ମାଓ ପ୍ରଭାବିତ ରାଜ୍ୟ ଗୁଡ଼ିକୁ ବିକାଶମୂଳକ ସହଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏହି ବୈଠକରେ ଯୋଗଦେବେ ।
ଅମାବାସ୍ୟା ରାତିର ଘନ ଅନ୍ଧାରରେ ଲାଲଗଡ଼ରେ ପଶିଲେ, ଅନ୍ଧାଧୂନ ଫାୟାରିଂ କରି ଘଞ୍ଚ ଜଙ୍ଗଲରେ ୩୧ ମାଓବାଦୀଙ୍କୁ ନିପାତ କଲେ।
ଅମାବାସ୍ୟା ରାତିର ଘନ ଅନ୍ଧାରରେ ଲାଲଗଡ଼ରେ ପଶିଲେ, ଅନ୍ଧାଧୂନ ଫାୟାରିଂ କରି ଘଞ୍ଚ ଜଙ୍ଗଲରେ ୩୧ ମାଓବାଦୀଙ୍କୁ ନିପାତ କଲେ।
ଦନ୍ତେୱାଡା ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୩୬ ନକ୍ସଲଙ୍କ ମୃତଦେହ ଉଦ୍ଧାର ହେଲାଣି। ନାରାୟଣପୁର-ଦନ୍ତେୱାଡା ସୀମାନ୍ତ ମାଦ୍ ଜଙ୍ଗଲରୁ ମୃତଦେହ ଉଦ୍ଧାର କରି ଅଣାଯାଉଛି ହେଡକ୍ବାର୍ଟର।
ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ।
ଚାଲୁ ଚାଲୁ ହଠାତ୍ ନିଜକୁ ମାରିଦେଲେ ଗୁଳି । ଆଉ ଏହା ପୂର୍ବରୁ ନିଜ ସାଙ୍ଗକୁ ଭିଡିଓ କଲ୍ କରି କହିଲେ, ମୁଁ ଏ ଦୁନିଆରୁ ଯାଉଛି ।
ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଓଡ଼ିଶା ଗସ୍ତକୁ ନେଇ ଗଣମାଧ୍ୟମରେ କିଛି ରାଜନେତାଙ୍କ ଭୁଲ ମନ୍ତବ୍ୟର ଜବାବ ରଖିଛି ପୂର୍ବତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ।
ଆଜି ହରିୟାଣାରେ ବିଧାନସଭା ନିର୍ବାଚନ । ୯୦ ବିଧାନସଭା ଆସନ ପାଇଁ ଆଜି ଭୋଟ ଗ୍ରହଣ ହେଉଛି ।
ପାକିସ୍ତାନ ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ।
ଯେ ରକ୍ଷା କରିବାର ଦେଇଥିଲା ପ୍ରତିଶ୍ରୁତି ସେ ହିଁ ସାଜିଲା ଭକ୍ଷକ । ଯେଉଁ ହାତ ଭଉଣୀର ମଥାରେ ରହିବା କଥା ସେହି ହାତ ଇଜ୍ଜତ ନେଲା ।
ବିଧାନସଭାର ଉପବାଚସ୍ପତି ନରହରି ଝିରୱାଲ ଶୁକ୍ରବାର ଦିନ ମୁମ୍ବାଇରେ ମହାରାଷ୍ଟ୍ର ସରକାରଙ୍କ ପ୍ରଶାସନିକ ମୁଖ୍ୟାଳୟ 'ମନ୍ତ୍ରାଳୟ ଭବନ'ର ତୃତୀୟ ମହଲାରୁ ଡେଇଁପଡିଛନ୍ତି ।
ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଘରର ଗୋଟେ ପଟ ଗୋଟେ ଦେଶ ଓ ଅନ୍ୟ ଗୋଟେ ପଟ ଆଉ ଗୋଟେ ଦେଶର ହେଲେ କେମିତି ହେବ ।
ଫେକ୍ ଫୋନ୍ କଲ୍ ଆସିଲା । ଝିଅର ଅଶ୍ଳୀଳ ଫଟୋ ଭାଇରାଲ ହୋଇଯିବ ବୋଲି ଶିକ୍ଷୟିତ୍ରୀଙ୍କୁ ଧମକ ମିଳିଲା। ଏମିତି ଘଟଣା ଶୁଣି ସହି ପାରିଲେନି ଶିକ୍ଷୟିତ୍ରୀ । ଶେଷରେ ଚାଲିଗଲା ଜୀବନ ।
୫ ବର୍ଷରେ ୧ କୋଟି ଯୁବକଙ୍କୁ ମିଳିବ ଇର୍ଣ୍ଟନ୍ସିପ୍ ସୁଯୋଗ । ସାଧାରଣ ବଜେଟରେ ଘୋଷିତ ପିଏମ୍ ଇର୍ଣ୍ଟନ୍ସିପ୍ ସ୍କିମର ପାଇଲଟ୍ ଯୋଜନା ଗୁରୁବାର ଠାରୁ ଆରମ୍ଭ ହୋଇଛି ।
ଯୁଦ୍ଧ ସ୍ଥିତିରେ ଥରହର ବିଶ୍ବ। ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ତ୍ରସ୍ତ ହେଲାଣି ପ୍ରକୃତି। ଆଉ ଏତିକି ବେଳେ ଚର୍ଚ୍ଚାକୁ ଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଟୁଇଟ୍। ଏହି ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?
ଗତରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ପିଏମ୍ ରାଷ୍ଟ୍ର କୃଷକ ବିକାଶ ଯୋଜନା ଏବଂ କ୍ରିଷୋନ୍ନତି ଯୋଜନା ପାଇଁ ପ୍ରାୟ ୧ ଲକ୍ଷ ୧ ହଜାର ୩୨୧ କୋଟି ଟଙ୍କାର ଅନୁଦାନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ।
ସଦଗୁରୁ ଜଗ୍ଗି ବାସୁଦେବଙ୍କ ଈଶା ଫାଉଣ୍ଡେସନରେ ପୋଲିସ ରେଡ୍ । ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ରେଡ୍ ପାଇଁ ଅନୁମତି ଦେବା ପରେ ପ୍ରାୟ ୧୫୦ ପୋଲିସ କର୍ମୀ ଅକ୍ଟୋବର ପହିଲାରେ କୋଏମ୍ବାଟୁର ସ୍ଥିତ ସଦଗୁରୁଙ୍କ ଈଶା ଫାଉଣ୍ଡେସନରେ ଏଣ୍ଟ୍ରି ମାରିଥିଲେ ।
ଦିନକୁ ଦିନ ସାଇବର୍ କ୍ରାଇମ୍ ବଢ଼ି ବଢ଼ି ଚାଲୁଛି । ଆଖି ପିଛୁଳାକେ ଆକାଉଣ୍ଟରୁ କଟି ଯାଉଛି ଟଙ୍କା ।
ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୩ କିମି ଦୂରରେ ଥିବା ମରୋଡା ଗାଁର ଭୂତେଶ୍ୱର ନାଥଙ୍କ ଶିବଲିଙ୍ଗ । ଯାହାକୁ ସ୍ଥାନୀୟ ଅଂଚଳରେ ଭକୁରା ମହାଦେବ ନାମରେ ସମସ୍ତେ ଜାଣନ୍ତି ।
ପାଟନାରେ ବିରାଟ ଜନସମାବେଶରେ ଲଞ୍ଚ କଲେ ପାର୍ଟି। ତା’ସହ ଜନସୁରଜ ପାର୍ଟି ନାଁରେ ବିଧିବଦ୍ଧ ଭାବେ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି ପ୍ରଶାନ୍ତ।
ଦେଶବାସୀଙ୍କ ସହଯୋଗରେ ହିଁ ସ୍ବଚ୍ଛତା ଅଭିଯାନକୁ ୧୦ ବର୍ଷ ପୂରିଲା ବୋଲି ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ସେ କହିଛନ୍ତି ଯେ, ‘ସ୍ବଚ୍ଛ ଭାରତ ମିଶନ’ ସ୍ମରଣୀୟ ହୋଇ ରହିବ ।
ଇରାନ୍ରେ ଥିବା ଭାରତୀୟଙ୍କୁ ସଜାଗ ସହ ଘରୁ ନ ବାହାରିବାକୁ ପରାମର୍ଶ ଦିାଆଯାଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ପୁରା ନଜର ରଖାଯାଇଛି ।
ନିର୍ବାଚନ ଆୟୋଗଙ୍କ ସର୍ତ୍ତ ଅନୁଯାୟୀ ଡେରା ମୁଖ୍ୟଙ୍କୁ ପାରୋଲ ପ୍ରଦାନ କରାଯାଇଛି । ସର୍ତ୍ତ ଅନୁଯାୟୀ ଗୁରୁମିତ ଜେଲରୁ ବାହାରିବା ପରେ ହରିୟାଣାରେ ରହିବେ ନାହିଁ ।
ବିଗତ ଦିନରେ ୱାର୍କ ଲୋଡ୍କୁ ନେଇ ମୃତ୍ୟୁ ହେଉଥିବା କଥା ଆପଣମାନଙ୍କ ନଜରରେ ଆସିଥିବ । ବର୍ତ୍ତମାନ ପୁଣି ଏପରି ଏକ ଖବର ପୂରା କର୍ପୋରେଟ୍ ଜଗତକୁ ଚହଲାଇ ଦେଇଛି ।