• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Cyrus Mistry was not wearing seat belt
ସାମାନ୍ୟ ଅବହେଳାରୁ ଚାଲିଗଲେ ସାଇରସ୍ !

ବିଳାସପୂର୍ଣ୍ଣ ହେଉ କିମ୍ବା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଲାଟେଷ୍ଟ ମଡେଲ୍‌ର ଗାଡ଼ି। ଯଦି ଯାତ୍ରା ସମୟରେ ନିୟମ ପାଳନ କରୁନାହାଁନ୍ତି ତାହେଲେ ଆପଣ ସୁରକ୍ଷିତ ନୁହଁନ୍ତି। ହୁଏତ ଯଦି ନିୟମ ମାନି ସିଟ୍ ବେଲ୍ଟ ପିନ୍ଧିଥାନ୍ତେ, ତାହେଲେ ଆଜି ଜୀବିତ ଥାନ୍ତେ, ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ।

Cyrus Mistry Was Not Wearing Seat Belt
ସାମାନ୍ୟ ଅବହେଳାରୁ ଚାଲିଗଲେ ସାଇରସ୍ ! ସିଟ୍ ବେଲ୍ଟ ପିନ୍ଧିନଥିବାରୁ ଦୁର୍ଘଟଣାରେ ଗଲା ଜୀବନ

ଯେତେ ସୁରକ୍ଷା ବ୍ୟବସ୍ଥା ଥାଉନା କାହିଁକି, ସିଟ୍ ବେଲ୍ଟ ପିନ୍ଧି ନଥିବାବେଳେ ଦୁର୍ଘଟଣା ଘଟିଲେ ଯାତ୍ରୀ ମୃତାହତ ହେବା ଆଶଙ୍କା ଯଥେଷ୍ଟ ଅଧିକ।

Maternity Leave
ଏଣିକି ମ୍ୟାଟରନିଟି ଲିଭ୍‌ ମିଳିବ ଅଧିକ ୬୦ ଦିନ !

ଚାକିରିଆ ମହିଳାଙ୍କ ପାଇଁ ବଡ଼ ଖବର। ଏଣିକି ମିଳିବ ୨ ମାସ ସ୍ୱତନ୍ତ୍ର ମ୍ୟାଟରନିଟି ଛୁଟି…ଜାଣନ୍ତୁ କାରଣ କ’ଣ..

Forgot your smartphone password? know how to reset at home
ଭୁଲି ଯାଇଛନ୍ତି କି ଫୋନ୍‌ ପାସ୍‌ୱାର୍ଡ ? ଜାଣନ୍ତୁ, ଘରେ ବସି କେମିତି କରିବେ ରିସେଟ୍‌...

ଯଦି ଆପଣ ଫୋନ୍‌ ପାସ୍‌ୱାର୍ଡ, ପିନ୍‌ କିମ୍ବା ପାଟର୍ନ ଭୁଲି ଯାଇଛନ୍ତି, ତା’ହେଲେ ଘରେ ବସି ଏହାକୁ ଅନ୍‌ଲକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଆଉ ସର୍ଭିସ୍‌ ସେଣ୍ଟର ଯିବାକୁ ପଡ଼ିବନି।

Bengaluru Reeling Under Water
ପ୍ରବଳ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ, ଜଳବନ୍ଦୀ ସ୍ଥିତି ଯୋଗୁ ହଜାରେ କୋଟିର କ୍ଷତି

ରାସ୍ତାରେ ଏତେ ପାଣି ଜମିଛି ଯେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁ ସହରରେ ହୋଇଥିବା ଜଳବନ୍ଦୀ ସ୍ଥିତି ଯୋଗୁ ହଜାରେ କୋଟିର କ୍ଷତି ହୋଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି।

 Swing Crashes At Crowded Fair In Punjab
ଚକ୍ରି ଦୋଳିରେ ବସି ମସ୍ତି କରୁଥିଲେ, ହଠାତ୍‌ ଉପରୁ ଖସି ପଡ଼ିଲା; ତା’ପରେ...

ଚକ୍ରି ଦୋଳିରେ ଲୋକମାନେ ବସି ମସ୍ତି କରୁଥିବା ବେଳେ ଦୋଳିଟି ହଠାତ୍‌ ଦ୍ରୁତ ଗତିରେ ଉପରୁ ତଳକୁ ଖସି ପଡ଼ିଥିଲା। ଏହାପରେ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ଜୋରରେ ଚିତ୍କାର କରିଥିଲେ।

Gold price today
Today Gold Price - 5th Sep.: ଜାଣନ୍ତୁ, ଆଜି କେତେ ଅଛି ଆପଣଙ୍କ ସହରରେ ସୁନା ଓ ରୁପାର ଦାମ୍

ବୃଦ୍ଧି ପାଇଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୨୦୦ ରହିଛି

Special story
ପ୍ରଥମେ ମା’କୁ ନିର୍ମମ ହତ୍ୟା, ତା’ପରେ ୭୭ ପେଜ୍‌ର ସୁଇସାଇଡ୍‌ ନୋଟ୍‌ ଛାଡ଼ି ପୁଅର ଆତ୍ମହତ୍ୟା

ପୋଲିସ୍‌ ହାତରେ ଲାଗିଲା ୭୭ ପେଜ୍‌ର ସୁଇସାଇଡ୍‌ ନୋଟ୍‌

Cyrus Mistry Wasn't Wearing Seat Belt Sources
ପଛ ସିଟ୍‌ରେ ବସିଥିଲେ, ସିଟ୍‌ ବେଲ୍ଟ ପିନ୍ଧି ନଥିଲେ ସାଇରସ୍‌ ମିସ୍ତ୍ରୀ

ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଇରସ୍ ମିସ୍ତ୍ରୀ ଓ ଜେହାଙ୍ଗିର କେହିବି ସିଟ୍‌ ବେଲ୍ଟ ପିନ୍ଧି ନଥିଲେ। ଗାଡ଼ିର ପଛ ସିଟ୍‌ରେ ସାଇରସ୍‌ ବସିଥିଲେ।

Special story
ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ : ୨ ଜଣ ଜୀବନ୍ତ ଦଗ୍ଧ, ୨୦ ଜଣ ଫସିଥିବା ଆଶଙ୍କା

ହୋଟେଲରେ ଅଗ୍ନିକାଣ୍ଡ ଘଟି ଚାଲିଗଲା ଦୁଇ ଜଣଙ୍କ ଜୀବନ ।

Boat Carrying 55 People Sank In Ganga River In Bihar
ଗଙ୍ଗା ନଦୀରେ ବୁଡ଼ିଲା ୫୫ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଡଙ୍ଗା

ଶ୍ରମିକମାନେ କାମ ସାରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଦାନପୁର ନିଟକରେ ଗଙ୍ଗା ନଦୀରେ ଡଙ୍ଗାଟି ଓଲଟି ପଡ଼ିଥିଲା। ସେହି ସମୟରେ ଡଙ୍ଗାରେ ୫୫ ଜଣ ଶ୍ରମିକ ଥିଲେ।

Cyrus Mistry Death
ଆଉ ନାହାନ୍ତି ଶିଳ୍ପପତି ସାଇରସ୍‌ ମିସ୍ତ୍ରୀ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଶିଳ୍ପପତି ସାଇରସ୍‌ ମିସ୍ତ୍ରୀଙ୍କ ପରଲୋକ ।

Special story
କଅଁଳା ପିଲାକୁ କୋଳରୁ ଓହ୍ଲାଇ ପ୍ରଖର ସ୍ରୋତକୁ ଡେଇଁ ପଡ଼ି ଯୁବକଙ୍କ ଜୀବନ ବଞ୍ଚାଇଦେଲେ ରବିନା

ବୁଡ଼ି ଯାଉଥିବା ଯୁବକଙ୍କ ବଞ୍ଚାଇ ଦେଲେ ମହିଳା । ଦୁଃସାହସ ପାଇଁ ପୋଲିସ୍‌ ଏବେ ତାଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ କରିଛନ୍ତି ।

Maternity Leave
ଏଇ କାରଣ ପାଇଁ ଏଣିକି ମ୍ୟାଟରନିଟି ଛୁଟି ମିଳିବ ଅଧିକ ୬୦ ଦିନ !

ଚାକିରିଆ ମହିଳାଙ୍କ ପାଇଁ ବଡ଼ ଖବର। ଏଣିକି କାରଣ ପାଇଁ ୨ ମାସ ସ୍ବତନ୍ତ୍ର ମିଳିବ ମ୍ୟାଟରନିଟି ଛୁଟି…ଜାଣନ୍ତୁ କାରଣ କଣ

Congress Rally in Delhi
ମହଙ୍ଗା ବିରୋଧରେ କଂଗ୍ରେସର ହଲ୍ଲା ବୋଲ୍‌, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆଜି ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ଯାତ୍ରା କରିଛନ୍ତି। ଜିଏସ୍‌ଟି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, ଏଲ୍‌ପିଜି ସିଲିଣ୍ଡର ଓ ତୈଳ ଦର ମହଙ୍ଗା ନେଇ କେନ୍ଦ୍ର ସରକାର ଉପରେ କଂଗ୍ରେସ ବର୍ଷିଛି। 

Hardworking girl
ରାସ୍ତା କଡରେ ଗୁପଚୁପ ବିକୁଛି….ସେଇ ଟଙ୍କାରେ ପାଠ ପଢୁଛି ଏଇ ଝିଅ

ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଆର୍ଥିକ ପରିସ୍ଥିତି। ରାସ୍ତା କଡରେ ଠେଲାରେ ଗୁପଚୁପ ବିକି ନିଜ ପାଠ ଖର୍ଚ୍ଚ ନିଜେ ଉଠାଉଛି ଏଇ ଝିଅ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

Odisha scientinst involved in designing black box used in Supertech twin tower demolition
ଟ୍ୱିନ୍‌ ଟାଓ୍ୱାର ଧ୍ୱଂସ ବେଳେ ଲାଗିଥିଲା ୧୦ ବ୍ଲାକ୍‌ ବକ୍ସ

ଟ୍ୱିନ୍‌ ଟାଓ୍ୱାର୍ ଧ୍ୱଂସସ୍ତୁପରେ ପରିଣତ ହେବା ବେଳେ ସେଠାରେ କ’ଣ ଘଟୁଛି ତାହା ଜାଣିବା ପାଇଁ ଏବଂ ବିଜ୍ଞାନ ଭିତ୍ତିକ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ୧୦ଟି ବ୍ଲାକ୍‌ ବକ୍ସ ଖଞ୍ଜା ଯାଇଥିଲା।

Nirmala Sitharaman
ଜିଲ୍ଲାପାଳଙ୍କୁ ଟ୍ୟୁସନ୍‌ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ! କହିଲେ, ଅଧଘଣ୍ଟାରେ ଉତ୍ତର ଦିଅ..

ନିର୍ମଳାଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ତେଲେଙ୍ଗାନାର କାମାରେଡି ଜିଲ୍ଲା ମାଜିଷ୍ଟ୍ରେଟ ଜିତେଶ ପାଟିଲ । ଏପରିକି ସମସ୍ତଙ୍କ ପ୍ରଶ୍ନର ଉତ୍ତର ଜିଲ୍ଲାପାଳ ଦେଇ ନ ପାରିବାରୁ ରାଗିଗଲେ ସୀତାରମଣ।

How to add or update phone number in aadhaar
ଆଧାର ସହ ମୋବାଇଲ୍ ନମ୍ବର ଲିଙ୍କ୍‌ କରିବାର ସହଜ ଉପାୟ

ଆଜିର ଦିନରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ହୋଇଯାଇଛି। ନିଜ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ୍ କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଆପଣ ଏହା ଯଦି କରି ନାହାନ୍ତି ତେବେ ଜାଣନ୍ତୁ କେମିତି କରିବେ…

Serial Killer Arrested In Madhya Pradesh
ଡ୍ୟୁଟି ସମୟରେ ଯିଏ ଶୋଇଲା ତାକୁ ହତ୍ୟା, ପୋଲିସ୍‌ ହାତରେ ଧରାପଡ଼ିଲା ସିରିଏଲ୍‌ କିଲର୍‌

ଗତ ମାସକ ମଧ୍ୟରେ ଷ୍ଟୋନ୍ ମ୍ୟାନ୍ ଭାବେ ଆତଙ୍କ ସୃଷ୍ଟି କରିଥିବା ଜଣେ ସିରିଏଲ୍ କିଲରକୁ ପୋଲିସ୍ ଧରିଛି। ଡ୍ୟୁଟି ସମୟରେ ଯେଉଁ ସିକ୍ୟୁରିଟି ଗାର୍ଡ ଶୋଇଥିବା ସେ ଦେଖୁଥିଲେ ତାକୁ ସେ ହତ୍ୟା କରୁଥିଲେ।

Indian Economy
ବିଶ୍ୱ ଅର୍ଥନୀତି ରାଙ୍କିଂ; ବ୍ରିଟେନ୍‌କୁ ପଛରେ ପକାଇଲା ଭାରତ

କରୋନା ମହାମାରୀ ପରେ ଦରଦାମରେ ହୋଇଥିବା ଅହେତୁକ ଦର ବୃଦ୍ଧିକୁ ରୋକିବାରେ ବିଫଳ ହୋଇଥିବା ବ୍ରିଟେନ୍ ଷଷ୍ଠ ସ୍ଥାନକୁ ଖସିଆସିଛି ।

Nitish Kumar
ନୀତିଶଙ୍କୁ ବଡ଼ ଝଟ୍‌କା ! ଗୋଟିଏ ପରେ ଗୋଟିଏ ରାଜ୍ୟରୁ ସଫା ହେଉଛି ଜେଡିୟୁ

ନୀତିଶ କୁମାର ଦେଶରେ ମୋଦିଙ୍କ ବିକଳ୍ପ ବୋଲି ଜେଡିୟୁ ନେତା ଚିତ୍କାର କରୁଥିବା ବେଳେ ଏବେ ମଣିପୁର ଅବସ୍ଥା ଦେଖି ବିଜେପି ନେତା ନୀତିଶ ଓ ତାଙ୍କ ଦଳୀୟ ନେତାଙ୍କୁ ତାତ୍ସଲ୍ୟ କରିବା ଆରମ୍ଭ କରିଛନ୍ତି ।

Sonali Phogat Death Case
ସୋନାଲି ଫୋଗଟଙ୍କ ଲକର୍‌ ପାସ୍‌ୱାର୍ଡ ଜାଣିଥିଲେ ସୁଧୀର, ହେଲେ ପୋଲିସ୍‌କୁ ଭୁଲ୍‌ କହିଲେ...

ଗୋଆ ପୋଲିସ୍‌ ସହ ଭିଡିଓ କଲ୍‌ରେ ପଚରାଉଚରା ବେଳେ ସୁଧୀର ୨ଟି ପାସ୍‌ୱାର୍ଡ କହିଥିଲେ। ଏଥିମଧ୍ୟରୁ ଗୋଟିଏ ପାସ୍‌ୱାର୍ଡ ୩ ଡିଜିଟ୍‌ ଓ ଅନ୍ୟ ଏକ ପାସ୍‌ୱାର୍ଡ ୬ ଡିଜିଟ୍‌।

4 Killed In Road Accident In Uttar Pradesh
କାମ ପାଇଁ ବାହାରକୁ ଯାଉଥିଲେ, ହେଲେ ବାଟରେ ଜଗିଥିଲା ଯମ: ଟାୟାର ସଜାଡ଼ିବା ବେଳେ ଧକ୍କା ଦେଲା ଟ୍ରକ୍‌

ଟାୟାର ସଜାଡ଼ିବା ବେଳେ ପଛପଟୁ ବସ୍‌କୁ ଏକ ଟ୍ରକ୍‌ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଡବଲ୍‌ ଡେକର୍‌ ବସ୍‌ର ଟାୟାର ପଙ୍କଚର୍‌ ହେବା ଯୋଗୁ ରାସ୍ତାରେ ଗାଡ଼ି ଅଟକାଇ ଡ୍ରାଇଭର ଏହାକୁ ସଜାଡ଼ିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।

INS Vikrant
ବଢିଲା ଭାରତୀୟ ନୌସେନାର ବଳ

ବଢିଲା ଭାରତୀୟ ନୌସେନାର ବଳ । ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନ୍ଏସ୍ ବିକ୍ରାନ୍ତର କମିଶନିଂ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେରଳର କୋଚିରେ ଗର୍ବ ଓ ଗୌରବର ମୁହୂର୍ତ୍ତ । ଭବ୍ୟ ସମାରୋହରେ ଆଏନ୍ଏସ୍ ବିକ୍ରାନ୍ତକୁ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ।