଠି ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ?

ଉତ୍ତର :- ୧୯୦୬ ଅଗଷ୍ଟ ୭ ତାରିଖ କୋଲକାତାର ପାର୍ସି ବାଗନ ଛକରେ (Parsi Bagan Square) ପ୍ରଥମ ଥର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

Parsi Bagan Square

ପ୍ରଶ୍ନ :- ଜାତୀୟ ପତାକାର ଡିଜାଇନକୁ କିଏ କରିଥିଲେ ?

ଉତ୍ତର :- ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଲି ଭେଙ୍କେୟା(Pingali Venkayya) ତ୍ରିରଙ୍ଗା ଡିଜାଇନ୍ କରିଥିଲେ ।

Advertisment
ଓଏ

ପ୍ରଶ୍ନ :- କେଉଁ ବର୍ଷ ଅସହଯୋଗ ଆନ୍ଦୋଳନ ହୋଇଥିଲା ?

ଉତ୍ତର :- ୧୯୨୦ ମସିହାରେ

sd

ପ୍ରଶ୍ନ :- କେଉଁ ବର୍ଷ ଭାରତ ଛାଡ୍‌ ଆନ୍ଦୋଳନ ହୋଇଥିଲା ?

ଉତ୍ତର :- ୧୯୪୨ ମସିହାରେ

ଓ

ପ୍ରଶ୍ନ :- ଭାରତର ୭୫ ତମ ସ୍ୱାଧୀନତା ଦିବସର ଥିମ୍‌ କ’ଣ ? 

ଉତ୍ତର :-  ‘ନେସନ୍ ଫାର୍ଷ୍ଟ, ଅଲୱେଜ୍ ଫାଷ୍ଟ’ (Nation First, Always First)

ପ୍ରଶ୍ନ :- କିଏ ଦେଶ ଶେଷ ରାଜା ଥିଲେ ?

ଉତ୍ତର :-  ଲର୍ଡ ମାଉଣ୍ଟବାଟେନ୍ (Lord Mountbatten)

ପ୍ରଶ୍ନ :-  ଜାତୀୟ ସଙ୍ଗୀତ କିଏ ଲେଖିଥିଲେ ? 

ଉତ୍ତର :-  ରବିନ୍ଦ୍ରନାଥ ଠାକୁର (Rabindranath Tagore)

Independence Day Independence Day Special Quiz
Advertisment
Advertisment