ଗୁଳି ଫୁଟିବନି କି ଶବ୍ଦ ସୃଷ୍ଟି ହେବନି, କିନ୍ତୁ ଏହାରି ପ୍ରଭାବରେ ଆକାଶ ମାର୍ଗରୁ ଶତ୍ରୁ ପକ୍ଷ ଡ୍ରୋନକୁ ଅନାୟାସରେ ତଳକୁ ଖସାଇ ଦିଆଯାଇ ପାରିବ ।
ଆମେ ଆଜି ଜଣେ ଏମିତି ଯବାନଙ୍କ ବିଷୟରେ କହିବୁ ଯିଏ ତାଙ୍କର ବୀରତ୍ୱ ପାଇଁ ଆଜି ସ୍ମରଣୀୟ ନୁହଁନ୍ତି, ବରଂ ନିଜ ଧାର୍ମିକ ଭାବନା ପାଇଁ ବନ୍ଦନୀୟ। ତାଙ୍କର ଦେଶପ୍ରେମକୁ ବିଦେଶରେ ବି ମିଳେ ସମ୍ମାନ ।