ପେନ୍ସନ୍ ସ୍କିମ୍କୁ ନେଇ ୨୦୧୪ରେ ଯେଉଁ ନୂଆ ନିୟମ ଘୋଷଣା କରାଯାଇଥିଲା, ତାକୁ ରଦ୍ଦ କରିଥିଲେ ସୁପ୍ରିମ୍କୋର୍ଟ ।
ପୁରା ଅନଲାଇନ୍ ପ୍ରକ୍ରିୟାକୁ ନେଇ ଇପିଏଫ୍ଓ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି।
ଏଥିପାଇଁ ଉପଭୋକ୍ତାଙ୍କୁ କେବଳ ଏହାର EPFO ପୋର୍ଟାଲରେ ଲଗ୍ ଇନ୍ କରିବାକୁ ହେବ ।