• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jama Masjid

Sambhal Violence
Supreme Court on Sambhal Case: ଜାମା ମସଜିଦ ସର୍ଭେ ସ୍ଥଗିତ; ମୁସଲିମ ପକ୍ଷଙ୍କୁ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ ସମ୍ଭଲ ଜାମା ମସଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି। ଜାମା ମସଜିଦ ସର୍ଭେ କାର୍ଯ୍ୟ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ମସଜିଦର ଶାହି ଇଦଗାହ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ନ ହେବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ବନ୍ଦ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Jama Masjid
ଦିଲ୍ଲୀ ଜାମା ମସ୍‌ଜିଦ୍‌ରେ ମହିଳାଙ୍କ ପାଇଁ ଲାଗିଥିବା କଟକଣା ହଟିଲା

ଦିଲ୍ଲୀର ଉପରାଜ୍ୟପାଳ ଇମାମ ସହି ଅହମ୍ମଦ ବୁଖାରୀଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ହଟାଇବାକୁ ଅନୁରୋଧ କରିଥିଲେ ।