• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Airtel

internet
Internet: ଗାଁରୁ ସହର, ସହରରୁ ଗାଁ...ସବୁଠି ଘାଇଁ ଘାଇଁ ଚାଲିବ ଇଣ୍ଟରନେଟ୍

ଜିଓ ପ୍ଲାଟଫର୍ମସ ଲିମିଟେଡ୍ ଏବଂ ଭାରତୀ ଏୟାରଟେଲ୍, ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ ଷ୍ଟାରଲିଙ୍କ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ଭାରତର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ସମେତ ସାରା ଦେଶରେ ସାଟେଲାଇଟ୍ ଆଧାରିତ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ ହେବ।

Sunil Mittal Success Story
Success Story: ବାପାଙ୍କଠୁ ୨୦ ହଜାର ନେଇ ଆରମ୍ଭ କରିଥିଲେ ବ୍ୟବସାୟ, ଆଜି ଦେଶର ୪ର୍ଥ ବଡ଼ କମ୍ପାନୀର ମାଲିକ

ବେପାର କରିବାକୁ ବାପାଙ୍କଠାରୁ ନେଇଥିଲେ ୨୦ ହଜାର ଟଙ୍କା । ସାଇକେଲ ପାର୍ଟ୍ସ ତିଆରିରୁ ଆରମ୍ଭ ହେଲା ବ୍ୟବସାୟିକ ଯାତ୍ରା । ଆଜି ସେ ଦେଶର ଦ୍ୱିତୀୟ ସର୍ବବୃହତ୍ ଟେଲିକମ୍ କମ୍ପାନୀ 'ଏୟାରଟେଲ' ମାଲିକ । ପଢନ୍ତୁ ଏୟାରଟେଲ ପ୍ରତିଷ୍ଠାତା ସୁନୀଲ ଭାରତୀ ମିତ୍ତଲଙ୍କ ସଫଳତାର କାହାଣୀ ସମ୍ପର୍କରେ...

ବିଳମ୍ୱରେ ଆସିବ କି ଓଟିପି ?
TRAI Clarifies OTP Delays: ଜାଣନ୍ତୁ, ଡିସେମ୍ବର ୧ରୁ କାହାର ବିଳମ୍ବରେ ଆସିବ OTP

ଡିସେମ୍ବର ୧ରୁ ବିଳମ୍ବରେ ଆସିବ କି ଓଟିପି ? ନେଟ୍‌ ବ୍ୟାଙ୍କିଂ ଓ ଅଧାର ପାଇଁ ଓଟିପି ଆସିବାରେ ବିଳମ୍ବ ହେବ କି ? ଯଦି ଆପଣ ଏପରି ଭାବୁଥାଆନ୍ତି, ତେବେ ଜାଣନ୍ତୁ ସତ କଣ ? ଏ ନେଇ ସ୍ପଷ୍ଟୀକରଣ ଦେଇଛି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (TRAI) ।