• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pm Kisan Yojana

pm kisan yojana
କୃଷକଙ୍କ ପାଇଁ ଖୁସିର ଖବର; ଖୁବ୍‌ଶୀଘ୍ର ମିଳିବ PM କିଷାନ ଟଙ୍କା !

ପୂର୍ବରୁ ଚାଷୀ ମାନଙ୍କୁ ଏହି ଯୋଜନାରେ ୧୨ଟି କିସ୍ତି ମିଳିସାରିଛି । ଯାହାକି ବର୍ତ୍ତମାନ କୃଷକ ମାନେ ୧୩ତମ କିସ୍ତି ପାଇବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚାଷୀ ମାନଙ୍କୁ ପିଏମ୍‌ କିଷାନ ଯୋଜନାରେ ୧୩ତମ କିସ୍ତି ମିଳିବ । ଯାହାକୁ ନେଇ କେନ୍ଦ୍ର ସରକାର ବିଚାରବିମର୍ଶ ଚଳାଇଛନ୍ତି ।

PM-KISAN Yojana
ନୂଆବର୍ଷରେ ଚାଷୀଙ୍କୁ ଉପହାର ଦେବେ ମୋଦି, ମିଳିବ ପିଏମ୍ କିଷାନ କିସ୍ତି

୨୦୨୨ ଜାନୁଆରୀ ୧ ତାରିଖରେ ଦେଶର ଚାଷୀଙ୍କ ହାତକୁ ଆସିବ ମୋଦୀଙ୍କ ଟଙ୍କା। ଏହି ଦିନ ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ଜମା ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

PM Modi
ଚାଷୀଙ୍କ ପାଇଁ ଖୁସି ଖବର: ନୂଆବର୍ଷରେ ଉପହାର ଦେବେ ମୋଦି

ଦେଶରେ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ମୋଦି ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ନୂଆବର୍ଷରେ ଚାଷୀଙ୍କୁ ଉପହାର ଦେବେ ସରକାର। ଜାନୁଆରୀ ପହିଲାରେ ପିଏମ୍-କିଷାନ୍ ଯୋଜନାର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦି।

PM Kisan
୫ ଦିନ ପରେ କୋଟି କୋଟି କୃଷକଙ୍କୁ ଖୁସି ଖବର ଦେବେ ମୋଦି ସରକାର ! ଖାତାକୁ ଆସିବ ୪୦୦୦ ଟଙ୍କା

ନୂଆ ବର୍ଷରେ ଚାଷୀଙ୍କୁ ବଡ ଉପହାର । ଜାନୁୟାରୀ ୧, ୨୦୨୦ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ଦଶମ କିସ୍ତି ପ୍ରଦାନ କରାଯିବ ।

Farmer In odisha
ଚାଷୀଙ୍କ ପାଇଁ ଜରୁରୀ ଖବର... ଏହି ସବୁ ଡକ୍ୟୁମେଣ୍ଟ୍ ଥିଲେ ପିଏମ କିଷାନ କିସ୍ତି ମିଳିବ ୪ ହଜାର ଟଙ୍କା

ଭାରତର ସବୁ ଚାଷୀଙ୍କ ପାଇଁ ଆସିଲା ଜରୁରୀ ଖବର। ଯଦି ଆପଣ ପିଏମ କିଷାନ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତାହେଲେ ଫଟାଫଟ୍ ଦାଖଲ କରନ୍ତୁ ଏହି ସବୁ ଡକ୍ୟୁମେଣ୍ଟ । ନଚେତ ଆପଣଙ୍କ ହାତକୁ ଆସିବ ନାହିଁ ପିଏମ କିଷାନ କିସ୍ତି ଟଙ୍କା। ଆଉ ଏମିତି କଲେ ୨ ହଜାର ଟଙ୍କା ଜାଗାରେ ଆପଣଙ୍କ ବ୍ୟାଙ୍କ ଖାତାରେ ଜମା ହେବ ୪ ହଜାର ଟଙ୍କା