• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Kempegowda Airport Terminal-2
ବେଙ୍ଗାଲୁର ଏୟାରପୋର୍ଟର ଟର୍ମିନାଲ-୨ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ କିଛି ଫଟୋ..

କର୍ଣ୍ଣାଟକ ଗସ୍ତ ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁର ସ୍ଥିତ କେମ୍ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦରର ଦୁଇ ନମ୍ବର ଟର୍ମିନାଲକୁ ଉଦଘାଟନ କରିଛନ୍ତି । ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କାରେ ନିର୍ମିତ ଏହି ଟର୍ମିନାଲ ଯୋଗୁଁ ଯାତ୍ରୀ ଗମନାଗମନ ଦୁଇଗୁଣ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି ।

Govt advises to update Aadhaar details once in 10 years
ଆପଣ ୧୦ ବର୍ଷ ପୂର୍ବେ ଆଧାର କାର୍ଡ ତିଆରି କରିଥିଲେ କି ? ଧ୍ୟାନ ଦିଅନ୍ତୁ…

ସରକାର ଆଧାର ନିୟମରେ ସଂଶୋଧନ କରିଛନ୍ତି। ଏହି ନିୟମ ଅନୁଯାୟୀ ଯଦି ଆପଣଙ୍କ ଆଧାର କାର୍ଡକୁ ୧୦ ବର୍ଷ ପୂରିଯାଇଛି ତେବେ ଏଥିରେ ସମ୍ପୃକ୍ତ ଡକ୍ୟୁମେଣ୍ଟଗୁଡ଼ିକୁ ଅନ୍ତତଃପକ୍ଷେ ଥରେ ଅପଡେଟ୍ କରିବା ଆବଶ୍ୟକ।

Rajeev Gandhi
ରାଜୀବ ହତ୍ୟାକାରୀଙ୍କୁ ଜେଲ୍‌ରୁ ମୁକ୍ତି ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟପାଳଙ୍କ ପାଖରେ ବହୁ ଦିନ ଧରି ରାଜକ୍ଷମା ଆବେଦନ ପଡ଼ି ରହିଥିବାରୁ ସମସ୍ତଙ୍କୁ ଜେଲରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Know, Why are Rs 2000 currency notes missing?
ମାର୍କେଟ୍‌ରେ ମିଳୁନି ୨,୦୦୦ ଟଙ୍କିଆ ନୋଟ୍‌, କ’ଣ ହୋଇପାରେ କାରଣ...

ହଠାତ୍‌ ଏମିତି କ’ଣ ହେଲା ଯେ ମାର୍କେଟ୍‌ରୁ ୨,୦୦୦ ଟଙ୍କିଆ ନୋଟ୍‌ର ଅଭାବ ସୃଷ୍ଟି ହେଲା। ଲୋକଙ୍କ ମନ ମଧ୍ୟରେ ଉଙ୍କି ମାରୁଥିବା ଏହି ପ୍ରଶ୍ନ ଶେଷରେ ସ୍ପଷ୍ଟ ହୋଇଛି।

gold price today
Today Gold Price- 11th Nov : ବଢିଲା ସୁନା ଓ ରୁପା ଦର; ୧୦ ଗ୍ରାମ ପ୍ରତି କେତେ ହେଲା ଦାମ ଜାଣନ୍ତୁ

ବଢିଲା ସୁନା ଓ ରୁପା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ୧୦ ଗ୍ରାମର ସୁନା ଦର ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧,୫୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ବୃଦ୍ଧି ପାଇ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୧୦୦ ଟଙ୍କା ରହିଛି ।

Two Brothers Died After Running In Agniveer Recruitment Rally
ଅଧୁରା ରହିଗଲା ଅଗ୍ନିବୀର ସ୍ୱପ୍ନ: ଦୌଡ଼ ପରେ ବେହୋସ ହେଲେ ଦୁଇ ଭାଇ, ୪ ଦିନ ଭିତରେ ଚାଲିଗଲା ଜୀବନ

ସେନାରେ ଭର୍ତ୍ତି ଲାଗି ଆୟୋଜିତ ଅଗ୍ନିବୀର ରାଲିରେ ଭାଗ ନେଇଥିବା ୨ ଭାଇଙ୍କ ମୃତ୍ୟୁ ହୋଇଛି। ୪ ଦିନ ମଧ୍ୟରେ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Youth Dies Of Heart Attack While Tiger Suddenly Appeared In Front Of Him
ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ହଠାତ୍‌ ସାମ୍ନାକୁ ଚାଲି ଆସିଲା ବାଘ, ତା’ପରେ ଘଟିଲା ଏମିତି କିଛି...

ବାଘର ଭୟରେ ଲୋକମାନେ ଘର ବାହାରକୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି। ଲୋକମାନେ ବସବାସ କରୁଥିବା ଅଞ୍ଚଳରେ ବାଘଟି ବୁଲୁ ଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି।

Gujarat BJP
ନେତାଙ୍କ ସମ୍ପର୍କୀୟ ଓ ବୟସ୍କଙ୍କ ଟିକଟ କାଟିଲା ବିଜେପି, ନୂଆ ଫର୍ମାଟ୍‌ରେ ଲଢ଼ିବ ଗୁଜରାଟ ନିର୍ବାଚନ

ଦୀର୍ଘ ୨୭ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ବିଜେପି ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ନୀତୀନ ପଟେଲଙ୍କ ଭଳି ବରିଷ୍ଠ ନେତାଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ଦେଇନି ।

artillery gun
ଦେଶର ପ୍ରତିରକ୍ଷା ଇତିହାସରେ ପ୍ରଥମ ! ବିଦେଶକୁ ତୋପ ରପ୍ତାନୀ କରିବ ଭାରତ

ମେକ୍ ଇନ୍ ଇଣ୍ଡିଆକୁ ବଳ । ଘରୋଇ ସଂସ୍ଥା ଭାରତ ଫର୍ଜକୁ ଅର୍ଡର । ପ୍ରଥମଥର ସେନା ଉପକରଣ ରପ୍ତାନୀ କରିବ ଭାରତ ।

  • Thursday, 10 November 2022
Lotus in G20 logo
ବିବାଦରେ ଜାତୀୟ ଫୁଲ ! ଜି-୨୦ ଲୋଗୋରେ ପଦ୍ମକୁ ନେଇ ରାଜନୀତି

ବିଜେପି କହିଛି ଦେଶର ଜାତୀୟ ଫୁଲ ହେଉଛି ପଦ୍ମ । ତେଣୁ ଦେଶରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ ସଂଗଠନର ସମ୍ମିଳନୀରେ ପଦ୍ମ ଫୁଲକୁ ସ୍ଥାନ ଦିଆଯାଇଛି

  • Thursday, 10 November 2022
Digital Currency
ଖୁବ୍‌ଶୀଘ୍ର ଆସୁଛି ଡିଜିଟାଲ କରେନ୍ସି, ନା ଚୋରି ଭୟ ନା ଲୁଟ୍‌ ଭୟ..!

 ଏଗୁଡିକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯିବ ।

Special story
ଲିଭ୍‌ ଇନ୍‌ ସମ୍ପର୍କ ପାଇଁ ଭୟଙ୍କର ସଜା ! ଶୁଣିଲେ ହୃଦୟ ଥରି ଉଠିବ . . .

ପ୍ରେମ ପାଇଁ ଯୁବକଙ୍କୁ ଏପରି ସଜା ମିଳିଛି ଶୁଣିଲେ ହୃଦୟ କମ୍ପି ଉଠିବ ।

Lalu Prasad Yadav
ଆରଜେଡି ସୁପ୍ରିମୋ ଲାଲୁଙ୍କୁ ମିଳିବ ନୂଆ ଜୀବନ ! ବାପାଙ୍କୁ କିଡନୀ ଦେବେ ଝିଅ ରୋହିଣୀ

ବାପାଙ୍କ କଷ୍ଟ ଯନ୍ତ୍ରଣା ସମୟରେ ଝିଅ ସାହା ହେବନି ତ କିଏ ହେବ ?

Harika MBBS
ପ୍ରେରଣାଦାୟୀ ହାରିକା, ବିଡ଼ି ଶ୍ରମିକଙ୍କ ଝିଅ MBBS ଡାକ୍ତର

ପ୍ରତ୍ୟେକ ବଡ଼ ବଡ଼ ପରୀକ୍ଷାରେ ଏମିତି ଗରିବ ମେଧାବୀ ଛାତ୍ରୀଛାତ୍ରମାନେ ଉତ୍ତୀର୍ଣ୍ଣ ହୋଇ ବାପା-ମା ଓ ନିଜ ଅଞ୍ଚଳର ଗୌରବ ଆଣିଥାନ୍ତି ।

  • Thursday, 10 November 2022
  • MBBS
President Of India
ଜଗା ପାଇଁ ଭାବବିହ୍ୱଳ ମହାମହିମ, ଚାଲିଚାଲି ଗଲେ ଶ୍ରୀମନ୍ଦିର; ଦେଖନ୍ତୁ ଭିଡିଓ

ସିଂହଦ୍ୱାରର ବହୁ ପୂର୍ବରୁ କାରକେଡ୍ ରଖି ବଡ଼ଦାଣ୍ଡରେ ଚାଲିଲେ ଓ ମହାପ୍ରଭୁଙ୍କ ଉଦେଶ୍ୟରେ ହାତ ଟେକିଲେ ।

Today Gold Price
Today Gold Price- 10th Nov : ବିବାହ ଋତୁରେ କିଣନ୍ତୁ ସୁନା ! ଜାଣନ୍ତୁ କେତେ ରହିଛି ଦାମ୍

ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧,୫୦୦ ଟଙ୍କା ରହିଛି ।

Pak media claims Sania Mirza and Shoaib Malik officially divorced
ପାକିସ୍ତାନୀ ଗଣମାଧ୍ୟମର ସୂଚନା- ସାନିଆ ଓ ସୋଏବଙ୍କ ମଧ୍ୟରେ ବିବାହ ବିଚ୍ଛେଦ !

ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା(Sania Mirza) ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ(Shoaib Malik)ଙ୍କ ବିବାହ ବିଚ୍ଛେଦ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

6 Members Of A Family Commits Suicide In Bihar
ପୁରା ପରିବାର ପିଇଲେ ବିଷ, ଆତ୍ମହତ୍ୟା ପୂର୍ବରୁ Video କରି କହିଲେ କାରଣ...

ଋଣ ଭାର ସହି ନପାରି ବିହାରର ଏକ ପରିବାର ବିଷ ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ବିହାରର ନୱାଡା ନଗର ଥାନା ଅନ୍ତର୍ଗତ ନ୍ୟୁ ଏରିଆ ମୋହଲ୍ଲା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

IPS Officer
ସାବଧାନ !! ବେଶ ବଦଳାଇ ବୁଲୁଛନ୍ତି ଲେଡି ଅଫିସର୍‌, ଅଭିଯୋଗ ପାଇବା ମାତ୍ରେ...

ଠକଙ୍କୁ ଧରିବା ପାଇଁ ବେଶ ବଦଳାଇ ବୁଲୁଛନ୍ତି ଲେଡି IPS ଅଫିସର୍‌। ଥାନାକୁ ଫୋନ୍‌ କରୁଛନ୍ତି, ପୋଲିସ କେତେ ତତ୍ପରତା ତାହାକୁ ଦେଖୁଛନ୍ତି। କାର୍ଯ୍ୟରେ ଅବହେଳାର ସୁରାକ୍ ପାଇବା ମାତ୍ରେ କରୁଛନ୍ତି ସସ୍‌ପେଣ୍ଡ

Love
ପ୍ରେମରେ ଉବୁଟୁବୁ ହେଲେ ଖେଳ ଶିକ୍ଷୟିତ୍ରୀ। ଛାତ୍ରୀଙ୍କୁ ବାହା ହେବା ପାଇଁ ବଦଳାଇଲେ ନିଜର ଲିଙ୍ଗ….

ପ୍ରେମରେ ଉବୁଟୁବୁ ହେଲେ ଖେଳ ଶିକ୍ଷୟିତ୍ରୀ। ଛାତ୍ରୀଙ୍କୁ ବାହା ହେବା ପାଇଁ ବଦଳାଇଲେ ନିଜର ଲିଙ୍ଗ….

Governor
ରାଜ୍ୟପାଳଙ୍କୁ କୁଳାଧିପଦରୁ ହଟାଇବା ପାଇଁ କେରଳ ସରକାରଙ୍କ ବଡ଼ ପଦକ୍ଷେପ

କେରଳ ସରକାରଙ୍କ ସମସ୍ତ କାର୍ଯ୍ୟରେ ରାଜ୍ୟପାଳ ଖାନ ହସ୍ତକ୍ଷେପ କରୁଥିବାରୁ ତାଙ୍କ ବିରୋଧରେ ବଡ଼ ପଦକ୍ଷେକ୍ଷ ନେଇଛନ୍ତି ରାଜ୍ୟ ସରକାର।

Man kills wife for spending too much time making social media reels
ସୋସିଆଲ୍ ମିଡିଆରେ ରିଲ୍ସ କରୁଥିବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ

ପତ୍ନୀଙ୍କ ରିଲ୍ସ କରିବା ସ୍ୱାମୀଙ୍କୁ ଆସିଲା ନାହିଁ ପସନ୍ଦ। ବାରମ୍ବାର ମନାକଲେ। ନ ଶୁଣିବାରୁ ଝଗଡା ହେଲା। କ୍ରୋଧ ଚରମ ସୀମାରେ ପହଞ୍ଚିବାରୁ ଗଳା ଚିପି ପତ୍ନୀଙ୍କୁ ମାରିଦେଲେ।

Sunny leone photo on admit card of Karnataka teacher Examination
ଛାତ୍ରୀଙ୍କ ଆଡ୍‌ମିଟ୍ କାର୍ଡରେ ସନ୍ନୀ ଲିଓନ୍‌ଙ୍କ ଅଶ୍ଳୀଳ ଫଟୋ

ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ନେଇ ଆସିଲା ଆଡ୍‌ମିଟ୍ କାର୍ଡ। କିନ୍ତୁ ଯୁବତୀଙ୍କ ହୋସ୍ ଉଡିଗଲା ଫଟୋ ଦେଖି। ଏଥିରେ ତାଙ୍କ ଫଟୋ ନଥିଲା, ଥିଲା ବ୍ଲୁ ଫିଲ୍ମ ଷ୍ଟାର୍ ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ। ଏହା ପରେ ରାଜନୀତି ମହଲରେ ଖେଳିଯାଇଛି ବିସ୍ଫୋରଣ।

Woman, Dughter Buried Alive In Andhra, Rescued
ସମ୍ପତ୍ତି ପାଇଁ ମା’, ଝିଅକୁ ଜୀଅନ୍ତା ମାରି ଦେଇଥାନ୍ତେ ! ହଠାତ୍‌ ହେଲା ଏମିତି କିଛି...

ଅନ୍ଧ କରୁଛି ସମ୍ପତ୍ତି ଲୋଭ। ହିତାହିତ ଜ୍ଞାନ ଭୁଲି ସାମାନ୍ୟ ସମ୍ପତ୍ତି ପାଇବା ଆଶାରେ ମଣିଷ ଜଘନ୍ୟ କାଣ୍ଡ ଘଟାଉଛି। ଏପରିକି ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ।

Justice DY Chandrachud formally takes oath as the new Chief Justice of India
ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି

ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି।