• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Political Parties

Holi Celebration
ହୋଲିରେ ଲାଗିଲା ନିର୍ବାଚନର ରଙ୍ଗ; ଫଗୁ ଅବିରରେ ନେତା ମାପିଲେ ଭୋଟ ତାତି

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେତେକ ନେତାଙ୍କ ପାଇଁ ଅବସର ହୋଲି। ତେଣୁ ରାଜନୀତିରେ ରଙ୍ଗ ଲାଗିବାର ଥିଲା। ଆଉ ଲାଗିଲା ବି।

Jharsuguda By-poll
ଝାରସୁଗୁଡ଼ା ଦଖଲ ପାଇଁ ବୁଥ୍ ମ୍ୟାନେଜମେଣ୍ଟ ଉପରେ ତିନି ଦଳର ଫୋକସ୍

ଦଳୀୟ କର୍ମକର୍ତ୍ତାଙ୍କୁ ବିଜେପି ପ୍ରଭାରୀ ବଂଶଲ ଦେଲେ ବୁଥ୍ ପରିଚାଳନା ମନ୍ତ୍ର, ବୁଥୱାରୀ ଦଳୀୟ ସ୍ଥିତିର ସମୀକ୍ଷାକୁ ଗୁରୁତ୍ୱ ଦେଉଛି ବିଜେଡି, କଂଗ୍ରେସ ବି ଭିଡ଼ିଛି ଅଣ୍ଟା

BJD
ବିଜେଡି ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ

ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ହେଉଛି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ।

General Election
କାହାକୁ ପ୍ରାର୍ଥୀ କଲେ ମିଳିବ ସଫଳତା?

୨୦୨୪ ନୁହେଁ ୨୩ରେ ହୋଇପାରେ ସାଧାରଣ ନିର୍ବାଚନ । ଯେବେଠାରୁ ରାଜ୍ୟରେ ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, ସେବେଠାରୁ ବଢ଼ିଲାଣି ରାଜନୈତିକ ଗତିବିଧି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବା ବେଳେ ୧୭ରେ ବିଜେପି ଓ ୧୮ରେ କଂଗ୍ରେସ୍ ଡାକିଛି ବୈଠକ ।

Dhamnagar bypoll
ଧାମନଗରରେ ଜବରଦସ୍ତ ଲଢ଼େଇ

ଧାମନଗର ରାଜନୀତି ଏବେ ସରଗରମ। ମୈଦାନରେ ଯୋଦ୍ଧା।

Cash Donation
ରାଜନୈତିକ ଦଳର ବେନାମୀ ଚାନ୍ଦା ଉପରେ ଅଙ୍କୁଶ !

ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିବ ଲଗାମ। ଚନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ। ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦାର ଆକାର ୨୦ ହଜାରରୁ ୨ ହଜାରକୁ କମାଇବାକୁ ସେ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ।

Sanghamitra Dalei
ବ୍ରହ୍ମପୁର ମହାନଗର ନିଗମର ନୂଆ ମେୟର ସଂଘମିତ୍ରା ଦଳେଇ

ବ୍ରହ୍ମପୁର ମହାନଗର ନିଗମର ନୂଆ ମେୟର । ତାଙ୍କର ବୟସ ୫୨ । ତାଙ୍କ ସ୍ୱାମୀଙ୍କ ନାଁ ଭୀମସେନ ଦଳେଇ । ତାଙ୍କ ସ୍ୱାମୀ ଜଣେ ଜେଲ୍ ସପ୍ଲାଇ କଣ୍ଟ୍ରାକ୍ଟ୍ରର । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍‌ ଥାନା ଅଧିନ ବଡ଼ସାହିର ମୂଳବାସିନ୍ଦା ହେଉଛନ୍ତି ସଂଘମିତ୍ରା ।

Rajkumar Sahoo
ଗୋଟିଏ ପରିବାର ହାତରେ ୩୯ ବର୍ଷ ଧରି ୱାର୍ଡ ଭାର, ବାପାଙ୍କ ପରେ ପୁଅର ଇନିଂସ

ଲୋକଙ୍କ ପାଇଁ ଯିଏ କାମ କରିବ ଲୋକେ ତାଙ୍କୁ ହିଁ ଜିତାଇବେ । ଲୋକଙ୍କୁ ସୁଖ ଦୁଃଖରେ ଯିଏ ସାମିଲ ହେବ ତାଙ୍କୁ ହିଁ ଲୋକେ ବାଛିବେ ।

Ulb polls
ଢ଼େଙ୍କାନାଳ-ନବରଙ୍ଗପୁର-ଜୁନାଗଡ଼-ଧର୍ମଗଡ଼ରେ ବିଜେପିର ବାଜିମାତ୍‌

ଢେଙ୍କାନାଳ ମ୍ୟୁନିସିପାଲିଟିରେ ବିଜେପିର ଜୟନ୍ତୀ ପାତ୍ର ଅଧ୍ୟକ୍ଷା ଭାବେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୪୧୪୫ ଭୋଟ୍‌ରେ ପରାଜିତ କରିଛନ୍ତି ।

BJP
ଖାତା ଖୋଲିଲା ବିଜେପି; ଧର୍ମଗଡ଼ରେ ବିଜେପିର ବାଜିମାତ୍

ସାରା ରାଜ୍ୟରେ ସକାଳ ୧୦ଟା ସୁଦ୍ଧା ଯାହା ଟ୍ରେଣ୍ଡ ରହିଛି ସେଥିରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି ।

ULB Polls
ପୌର ଫାଇଟ୍ ପୂର୍ବରୁ ତେଜିଲା ପ୍ରାର୍ଥିପତ୍ର ପ୍ରତ୍ୟାହାର ପଲିଟିକ୍ସ

ଢ଼େଇରୁ ଓହରି ଯିବାକୁ ଶାସକ ଦଳ ପକ୍ଷରୁ ବିରୋଧୀ ପ୍ରାର୍ଥୀମାନଙ୍କ ଉପରେ ନାନା ପ୍ରକାର ଚାପ ପକାଯାଇଥିବା ଅଭିଯୋଗ ଆଣିଛି ବିଜେପି । କାହାକୁ ଧମକ ତ କେଉଁଠି ପ୍ରଲୋଭନ ଦେଖାଯାଇଥିବା ଅଭିଯୋଗ ଆସିଛି ।

ULB Polls
ଭୁବନେଶ୍ୱର ମେୟର ପାଇଁ କଂଗ୍ରେସରୁ ଲଢିବେ ମଧୁସ୍ମିତା ଆଚାର୍ଯ୍ୟ

ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ପାଖେଇ ଆସୁଥିଲେ ବି କୌଣସି ଗୋଟିଏ ବି ଦଳରେ ଚୂଡାନ୍ତ ହୋଇନି ପ୍ରାର୍ଥୀ ତାଲିକା। ସବୁଠୁ ଅଧିକ ଫୋକସରେ ଥିବା ଭୁବନେଶ୍ୱର ମହାନଗର ନିଗମର ସବୁ ଓ୍ୱାର୍ଡରେ କର୍ପୋରେଟର କଥା ଛାଡ଼ନ୍ତୁ ବିଜେପି ଓ ବିଜେଡି ଏଯାଏଁ ମେୟର ପ୍ରାର୍ଥୀଙ୍କ ନାଁ ବି ଘୋଷଣା କରିନାହାନ୍ତି। ହେଲେ ପ୍ରଥମ ଦଳଭାବେ କଂଗ୍ରେସ କିନ୍ତୁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି।

The Great Odisha Political Circus ।Song On How Political Parties Celebrate New Year
ପେଟ୍ରୋଲ ଦେଲି, ଗ୍ୟାସ୍ ଦେଲି...ମୋ ବୋପାଲୋ

ନୂଆବର୍ଷ ଚାଲିଛି। ଏଥି ପାଇଁ କାହିଁରେ କଣ ଖୁସି। ଆଉ ଡେରି ନ କରି ଶୁଣନ୍ତୁ, ଏଇ ଶଙ୍ଖ ଓ ପଦ୍ମ ଦଳର ଗୀତ...

Supreme Court of India
ନାମ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ଦଳକୁ ଦେବାକୁ ପଡ଼ିବ ପ୍ରାର୍ଥୀଙ୍କ ଅପରାଧିକ କୁଣ୍ଡଳୀ

ଅପରାଧ ମୁକ୍ତ ହେବ କି ରାଜନୀତି ? ରାଜନୀତିକୁ ଅପରାଧ ଠାରୁ ଦୂରେଇ ରଖିବାକୁ ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିଷ୍ପତ୍ତି । ରାଜନୀତିରେ ଅପରାଧୀକରଣ ମାମଲା ନେଇ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି ।