• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅଗଷ୍ଟ ୧୫ ଆସିଲେ ପ୍ରତି ଭାରତୀୟଙ୍କ ମନରେ ଜାଗି ଉଠେ ଏକ ନିଆରା ଉତ୍ସବ । ଆନନ୍ଦ, ଉଲ୍ଲାସ ପୁଲକରେ ଭରିଯାଏ ହୃଦୟ । କାରଣ ଏହି ଦିନ ବିଦେଶୀ କବଳରରୁ ମୁକ୍ତ ପାଇଥିଲା ଭାରତ । ତେବେ ଆଗାମୀ ୧୫ ତାରିଖ ଦିନ ଦେଶରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହି ଅବସରରେ ଆସନ୍ତୁ ଜାଣିନେବା ସ୍ୱାଧୀନତା ଦିବସ ସହ ଜଡ଼ିତ କିଛି ରୋଚକ କଥା ।

ପ୍ରଶ୍ନ :- କେବେ ଓ କେଉଁଠି ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ?

ଉତ୍ତର :- ୧୯୦୬ ଅଗଷ୍ଟ ୭ ତାରିଖ କୋଲକାତାର ପାର୍ସି ବାଗନ ଛକରେ (Parsi Bagan Square) ପ୍ରଥମ ଥର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

Parsi Bagan Square

ପ୍ରଶ୍ନ :- ଜାତୀୟ ପତାକାର ଡିଜାଇନକୁ କିଏ କରିଥିଲେ ?

ଉତ୍ତର :- ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଲି ଭେଙ୍କେୟା(Pingali Venkayya) ତ୍ରିରଙ୍ଗା ଡିଜାଇନ୍ କରିଥିଲେ ।

ଓଏ

ପ୍ରଶ୍ନ :- କେଉଁ ବର୍ଷ ଅସହଯୋଗ ଆନ୍ଦୋଳନ ହୋଇଥିଲା ?

ଉତ୍ତର :- ୧୯୨୦ ମସିହାରେ

sd

ପ୍ରଶ୍ନ :- କେଉଁ ବର୍ଷ ଭାରତ ଛାଡ୍‌ ଆନ୍ଦୋଳନ ହୋଇଥିଲା ?

ଉତ୍ତର :- ୧୯୪୨ ମସିହାରେ

ଓ

ପ୍ରଶ୍ନ :- ଭାରତର ୭୫ ତମ ସ୍ୱାଧୀନତା ଦିବସର ଥିମ୍‌ କ’ଣ ? 

ଉତ୍ତର :-  ‘ନେସନ୍ ଫାର୍ଷ୍ଟ, ଅଲୱେଜ୍ ଫାଷ୍ଟ’ (Nation First, Always First)

ପ୍ରଶ୍ନ :- କିଏ ଦେଶ ଶେଷ ରାଜା ଥିଲେ ?

ଉତ୍ତର :-  ଲର୍ଡ ମାଉଣ୍ଟବାଟେନ୍ (Lord Mountbatten)

ପ୍ରଶ୍ନ :-  ଜାତୀୟ ସଙ୍ଗୀତ କିଏ ଲେଖିଥିଲେ ? 

ଉତ୍ତର :-  ରବିନ୍ଦ୍ରନାଥ ଠାକୁର (Rabindranath Tagore)

 

OTV is now on Whatsapp

Join and get latest news update delivered to you via whatsapp

Join Now