• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Budget
ବଜେଟ୍‌ରେ ୯ ଦିଗ ଉପରେ ସରକାର ଦେଇଛନ୍ତି ଅଧିକ ଗୁରୁତ୍ୱ, ଜାଣନ୍ତୁ...

ବଜେଟ୍‌ରେ କିଛି ଜିନିଷକୁ ଶସ୍ତା କରି ଦିଆଯାଇଛି । ମୋବାଇଲ, ଚାର୍ଜର, ବ୍ୟାଟେରୀ ସହ ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ । ଶସ୍ତା ହେବ ସୁନା, ରୁପା ଓ ପ୍ଲାଟିନମ୍ । ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ ।

Supreme Court
କୋର୍ଟରୁମ୍‌ରେ ଡ୍ରାମା, ସୁପ୍ରିମକୋର୍ଟ ଓକିଲଙ୍କୁ ଏମିତି କହିଲେ ପ୍ରଧାନ ବିଚାରପତି

ଆଜି ସୁପ୍ରିମକୋର୍ଟରେ NEET-UG ସମ୍ବନ୍ଧୀୟ ଆବେଦନର ଶୁଣାଣି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିଲା ।

Gold Rate
ବଜେଟ୍ ଆଣିଲା ଖୁସି ଖବର; କମିଲା ସୁନା-ରୂପା ଦର, ଜାଣନ୍ତୁ କେତେ

କିଛିଦିନ ତଳେ ଲଗାତାର ହୁ ହୁ ହୋଇ ବଢ଼ୁଥିଲା ସୁନାଦର । ଗହଣା ପ୍ରିୟ ଭାରତୀୟଙ୍କର ଜୀବନ ନେଇ ଯାଇଥିଲା ସୁନାଦର ।

Budget 2024
ଓଡ଼ିଶା ପାଇଁ କ’ଣ ରହିଛି ନିର୍ମଳାଙ୍କ ବଜେଟ୍‌ରେ, ୨ଟି ବଡ଼ କଥା କହିଛନ୍ତି ଅର୍ଥମନ୍ତ୍ରୀ

ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା । ଓଡ଼ିଶା ଉପରେ ଦୁଇଟି କଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Budget 2024
ପ୍ରଥମ ଚାକିରି ପାଇଁ ମିଳିବ ଏତିକି ଟଙ୍କା, ସୀତାରମଣ କଲେ ବଡ଼ ଘୋଷଣା

ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍‌ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୪-୨୫ ।

Budget 2024
ବଜେଟ୍‌-୨୦୨୪: କ’ଣ ହେଲା ଶସ୍ତା ? କ’ଣ ହେଲା ମହଙ୍ଗା ? ଜାଣନ୍ତୁ...

ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୪-୨୫। ଜାଣନ୍ତୁ କ’ଣ ହେଲା ଶସ୍ତା ? କଣ ହେଲା ମହଙ୍ଗା ?

Budget 2024
Budget 2024: ଆୟକର ସ୍ଲାବରେ ହେଲା ପରିବର୍ତ୍ତନ; ଜାଣନ୍ତୁ କେତେ ଆୟ ପାଇଁ ଦେବାକୁ ପଡ଼ିବ କେତେ ଟିକସ...

ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୪-୨୫। ଦେଶର କୋଟି କୋଟି ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

 mobile phones
ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା; ଶସ୍ତା ହେବ ମୋବାଇଲ, ଚାର୍ଜର, ବ୍ୟାଟେରୀ...

ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌ । ସେପଟେ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

 PM Awas Yojna
କେନ୍ଦ୍ର ବଜେଟ୍‌-୨୦୨୪; ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ିଲା

ପିଏମ୍‌ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ସରକାର ।  ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Chai Seller
ଚା’ ବିକାଳୀ ବାପାର ପଢ଼ୁଆ ଝିଅ, ହୋଇଗଲେ ଚାଟାର୍ଡ ଆକାଉଣ୍ଟାଣ୍ଟ

ବାପାଙ୍କ ଛାତିରେ ମୁହଁ ମାଡି କାନ୍ଦୁଛି ସୁନା ଝିଅର । ଯାହାକୁ ବର୍ଣ୍ଣନା କରିବାକୁ ଆମ ପାଖେ ଶବ୍ଦର ଅଭାବ ।

Union Budget
ଖୋଲିଲା ନିର୍ମଳାଙ୍କ ବଜେଟ୍‌ ପେଡ଼ି; ୫ ବର୍ଷରେ ମିଳିବ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି...

ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍‌ । ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 

INS ବ୍ରହ୍ମପୁତ୍ର
ଜଳିଗଲା INS ବ୍ରହ୍ମପୁତ୍ର; ନାବିକ ନିଖୋଜ..ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ନୌସେନା ମୁଖ୍ୟ

ଏହି ଦୁର୍ଘଟଣା ପରେ ନୌସେନାର ଜଣେ କନିଷ୍ଠ ନାବିକ ନିଖୋଜ ଅଛନ୍ତି। ଅନ୍ୟ ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିଲେ ବି ତାଙ୍କର ପତ୍ତା ମିଳୁନାହିଁ । ନିଖୋଜ ଜୁନିଅର ସେଲରଙ୍କ ସନ୍ଧାନ ଜାରିଥିବା ବେଳେ, ଏହି ଅଘଟଣ କେମିତି ଘଟିଲା, ତାର ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ନୌସେନା।

Budget
ଆଜି ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍; ନିର୍ମଳାଙ୍କ ପେଡ଼ି ଉପରେ ନଜର

ମୋଦି ସରକାରର ତୃତୀୟପାଳିର ପ୍ରଥମ ବଜେଟ୍ ରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ। ବଜେଟରୁ ବଡ଼ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର।

Union Budget 2024
ନିର୍ମଳାଙ୍କ ପେଡ଼ିରେ ଅଛି କ’ଣ, ବଢୁଛି ଉତ୍କଣ୍ଠା...

ଆସନ୍ତାକାଲି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ। ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି।

Union Budget 2024
ଅସୁମାରୀ ଆଶାରେ ଶିଳ୍ପ ଜଗତ; ନିର୍ମଳାଙ୍କ ପେଡ଼ିରେ ଅଛି କ’ଣ, ବଢୁଛି ଉତ୍କଣ୍ଠା...

ଆସନ୍ତାକାଲି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ। ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି। 

Diamond Necklace in Trash
Video: ଅଳିଆ ଗଦାରୁ ମିଳିଲା ୫ ଲକ୍ଷର ହୀରା ହାର; ଜାଣନ୍ତୁ ପାଇଲେ କେମିତି... 

ଡଷ୍ଟବିନ୍‌ରୁ ମିଳିଲା ୫ ଲକ୍ଷର ହାର । କଥାଟା ବିଶ୍ବାସ ଲାଗୁନଥିଲେ ବି ସତ । ଏମିତି ଘଟଣା ଘଟିଛି ଚେନ୍ନାଇରେ ।

Economic Survey Report
ସଂସଦରେ ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ, ୭% ଛୁଇଁବ ଜିଡିପି ଅଭିବୃଦ୍ଧି

ଆସନ୍ତା ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧି ହାର ୬.୫ରୁ ୭ ପ୍ରତିଶତ ରହିବ ।

Union Budget
କେନ୍ଦ୍ର ବଜେଟ୍‌-୨୦୨୪: ଏହି ୫ଟି ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

ଟିକସ ଆଶ୍ୱସ୍ତିଠାରୁ ଆରମ୍ଭ କରି ଆୟୁଷ୍ମାନ ଯୋଜନା ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ବଜେଟରୁ ଅନେକ କିଛି ଆଶା କରାଯାଉଛି ।

PM Narendra Modi
ଦେଶ ପାଇଁ ଏକଜୁଟ୍ ହେବାକୁ ବିରୋଧୀଙ୍କୁ ଆହ୍ୱାନ କଲେ ମୋଦି, କହିଲେ ...

ଆଜି ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍‌ ।

Rain Water Harvesting
ବର୍ଷା ପାଣି ସାଜିଛି ରୋଜଗାରର ମାଧ୍ୟମ, ବ୍ୟବସାୟ କରି ହୋଇଛନ୍ତି ମାଲାମାଲ

ଗୁଜୁରାଟର ଏହି ଯୁବକ ଜଣକ ନାମ ହେଉଛି ରାହୁଲ କାଚା । ସେ କେବଳ ବର୍ଷା ଜଳ ସଞ୍ଚୟ କରୁନାହାଁନ୍ତି ବରଂ ଏଥିରୁ ରୋଜଗାର ମଧ୍ୟ କରୁଛନ୍ତି ।

Budget Session
ଦିନକ ପରେ କେନ୍ଦ୍ର ବଜେଟ୍, ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ସରକାର

୨୩ ତାରିଖରେ ବଜେଟ୍ ଉପସ୍ଥାପନ ହେବ । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Union Budget
ଦିନକ ପରେ ଖୋଲିବ ନିର୍ମଳାଙ୍କ ବଜେଟ୍ ପେଡ଼ି

ସଂସଦରେ ସର୍ବାଧିକ ସପ୍ତମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Union Budget
ଦିନକ ପରେ ଖୋଲିବ ନିର୍ମଳାଙ୍କ ବଜେଟ୍ ପେଡ଼ି, ହାଲୁକା ହେବ କି ଆୟକର ବୋଝ ?

ସଂସଦରେ ସର୍ବାଧିକ ସପ୍ତମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Parliament Budget Session
କାଲିଠୁ ସଂସଦର ବଜେଟ୍ ଅଧିବେଶନ; ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ଯୋଜନା ପ୍ରସ୍ତୁତ...

ବଜେଟ୍ ଅଧିବେଶନ ପୂର୍ବରୁ ବସିସାରିଛି ସର୍ବଦଳୀୟ ବୈଠକ। କାଲି ଉପସ୍ଥାପନ ହେବ ଇକୋନୋମିକ ସର୍ଭେ ରିପୋର୍ଟ-୨୦୨୪। 

How candidates misuse reservation category in upsc exam
UPSC Exam Reservation: UPSC ପରୀକ୍ଷାରେ ସଂରକ୍ଷଣକୁ ନେଇ କିପରି ହୁଏ ଖେଳ; ଜାଣିଲେ ମୁଣ୍ଡ ଗୋଲ୍ ହେଇଯିବ

ସଂରକ୍ଷଣକୁ ନେଇ ଏକ ସାକ୍ଷାତକାରରେ UPSC ମେଣ୍ଟର ବିକାଶ ଦିବ୍ୟକୀର୍ତ୍ତି ଚାଞ୍ଚଲ୍ୟକର ମତ ପ୍ରକାଶ କରିଛନ୍ତି। ଲୋକମାନେ IAS, IPS, IRS, IFS ଅଧିକାରୀ ହେବା ପାଇଁ ଅନେକ କୌଶଳ ଅବଲମ୍ବନ କରନ୍ତି। ଅଧିକାରୀ ହେବା ପାଇଁ ପ୍ରାର୍ଥୀମାନେ UPSC ର କେଉଁ ଲୁଫ୍ ବ୍ୟବହାର କରୁଛନ୍ତି ଆସନ୍ତୁ ଜାଣନ୍ତୁ।