• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Vigilance Team Recovered 12 Kg Gold From IAS Sanjay Popli Residence
ଗିରଫ IASଙ୍କ ଘରୁ ମିଳିଲା ସୁନା ବିସ୍କୁଟ୍‌ ଓ ଇଟା, ରେଷ୍ଟରୁମ୍‌ରେ ଲୁଚାଇଥିଲେ

ଦୁର୍ନୀତି ଅଭିଯୋଗରେ ଗିରଫ IAS ଅଧିକାରୀଙ୍କ ଘରୁ ପୁଳା ପୁଳା ସୁନା ଓ ରୁପା ମିଳିଛି।  IAS ଅଧିକାରୀ ସଞ୍ଜୟ ପୋପଲିଙ୍କ ଘରୁ ୧୨ କିଲୋ ସୁନା, ୩ କିଲୋ ରୁପା, ୪ଟି ଆପଲ୍‌ ଆଇଫୋନ୍‌ ସମେତ ୨ଟି ସାମସଙ୍ଗ୍‌ ସ୍ମାର୍ଟ ୱାଚ୍‌ ଜବତ କରିଛି।

 Former DGP R B Sreekumar Arrested
୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ବଡ଼ ଆକ୍ସନ: ଗିରଫ ହେଲେ ପୂର୍ବତନ ଡିଜିପି

ଗୁଜରାଟ ଦଙ୍ଗା ମାମଲାରେ ଷଡ଼ଯନ୍ତ୍ର, ତଦନ୍ତକୁ ପ୍ରଭାବିତ କରିବା, ମିଛ ଆରୋପ ଲଗାଇବା ଭଳି ଅଭିଯୋଗରେ ଗୁଜରାଟର ତତ୍କାଳୀନ ଡିଜି ପୋଲିସ୍ ଆର୍ ବି ଶ୍ରୀକୁମାରଙ୍କୁ ଗିରଫ କରାଯାଇଛି। 

Dept of Expenditure warns against extending the free food scheme
ଗରିବଙ୍କୁ ଶକ୍ତ ଝଟକା : କେନ୍ଦ୍ର ସରକାର ବନ୍ଦ କରିବେ ମାଗଣା ଯୋଜନା !

ସରକାରୀ ଖଜାନା ଉପରେ ବୋଝ ବଢ଼ୁଛି । ମାଗଣା ଯୋଜନା ଗୁଡ଼ିକୁ ବନ୍ଦ କରିବା ପାଇଁ ସରକାରଙ୍କୁ କୁହାଯାଇଛି ।

2002 Gujarat Riots
ଦୀର୍ଘ ବର୍ଷର ଲଢ଼େଇ ପରେ ସତ ପଦାକୁ ଆସିଛି : ଗୁଜୁରାଟ ଦଙ୍ଗା ମାମଲାର ରାୟ ଆସିବା ପରେ ମୁହଁ ଖୋଲିଲେ ଗୃହମନ୍ତ୍ରୀ

ଗୁଜୁରାଟ ଦଙ୍ଗା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଦୀର୍ଘ ଦିନ ଧରି ଲଢ଼େଇ ପରେ ସୁନା ଭଳି ସତ୍ୟ ପଦାକୁ ଆସିଛି ।

Beggar Became Govt Teacher
୨୪ ବର୍ଷର ସଂଘର୍ଷ ପରେ ମିଳିଲା ସଫଳତା; ଦିନେ ଭିକ ମାଗୁଥିଲେ, ଏବେ ଶିକ୍ଷକତା କରିବେ

ଭିକ୍ଷା ମାଗି ଚଳୁଥିଲେ, ଏବେ ସେ ଶିକ୍ଷକତା କରିବେ। ଦୀର୍ଘ ୨୪ ବର୍ଷର ସଂଘର୍ଷ ପରେ ଶେଷରେ ତାଙ୍କ ଜିଦ୍ ରହିଲା। ତେବେ ଚାକିରି ଏମିତି ବୟସରେ ମିଳିଲା ଯେ, ଆଉ ମାତ୍ର ବର୍ଷେ ଦୁଇବର୍ଷ ପରେ ସେ ରିଟାୟାର୍ଡ ହେଇଯିବେ। କଥାଟା ଟିକେ ଅଡୁଆ ଲାଗୁଛି, କିନ୍ତୁ ଏ ଭିଡିଓ ଦେଖିଲେ ଆପଣ କ୍ଲିୟର ହେଇଯିବେ।

New labour codes will impact the working hours salary provident fund pension
ନୂଆ ଶ୍ରମ ନିୟମ: ୪ ଦିନ କାମ, ୩ ଦିନ ଛୁଟି; ଜାଣନ୍ତୁ କେବେ ହେବ ଲାଗୁ

କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ମୋଦୀ ସରକାର ନୂଆ ଲେବର କୋଡ୍। ବେତନ, ପେନ୍‌ସନ୍‌ ଗ୍ରାଚ୍ୟୁଇଟି ଆଦିରେ ଆସୁଛି ପରିବର୍ତ୍ତନ। ଅଧିକ ଜାଣିବା ପାଇଁ ପଢନ୍ତୁ…

Special story
ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଜାରି : ଉଦ୍ଧବ କହିଲେ ଶେଷ ଯାଏଁ ଲଢିବି

ଦଳୀୟ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିବା ଏକନାଥ ସିନ୍ଦେଙ୍କର ବଢିବାରେ ଲାଗିଛି ବଳ

Special story
ସ୍ତ୍ରୀକୁ କାମୁଡ଼ିଥିବା ସାପକୁ ଧରି ହସ୍ପିଟାଲରେ ହାଜର ସ୍ୱାମୀ, ଡାକ୍ତର ଛାନିଆ

ସ୍ତ୍ରୀକୁ କାମୁଡ଼ିଲା ସାପ : ବୋତଲରେ ସର୍ପକୁ ଧରି ହସ୍ପିଟାଲରେ ହାଜର ସ୍ୱାମୀ

  • Friday, 24 June 2022
Shiv Sena MLA Guwahati Radisson Blu Hhotel Booking Details
ହୋଟେଲ୍‌ରେ ବିଦ୍ରୋହୀ ବିଧାୟକଙ୍କ ରଙ୍ଗିଲା ରହଣି: ରହିବାରେ ୫୬ ଲକ୍ଷ, ଖାଇବାରେ ୮ ଲକ୍ଷ ଟଙ୍କା...

ବିଦ୍ରୋହୀ ବିଧାୟକ ଯେଉଁମାନେ ଉଦ୍ଧବ ସରକାରଙ୍କୁ ବିରୋଧ କରୁଛନ୍ତି, ସେମାନେ ବର୍ତ୍ତମାନ ଆସାମର ଗୌହାଟିରେ ଅଛନ୍ତି। ବର୍ତ୍ତମାନ ସେମାନଙ୍କର ଠିକଣା Radisson Blu ହୋଟେଲ୍‌।

Draupadi Murmu
ନାମାଙ୍କନ ଦାଖଲ କଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନିତିନ ଗଡ଼କରୀ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ଦ୍ରିପଦୀ ।

  • Friday, 24 June 2022
Draupadi Murmu
ସଂସଦରେ ପହଞ୍ଚିଲେ ଦ୍ରୌପଦୀ, ପ୍ରସ୍ତାବକ ରହିବେ BJD- YSR କଂଗ୍ରେସ-JDU

କଡ଼ା ସୁରକ୍ଷା ମଧ୍ୟରେ ଓଡ଼ିଶା ଭବନରୁ ଯାଇ ସଂସଦ ଭବନରେ ପହଞ୍ଚିଛନ୍ତି ଦ୍ରୌପଦୀ । ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦାଖଲ କରିବେ ନାମାଙ୍କନ ।

100 Kilo Cake
Video: କୁକୁର ଜନ୍ମ ଦିନରେ ଏକ କ୍ୱିଣ୍ଟାଲର କେକ୍‌, ୪୦୦୦ ଲୋକଙ୍କ ପାଇଁ ଭୋଜି !

୪୦୦୦ ଲୋକଙ୍କ ପାଇଁ ସାଧା ଏବଂ ଆମିଷ ଭୋଜିର ଆୟୋଜନ କରାଯାଇଥିଲା । ଲୋକେ ଭୋଜିଭାତ ଖାଇବା ସହ ଧୁମ୍‌ ନାଚ ଗୀତ ମଧ୍ୟ କରିଥିଲେ ।

  • Friday, 24 June 2022
Know Whom to Support in the Presidential Polls
ରାଷ୍ଟ୍ରପତି ନିର୍ବାଚନ: ଜାଣନ୍ତୁ, କିଏ କାହାକୁ ଦେବେ ସମର୍ଥନ

ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିବେ। ବିଜେଡି, YSR କଂଗ୍ରେସ, ଜେଡିୟୁ ପରି ଦଳ ପ୍ରସ୍ତାବକ ରହିବେ।

 Rebel Eknath Shinde Claims 50 MLAs Back Him
ଗୋଟିଏପଟେ ଠାକ୍‌ରେଙ୍କ ଅଡ଼ୁଆ ବଢ଼ୁଛି, ସେପଟେ ସିନ୍ଦେଙ୍କୁ ସମର୍ଥନ ଉପରେ ସମର୍ଥନ

ଗୋଟିଏପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଡୁଆ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଦ୍ରୋହୀ ନେତା ଏକନାଥଙ୍କ ସିନ୍ଦେଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ି ଚାଲିଛି।

 Groom Kills Friend In Celebratory Firing
ଖୁସି ହୋଇଗଲା କାଳ: ବିବାହ ପ୍ରୋସେସନରେ ସାଙ୍ଗକୁ ମାରି ଜେଲ୍‌ ଗଲା ବର

ବିବାହ ପ୍ରୋସେସନରେ ନାଚ, ଗୀତରେ ଖୁସିରେ ମଜି ଯାଇଥିଲେ ବରଯାତ୍ରୀ। ହେଲେ ହଠାତ୍‌ ଏମିତି କିଛି ଘଟିଲା, ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଖୁସିର ମାହୋଲରେ ଖେଳି ଯାଇଥିଲା ଦୁଃଖର ଛାୟା।

Special Story, Z Plus Security
Z Plus Security କ'ଣ? କାହାକୁ ଆଉ କାହିଁକି ମିଳେ ଏହି ସୁରକ୍ଷା?

କାହିଁକି ଓ କାହାକୁ ମିଳେ Z Plus Security? ଏଇ ସୁରକ୍ଷା ପାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେତେ ଜଣ ଦିଅନ୍ତି ସୁରକ୍ଷା? ଦେଶର କେତେ ଜଣଙ୍କୁ ମିଳିଛି ଏହି ସୁରକ୍ଷା, ଜାଣନ୍ତୁ…

  • Friday, 24 June 2022
Uddhav Thakrey
ଇସ୍ତଫା ଦେବେ କି ଉଦ୍ଧବ ! ଭାଙ୍ଗିଯିବ କି ମହାରାଷ୍ଟ୍ର ସରକାର ?

‘ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କେହି ଚାହୁଁନାହୁଁ । ଆମର ଦାବି ଯେ, ସେ ବିଜେପି ସହ ମେଣ୍ଟ କରନ୍ତୁ ଏବଂ ସରକାର ଗଢ଼ନ୍ତୁ ।’

The President Canditate Draupadi Murmu in Delhi
ଦିଲ୍ଲୀରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଭେଟିଲେ ଦ୍ରୌପଦୀ

କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ।

Sarayu is one of the seven tributaries of Ganga. (Representational)
ସ୍ତ୍ରୀକୁ ଚୁମ୍ବନ ଦେବାରୁ ମାଡ଼ ଖାଇଲେ ସ୍ୱାମୀ

ମାଡ଼ ଖାଉଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ।

Murmu- modi Meet
ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ। 

Gold Price Today
କମିଲା ସୁନା ଦାମ୍‌

ସୁନା ଓ ରୁପା ଦର ଆଜି ହ୍ରାସ ପାଇଥିବା ଦେଖିବାକୁ ମିଳିଛି। MCXରେ ସୁନା ୦.୨୧% ଅର୍ଥାତ୍‌ ୧୦୬ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୭୯୮ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଛି।

CORONA
୧୩ ହଜାର ଟପିଲା ଦେଶରେ କୋଭିଡ୍‌ର ଦୈନିକ ସଂକ୍ରମଣ

କରୋନା ସଂକ୍ରମଣ ବଢୁଥିବାରୁ ଟେଷ୍ଟିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Uddhav Thackeray Vacates Chief Minister's House
ଗାଦି ରହିବ ତ ? ରାତାରାତି ସରକାରୀ ବାସଭବନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ

୩୪ ବିଦ୍ରୋହୀ ବିଧାୟକଙ୍କ ଏକନାଥ ସିନ୍ଧେଙ୍କ ସମର୍ଥନ ଜଣାଇବା ପରେ ଗାଦି ଯିବା ନିଶ୍ଚିତ ଜାଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରୀ ବାସଭବନ ଛାଡ଼ିଛନ୍ତି। 

Uddhav Thakrey
ମହା ଅଘାଡି ସରକାରରେ ହଠାତ୍ କାହିଁକି ଘଟିଲା ବିସ୍ଫୋରଣ ? କାହିଁକି ବିଦ୍ରୋହ ଘୋଷଣା କଲେ ଏକନାଥ ସିନ୍ଦେ ?

ସଂଖ୍ୟା ନଥିବା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଧନଞ୍ଜୟ ମହାଦିକ୍‌ଙ୍କ ବିଜୟ ପରେ ମହାରାଷ୍ଟ୍ରରର ମେଣ୍ଟ ସରକାରରେ ଅସନ୍ତୋଷ ଦାନା ବାନ୍ଧୁଥିବା ଇଙ୍ଗିତ କରିଥିଲା । କିଛି ମେଣ୍ଟ ବିଧାୟକଙ୍କ କ୍ରସ୍ ଭୋଟିଂ ଧନଞ୍ଜୟଙ୍କ ବିଜୟର ପଥ ସୁଗମ କରିଥିଲା ।