ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନ ତୁନିଶାଙ୍କ ମୃତ୍ୟୁ ଲଭ୍ ଜିହାଦ୍ ପାଇଁ ଅଭିଯୋଗ ହୋଇଛି।
ମଦ ପାଇଁ ପୁଅକୁ ହରାଇଥିବା କେନ୍ଦ୍ରମନ୍ତ୍ରୀ ଭାବୁକ ହୋଇ ଅନୁରୋଧ କରିଛନ୍ତି । ନିଜର ଝିଅ କିମ୍ବା ଭଉଣୀର ମଙ୍ଗଳ ଚାହୁଁଥିଲେ କେବେ କୌଣସି ମଦୁଆ ସହ ବାହା ଦିଅନ୍ତୁ ନାହିଁ । ମଦୁଆମାନେ କେବେ କାହାକୁ ଶାନ୍ତିରେ ରଖେଇ ଦେବେନି ।
ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ ପ୍ରଳୟ ମିଜାଇଲ୍(Pralay tactical ballistic missiles)
ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସେ ରାଜ୍ୟ ଟପ୍ପର ହୋଇଥିଲେ।
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ପୁଣି ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ, ଗହମ ପାଇବେ ଆପଣ...୨୦୨୩ ଡିସେମ୍ବର ଯାଏଁ କାର୍ଯ୍ୟକାରୀ ହେବ ଯୋଜନା
ବ୍ୟାଣ୍ଡବାଜା ଓ ବରଯାତ୍ରୀ ନେଇ କଲେକ୍ଟର ଅଫିସରେ ପହଞ୍ଚିଲେ ୫୦ ଯୁବକ । ମୁଣ୍ଡରେ ପଗଡ଼ି, ମଥାରେ ଚନ୍ଦନ, ବରବେଶ ହୋଇ ଘୋଡ଼ା ପିଠିରେ ବସି ଆସିଥିବା ଏତେ ଯୁବକଙ୍କୁ ଦେଖି ଜିଲ୍ଲାପାଳଙ୍କ ଅକଲ ଗୁଡ଼ୁମ୍ । ମହାରାଷ୍ଟ୍ରର ସୋଲାପୁରରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଅତି କମରେ ୫୦ ଜଣ ଯୁବକ ବ୍ୟାଣ୍ଡ-ବାଜାଙ୍କ ସହିତ ବିବାହ ପୋଷାକରେ କଲେକ୍ଟର କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ମହାରାଷ୍ଟ୍ରର ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଥିବା ଅସ୍ୱାଭାବିକ ଅନୁପାତକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହି ଶୋଭାଯାତ୍ରା କରାଯାଇଥିବା କୁହାଯାଉଛି ।
ସେଜାନ୍ ଖାନଙ୍କ ବିରୋଧରେ ତୁନିଶାଙ୍କ ମା’ ଆଣିଲେ ଗମ୍ଭୀର ଅଭିଯୋଗ ।
ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ଜଣେ ବ୍ୟକ୍ତି ହୃଦ୍ଘାତରେ ପୀଡିତ ହୋଇ ଯନ୍ତ୍ରଣା ଭୋଗିବାକୁ ଲାଗିଲେ। ସେହି ବ୍ୟକ୍ତିଙ୍କ ଏଭଳି ଅବସ୍ଥା ଦେଖି CISF ଅଧିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଆସି ତାଙ୍କୁ CPR ଦେଇ ତାଙ୍କ ଜୀବନ ବଞ୍ଚାଇ ଦେଲେ।
ତାଙ୍କର ବିୟୋଗରେ ପ୍ରଶଂସକମାନେ ଶୋକ ପ୍ରକାଶ କରିଛନ୍ତି।
ମନରେ ଅସୀମ ଦମ୍ଭ । ହାତରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର । ବଛାବଛା ବାୟୁବୀରଙ୍କୁ ନେଇ ଗଠିତ ଗରୁଡ଼ ଫୋର୍ସ
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୪,୦୦୦ ଟଙ୍କା ରହିଛି ।
ଦୁର୍ଘଟଣାରେ ୮ ଆୟାପ୍ପା ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି ।
ଚୀନ, ଜାପାନ ସମେତ ଅନ୍ୟ କିଛି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍ କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି।
ମେକ୍ଅପ୍ ପାଇଁ ଓ ହାତ ଖର୍ଚ୍ଚ ପାଇଁ ସ୍ୱାମୀ ଟଙ୍କା ନଦେବାରୁ ଜଣେ ମହିଳା, ସ୍ୱାମୀଙ୍କ ଠାରୁ ତଲାକ୍ ମାଗିଛନ୍ତି। ଏଥିପାଇଁ ମହିଳା ଜଣକ ପ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି।
ବିହାରର ମୋତିହାରିରେ ଏକ ଚିମିନିରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏକ ଇଟା ଭାଟି ଚିମିନିରେ ବିସ୍ଫୋରଣ ହେବା ଯୋଗୁ ୭ ଜଣଙ୍କ ଜୀବନ ଚାଲି ଯାଇଛି।
୮୧.୩ କୋଟି ଗରିବ ଲୋକଙ୍କୁ ବର୍ଷେ ଯାଏ ଅର୍ଥାତ୍ ୨୦୨୩ ମସିହା ଡିସେମ୍ବର ଯାଏ ମାଗଣାରେ ରାସନ୍ ପ୍ରଦାନ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ICICI ବ୍ୟାଙ୍କ ଋଣ ଠକେଇ ମାମଲା(ICICI Bank Fraud Case)ରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର(Chanda Kochhar) ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଶୁକ୍ରବାର ଦିନ ସିବିଆଇ ଗିରଫ କରିଛି।
କେନ୍ଦ୍ର ଓ ରାଜ୍ୟ ଆଣିଲେ ନୂଆ କୋଭିଡ୍ ଆଡଭାଇଜରି।
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି
ସରକାରୀ ଅବହେଳା ପାଇଁ ଲିଙ୍ଗଗତ ଭିନ୍ନତା ସୃଷ୍ଟି ହୋଇଛି । ଏବେ ଜିଲ୍ଲା ପ୍ରଶାସନ କନ୍ୟା ଖୋଜି ଆଣି ଦେଉ ବୋଲି ଦାବି ହୋଇଛି ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪,୫୦୦ ଟଙ୍କା ରହିଛି ।
ଯେଉଁଠି ଦୁଲ୍ହନ ନିଜ ବାପାମା’ଙ୍କ ପାଇଁ ଷ୍ଟେଜ୍ ଉପରେ ଡ୍ୟାନ୍ସ କରୁଛନ୍ତି ଓ ଏହି ସମୟରେ ସେ ଭୋ ଭୋ ହୋଇ କାନ୍ଦୁଛନ୍ତି। ଯାହାର ଏକ ଝଲକ୍ ଏକ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ଭାରତ ବାୟୋଟେକ୍ ପ୍ରସ୍ତୁତ ନାଜାଲ୍ ଭ୍ୟାକ୍ସିନ୍କୁ ଅନୁମତି ମିଳିଛି। ବୁଷ୍ଟର ଡୋଜ୍ ଭାବେ ନେବାକୁ କେନ୍ଦ୍ର ସରକାରଙ୍କ ଅନୁମତି ପ୍ରଦାନ କରିଛନ୍ତି।